Browsing Tag

tokyo olympics 2021

ଭାରତ-ବେଲ୍‌ଜିୟମ୍‌ ମୁକାବିଲାକୁ ଟିଭିରେ ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଟ୍ଵିଟ୍‌ କରି ଦେଲେ ସୂଚନା

ଖେଳର ମହାକୁମ୍ଭ ଅଲମ୍ପିକରେ ଭାରତ ଆଜି ସେମିଫାଇନାଲରେ ବେଲ୍‌ଜିୟମ୍‌ ବିପକ୍ଷରେ ଖେଳୁଛି। ପୂରା ଦେଶ ଏହି ରୋମାଞ୍ଚକ ମ୍ୟାଚ୍‌ ଦେଖୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମ୍ୟାଚ୍‌ ଦେଖୁଥିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ…

ଆଜି ଦିଲ୍ଲୀରୁ ଟୋକିଓ ଯାତ୍ରା କରିବେ ଦୌଡରାଣୀ ଦୂତି ଚାନ୍ଦ

ନୂଆଦିଲ୍ଲୀ: ଆଜି ଦୌଡରାଣୀ ଦୂତି ଚାନ୍ଦଙ୍କ ଟୋକିଓ ଗସ୍ତ । ହାଇଦ୍ରାବାଦରୁ ବାହାରିଲେ ଦୂତି ଚାନ୍ଦ । ହାଇଦ୍ରାବାଦରୁ ଦିଲ୍ଲୀ ଯାଇଛନ୍ତି । ଦିଲ୍ଲୀରୁ ସେ ଟୋକିଓ ଯାତ୍ରା କରିବେ । ଦିଲ୍ଲୀରୁ ଆଜି ଟୋକିଓ ଅଲିମ୍ପିକ୍ସ ପାଇଁ ଯାତ୍ରା କରିବେ । ୨୦୧୬ ରିଓ ଅଲିମ୍ପିକ ପରେ କ୍ରମାଗତ ଦ୍ୱିତୀୟ…

ଟୋକିଓ ଅଲିମ୍ପିକ୍ସ: ଭାଗ ନେଇଛନ୍ତି ୨୫ ଜଣ ଭାଇ ଭଉଣୀ ଓ ୬ ଯାଆଁଳା ଯୋଡି

ନୂଆଦିଲ୍ଲୀ : ଆଉ କିଛି ମୁହୂର୍ତ୍ତ ପରେ ଆରମ୍ଭ ହେବ ବିଶ୍ୱ କ୍ରୀଡାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ଏନେଇ ସମସ୍ତ ଖେଳାଳି ମାନେ ନିଜକୁ ପ୍ରସ୍ତୁତ କରିସାରିଲେଣି । ପାଞ୍ଚ ବର୍ଷ ପୂର୍ବେ, ରିଓ ଅଲିମ୍ପିକ୍ସରେ ୩୬ ଭାଇଭଉଣୀ ଏକ ଚ୍ୟାଲେଞ୍ଜ ଉପସ୍ଥାପନ କରିଥିଲେ ମାତ୍ର ଚଳିତ ବର୍ଷ ୨୫…

କରୋନା ସଂକ୍ରମଣ ବଢୁଥିବାରୁ ବାତିଲ ହୋଇପାରେ ଅଲମ୍ପିକ୍ସ, ବିଦେଶୀଙ୍କ ଆଗମନକୁ ଜାପାନବାସୀଙ୍କ ବିରୋଧ

ଆଉ ଦୁଇ ଦିନ ପରେ ଟୋକିଓ ଅଲମ୍ପିକ୍ସ । ତେବେ କ୍ରୀଡା ସହ ଜଡିତ ବ୍ୟକ୍ତି ଓ କ୍ରୀଡାବିତଙ୍କୁ ମିଶାଇ ୭୨ ଜଣ କରୋନା ସଂକ୍ରମିତ ହେବା ଓ ବିଦେଶୀଙ୍କ ଆଗମନକୁ ଜାପାନବାସୀଙ୍କ ବିରୋଧ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଅଲମ୍ପିକ୍ସ ଆୟୋଜନ କରିବା ଯୁଦ୍ଧ ଠାରୁ କଷ୍ଟକର । ବିନା ଦର୍ଶକରେ…

ଅଲମ୍ପିକ୍‌ ପାଇଁ ଟୋକିଓରେ ପହଞ୍ଚିଲେ ଭାରତୀୟ ଖେଳାଳି, କରାଗଲା ଏମିତି ଭବ୍ୟ ସ୍ୱାଗତ

ଅଲମ୍ପିକ୍‌ରେ ଦେଶର ନାଁ ଉଜ୍ୱଳ କରିବା ପାଇଁ ଭାରତୀୟ ଦଳର ୮୮ ଜଣିଆ ବ୍ୟାଚ୍‌ ରବିବାର ଦିନ ଟୋକିଓରେ ପହଞ୍ଚିଛନ୍ତି। ଭାରତର ୨୨୮ ସଦସ୍ୟ ଦଳ ଅଲମ୍ପିକରେ ଭାଗ ନେବେ, ସେଥିରେ ମୋଟ୍‌ ୧୧୯ ଜଣ ଖେଳାଳି ସାମିଲ ଅଛନ୍ତି। କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଆୟୋଜିତ ଖେଳ ପାଇଁ ଭାରତର ୮ ତୀରନ୍ଦାଜ,…

