Browsing Tag

tokyo olympics

WFI ସଭାପତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ, ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ମାଗିଲା କ୍ରୀଡା ମନ୍ତ୍ରଣାଳୟ

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଊତ୍ପୀଡ଼ନ ଅଭିଯୋଗ ଉପରେ ରିପୋର୍ଟ ମାଗିଲା କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ । ୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ରେସଲିଂ ଫେଡେରେସନ୍ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି । ୩ ଦିନ ଭିତରେ ଜବାବ ନରଖିଲେ ଜାତୀୟ କ୍ରୀଡ଼ା ବିକାଶ ସଂହିତା ୨୦୧୧ ଅନୁସାରେ WFI…

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇଥିବା ୨୪ ଖେଳାଳିଙ୍କୁ ଟାଟା ମୋଟର୍ସ ଦେବ ଅଲଟ୍ରୋଜ କାର

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ପାଇବାରୁ ବଞ୍ଚିତ ହୋଇଥିବା ଭାରତୀୟ ଖେଳାଳିକୁ ସମ୍ମାନିତ କରିବ ଟାଟା ମୋଟର୍ସ। ଟାଟା ମୋଟର୍ସ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇଥିବା ହକି, କୁସ୍ତି ଯୋଦ୍ଧା, ଗୋଲ୍ଫ, ଡିସକସ ଥ୍ରୋ ୨୪ ଖେଳାଳିଙ୍କୁ ଟାଟା ଅଲଟ୍ରୋଜ ପ୍ରଦାନ କରିବ।…

ଟୋକିଓ ଅଲମ୍ପିକରେ ଭାଗ ନେଇଥିବା ଖେଳାଳିଙ୍କୁ ଭେଟିଲେ ପିଏମ୍‌ ମୋଦି, ସମ୍ମାନିତ କରି ବଢ଼ାଇଲେ ଉତ୍ସାହ

ଟୋକିଓ ଅଲମ୍ପିକ୍‌ରେ ପଦକ ଜିତି ଦେଶକୁ ଗୌରବାନ୍ଵିତ କରିଥିବା ଖେଳାଳିଙ୍କୁ ଆଜି ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମବାର ଦିନ ଦିଲ୍ଲୀରେ ନିଜ ବାସଭବନରେ ସମସ୍ତ ଅଲମ୍ପିକ ପ୍ରତିଯୋଗୀଙ୍କ ସହ ସାକ୍ଷାତ କରିଛନ୍ତି ମୋଦି। ମୋଦି ପ୍ରତ୍ୟେକ ଖେଳାଳିଙ୍କ ସହ କଥାବାର୍ତ୍ତା କରିବା ସହ…

ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍‌ସ, ପୁଣି ଅପେକ୍ଷା ଆଉ ୪ ବର୍ଷ

ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍‌ସ ଯାତ୍ରା । ଜୁଲାଇ ୨୩ ତାରିଖରୁ ଆରମ୍ଭ ହୋଇଥିବା ଅଲିମ୍ପିକ୍‌ସର ଆଜି ଉଦ୍‌ଯାପନୀ ସମାରୋହ।  ଆଜିର ଉଦ୍‌ଯାପନୀ ଉତ୍ସବରେ ସମସ୍ତ ଖେଳାଳି ଭାଗ ନେଇପାରୁଥିବା ବେଳେ ମାତ୍ର ୧୦ ଜଣ ଅଧିକାରୀ ହିଁ ଉପସ୍ଥିତ ରହିବେ। ଉଦ୍‌ଘାଟନୀ ଉତ୍ସବରେ ଖେଳାଳିମାନେ…

ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କ ପାଇଁ BCCIର ପୁରସ୍କାର; ନୀରଜଙ୍କୁ ମିଳିବ ୧ କୋଟି

ଟୋକିଓ: ଟୋକିଓ ଅଲିମ୍ପିକ୍ସ ୨୦୨୦ ରେ ୬ ଜଣ ଖେଳାଳି ଭାରତ ପାଇଁ ବ୍ୟକ୍ତିଗତ ଇଭେଣ୍ଟ ଜିତିଥିବାବେଳେ ହକି ଦଳ ଫିଲ୍ଡ ଇଭେଣ୍ଟରେ ଦେଶ ପାଇଁ ପଦକ ଜିତିଛନ୍ତି । ଖେଳର ସବୁଠାରୁ ବଡ ଇଭେଣ୍ଟରେ ପଦକ ଜିତିଥିବା ଖେଳାଳିଙ୍କ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ପୁରସ୍କାର ରାଶି ଘୋଷଣା…

