Browsing Tag

tokyo Olympic

ଟୋକିଓ ଅଲମ୍ପିକ୍ସ ଠାରୁ ଅଧିକ ଦୂର ଜାଭେଲିନ ଥ୍ରୋ କରି ନୀରଜ ଚୋପ୍ରା ଭାଙ୍ଗିଲେ ନ୍ୟାସନାଲ ରେକର୍ଡ

ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିଲେ ନୀରଜ ଚୋପ୍ରା। ଏବେ ପୁଣି ଥରେ ଜାଭେଲିନ ଥ୍ରୋ କରି ନୂଆ ରେକର୍ଡ କରିଛନ୍ତି। ମଙ୍ଗଳବାର ଦିନ ଫିନଲାଣ୍ଡରେ ଖେଳାଯାଉଥିବା ମୁକାବିଲାରେ ନୀରଜ ନ୍ୟାସନାଲ ରେକର୍ଡ ଭାଙ୍ଗିଛନ୍ତି। ଏହାସତ୍ତ୍ୱେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ…

ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ସ୍ୱାଗତ ଜଣାଇ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ(କେନ୍ଯୁଜ୍): ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ସ୍ୱାଗତ ଜଣାଇ ପୁରୀ ବେଳାଭୂମିରେ ବାଲୁକା କଳା । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ସମସ୍ତ ଭାରତୀୟ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପାରା ଅଲିମ୍ପିକ୍ସରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରୁ ଓ ଅନେକ…

ପୁରୁଷ ହକି ଟିମ୍ ଗୋଲକିପର ଶ୍ରୀଜେଶଙ୍କୁ ୨ କୋଟି ଟଙ୍କା ଦେଲେ କେରଳ ସରକାର, ପ୍ରମୋସନ ମଧ୍ୟ ମିଳିଲା

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ୍ ଗୋଲକିପର ପିଆର ଶ୍ରୀଜେଶଙ୍କୁ କେରଳରେ ଜବରଦସ୍ତ ଭାବେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। କେରଳ ସରକାର ଦ୍ବାରା ଆୟୋଜିତ ସ୍ବାଗତ ସମାରୋହରେ ଗୋଲକିପର ଶ୍ରୀଜେଶଙ୍କୁ ଦୁଇ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ଏହା ସହିତ…

ଟୋକିଓ ଅଲିମ୍ପିକ୍ସେ: ରେସଲିଂରେ ଭାରତକୁ ଦ୍ୱିତୀୟ ପଦକ, ବ୍ରୋଞ୍ଜ ପଦକ ଜିତିଲେ ବଜରଙ୍ଗ ପୁନିଆ

କେନ୍ୟୁଜ୍(ବ୍ୟୁରେ):  ଟୋକିଓ ଅଲିମ୍ପିକ୍ସେରେ ରେସଲିଂରେ ଭାରତକୁ ଦ୍ୱିତୀୟ ପଦକ । ବ୍ରୋଞ୍ଜ ପଦକ ଜିତିଲେ ବଜରଙ୍ଗ ପୁନିଆ । ୬୫ କେଜି ଫ୍ରି ଷ୍ଟାଇଲ ରେସଲିଂ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ବିଜୟୀ । କାଜାଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ହରାଇଲେ ବଜରଙ୍ଗ । ବଜରଙ୍ଗଙ୍କ ବ୍ରୋଞ୍ଜକୁ ମିଶାଇ ଭରତରେ…

ମହିଳା ହକି ଟିମ୍‌ର ଐତିହାସିକ ବିଜୟରେ ଖୁସି ହେଲେ ଶାହାରୁଖ ଖାନ୍‌, କହିଲେ- ସୁନା ନେଇ ଆସ

ଆଜି ସକାଳେ ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲମ୍ପିକ ୨୦୨୧ରେ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଦେଶର ଟେକ ରଖିଛନ୍ତି। ମହିଳା ହକି ଟିମ୍‌ର ଦମ୍‌ଦାର ବିଜୟ ପରେ ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ତାଙ୍କର ଏହି ବିଜୟର ଶ୍ରେୟ ଲୋକମାନେ ଟିମ୍‌ର କୋଚ୍‌ ସୋର୍ଡ…