ଟୋକିଓ ଅଲମ୍ପିକ୍ସରେ ପ୍ରବେଶ କଲା କରୋନା, ଖେଳଗ୍ରାମରେ ସାମ୍ନାକୁ ଆସିଲା ପ୍ରଥମ ମାମଲା

ଟୋକିଓ ଅଲମ୍ପିକ୍ସରେ କରୋନା ଏଣ୍ଟ୍ରି। ସ୍ପୋର୍ଟସ୍ ଭିଲେଜ କମ୍ପ୍ଲେକ୍ସରେ ପ୍ରଥମ କରି କରୋନା କେସ ନଜର ଆସିଥିବା ଅଲମ୍ପିକ୍ ଆୟୋଜକମାନେ ନିଶ୍ଚିତ କରିଛନ୍ତି । ଫଳରେ ବଢିଛି ଏଠାରେ କରୋନା ସଂକ୍ରମଣ ମାମଲା । ଆସନ୍ତା ୨୩ରେ ଆରମ୍ଭ ହେବାକୁ ଯାଉଛି ଖେଳର ମହାକୁମ୍ଭ । ଯାହାକୁ ନେଇ ଏବେଠାରୁ…

ଟୋକିଓ ଅଲମ୍ପିକ୍ସରେ କଡା କଟକଣା: ଖେଳ ଦେଖିବାକୁ ଆସିଥିବା ଦର୍ଶକ କରିପାରିବେ ନାହିଁ ମଦ୍ୟପାନ କି ଆଲିଙ୍ଗନ

ଟୋକିଓ: ଟୋକିଓ ଅଲମ୍ପିକ୍ସରେ ଦର୍ଶକଙ୍କ ପାଇଁ କଡା କଟକଣା। ଖେଳ ଦେଖିବାକୁ ଆସିଥିବା ଦର୍ଶକ ମଦ୍ୟପାନ କି ଆଲିଙ୍ଗନ କରିପାରିବେ ନାହିଁ। ଏପରିକି ଖେଳଳିଙ୍କଠାରୁ ଅଟୋଗ୍ରାଫ୍‌ ମଧ୍ୟ ନେଇପାରିବେ ନାହିଁ। କୋଭିଡ କଟକଣା ମଧ୍ୟରେ ଟୋକିଓ ଅଲମ୍ପିକ୍ସ ଆୟୋଜନ ହେବା ଉଭୟ ଜାପାନ ସରକାର ଓ ଆୟୋଜକ…

କ୍ରୀଡା ଜଗତ ଉପରେ କରୋନା ମାଡ, ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ଯୋଗୁ ଭାରତୀୟ ଖେଳାଳି ପ୍ରଭାବିତ

କ୍ରୀଡା ଜଗତ ଉପରେ କରୋନାର କଳା ବାଦଲ । ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଯୋଗୁଁ ଭାରତୀୟ ଖେଳାଳି ପ୍ରଭାବିତ । ବିମାନ କଟକଣା ଯୋଗୁଁ ବିଦେଶରେ ହୋଇପାରୁନି ଅଭ୍ୟାସ । କିଛି ଦିନ ହେଲା ଅନେକ ରାଷ୍ଟ୍ର ଭାରତରୁ ସମସ୍ତ ବିମାନ ସେବା ବାତିଲ କରିଛନ୍ତି । ଗତକାଲି ୯ ଜଣିଆ ରୋଇଂ ଟିମ…

କରୋନା ଭୟାବହତା ବୃଦ୍ଧିକୁ ନଜରରେ ରଖି ବନ୍ଦ ହୋଇପାରେ ଟୋକିଓ ଅଲିମ୍ପିକିସ୍‌

କେନ୍ଯୁଜ୍: ବନ୍ଦ ହୋଇପାରେ ଟୋକିଓ ଅଲିମ୍ପିକସ୍‌ ୨୦୨୧ । କରୋନା ଭୟାବହତା ବୃଦ୍ଧିକୁ ନଜରରେ ରଖି ବନ୍ଦ ହୋଇପାରେ ଟୋକିଓ ଅଲିମ୍ପିକିସ୍‌ । ଜାପାନ ଅଧିକାରୀ ଏଭଳି ସୂଚନା ଦେଇଛନ୍ତି । କରୋନା ଭାଇରସ ମାମଲା ବୃଦ୍ଧି ହେଉଛି, ଏହାକୁ ନଜରରେ ରଖି ଜାପାନ ଟୋକିଓ ଅଲିମ୍ପିକସ୍‌ ଛାଡିଦେବ । ଏହା ଏକ…