WFI ସଭାପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ, ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ମାଗିଲା କ୍ରୀଡା ମନ୍ତ୍ରଣାଳୟ
ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଊତ୍ପୀଡ଼ନ ଅଭିଯୋଗ ଉପରେ ରିପୋର୍ଟ ମାଗିଲା କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ । ୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ରେସଲିଂ ଫେଡେରେସନ୍ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି । ୩ ଦିନ ଭିତରେ ଜବାବ ନରଖିଲେ ଜାତୀୟ କ୍ରୀଡ଼ା ବିକାଶ ସଂହିତା ୨୦୧୧ ଅନୁସାରେ WFI…