ମଣିପୁର ସରକାରଙ୍କ ବଡ଼ ଘୋଷଣା, ଅଲିମ୍ପିକ୍ସରେ ରୌପ୍ଯ ଜିତିଥିବା ମୀରାବାଈ ଚାନୁଙ୍କୁ ମିଳିବ ୧ କୋଟି

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଦେଇ ଗୌରବାନ୍ବିତ କରିଛନ୍ତି ଭାରୋତ୍ତୋଳନକାରୀ ମୀରାବାଈ ଚାନୁ। ସମଗ୍ର ଦେଶ ସୋସିଆଲ ମିଡିଆ ଜରିଆରେ ଚାନୁଙ୍କ ବିଜୟ ପାଇଁ ଖୁସି ମନାଉଛି। ଏହାଛଡା ମଣିପୁର ମୁଖ୍ଯମନ୍ତ୍ରୀ ଏନ ବିରେନ ସିଂ ମୀରାବାଈଙ୍କ ସହିତ ସିଧାସଳଖ କଥା ହେଉଥିଲେ। ମୀରାବାଈ…

ଅଲିମ୍ପିକ୍ସ ପୂର୍ବରୁ ଟୋକିଓ ସହ ତିନିଟି ଅଞ୍ଚଳରେ ଜରୁରୀକାଳୀନ ସ୍ଥିତି ଘୋଷଣା, ଏପ୍ରିଲ ୨୫ରୁ ମେ ୧୧ ଯାଏଁ ଲାଗୁ

ଅଲିମ୍ପିକ୍ସର ୩ ମାସ ପୂର୍ବରୁ ଟୋକିଓ ସହ ତିନିଟି ସହରରେ ଜରୁରୀ ସ୍ଥିତି ଘୋଷଣା କରିଛି ଜାପାନ। ବିଶ୍ୱର ଅନ୍ୟଦେଶ ତୁଳନାରେ ଜାପାନରେ ସଂକ୍ରମଣ କମ୍‌ ଥିଲେ ବି କିଛି ଦିିନ ହେବ ସାମାନ୍ୟ ବୃଦ୍ଧି ହୋଇଛି। ଯାହାକୁ ନେଇ ଚିନ୍ତା ବଢିଛି। କିନ୍ତୁ ଜାପାନ ସରକାର ଓ ଅଲିମ୍ପିକ୍ସ ଆସୋସିଏସନ କ୍ରୀଡ଼ା…

କରୋନା ଭାଇରସ୍‌ର ପ୍ରଭାବ ଯୋଗୁ ବିଳମ୍ବ ହୋଇପାରେ ଟୋକିଓ ଅଲିମ୍ପିକ୍ସ, ସୂଚନା ଦେଲେ ଜାପାନ ଅଲିମ୍ପିକ ମନ୍ତ୍ରୀ ସିକୋ…

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବ ଯୋଗୁ ବିଳମ୍ବ ହୋଇପାରେ ଟୋକିଓ ଅଲିମ୍ପିକ୍ସ । ଜାପାନ ଅଲିମ୍ପିକ ମନ୍ତ୍ରୀ ସିକୋ ହାସିମୋତେ ପାର୍ଲାମେଣ୍ଟରେ ଏନେଇ ସୂଚନା ଦେଇଛନ୍ତି । ୨୦୨୦ ଅଲିମ୍ପକ୍ସ ଜୁଲାଇ ୨୪ରୁ ଆରମ୍ଭ ହେବା କଥା । ମାତ୍ର କରୋନା ଭାଇରସ୍‌ ଆତଙ୍କ ଯୋଗୁ ଏହି ଇଭେଣ୍ଟ ବର୍ଷର ଶେଷ…