ଭାରତ ପାଇଁ ସ୍ବର୍ଣ୍ଣିମ ଅଧ୍ୟାୟ, ଟୋକିଓ ଅଲିମ୍ପିକ୍ସରେ ନୀରଜ ଆଣିଲେ ପ୍ରଥମ ସ୍ବର୍ଣ୍ଣ

ଭାରତ ପାଇଁ ଗର୍ବର ବିଷୟ। ଇତିହାସ ରଚିଲେ ନୀରଜ। ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋର ଫାଇନାଲରେ ବାଜି ମାରିନେଲେ ନୀରଜ ଚୋପ୍ରା। ଦେଶ ପାଇଁ ଆଣିଦେଲେ ସ୍ବର୍ଣ୍ଣିମ ଅଧ୍ୟାୟ। ପୁରୁଷ ବର୍ଗ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରଜ। ପୁରୁଷ ବର୍ଗ ଜାଭେଲିନ୍‌ ଥ୍ରୋ…

ପଦକ ପାଇବାରୁ ଅଳ୍ପକେ ରହିଗଲେ ଗଲ୍ଫର ଅଦିତି ଅଶୋକ, ବଜାୟ ରଖିଲେ ୪ର୍ଥ ସ୍ଥାନ

ଟୋକିଓ ଅଲିମ୍ପିକ୍ସରେ ପଦକ ଆଶା କ୍ଷୀଣ କଲେ ଅଦିତି ଅଶୋକ। ଭାରତର ଗୋଲ୍ଫ ଖେଳାଳି ଅଦିତି ଅଶୋକ ପଦକ ପାଇବାର ଆଶାକୁ ନିରାଶ କରିଛନ୍ତି। ସେ ୪ର୍ଥ ସ୍ଥାନରେ ରହିଛନ୍ତି। ଅଦିତିଙ୍କ ପରେ ଏବେ ନୀରଜ ଚୋପ୍ରା ଏବଂ ବଜରଙ୍ଗ ପୁନିଆଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଅତିଦିଙ୍କ ଲଢୁଆ ପ୍ରଦର୍ଶନ ପାଇଁ…

ଟୋକିଓ ଅଲିମ୍ପିକ୍ସରେ ମାଧୁରୀଙ୍କ ଗୀତରେ ଜବରଦସ୍ତ ଡ୍ଯାନ୍ସ କଲେ ଇସ୍ରାଏଲ ସନ୍ତରଣକାରୀ, ଭିଡିଓ ଭାଇରଲ

ଗତ କିଛି ବର୍ଷ ମଧ୍ୟରେ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ବଲିଉଡ ଇଣ୍ଡଷ୍ଟ୍ରୀ । ବଲିଉଡ ଗୀତର ସମସ୍ତ ଫ୍ୟାନ୍ସମାନେ ସାରା ବିଶ୍ୱରେ ରହିଛନ୍ତି। ଭାରତୀୟଙ୍କ ବ୍ୟତୀତ, ବାହାର ଦେଶର ଲୋକମାନେ ମଧ୍ୟ ହିନ୍ଦୀ ଗୀତର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଛି । ହେଲେ ଟୋକିଓ ଅଲିମ୍ପିକ୍ସ ସମୟରେ…

ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଦଳ, ୪୧ ବର୍ଷ ପରେ ଜିତିଲା ଅଲିମ୍ପିକ୍ସ ପଦକ

ଟୋକିଓ : ଭାରତ ପାଇଁ ଐତିହାସିକ ଦିନ । ଟୋକିଓ ଅଲିମ୍ପିକ୍ସିରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଦଳ । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ ପଦକ ଜିତିଛି । ଆଜି ଜର୍ମାନୀକୁ ୫-୪ ଗୋଲ୍‌ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରି ଦିଲ୍‌ ଖୁସ୍‌ କରି ଦେଇଛିି ଭାରତୀୟ ପୁରୁଷ ହକି ଟିମ୍‌। କଡ଼ା…

ଅଲିମ୍ପିକ୍‌ସରେ ଦେଶକୁ ମିଳିଲା ତୃତୀୟ ପଦକ: ବକ୍ସିଂରେ ଲଭଲିନାଙ୍କୁ ବ୍ରୋଞ୍ଜ

ଟୋକିଓ: ଅଲିମ୍ପିକ୍‌ସରେ ମହିଳା ଚମକ। ଭାରତକୁ ଆଉ ଏକ ବ୍ରୋଞ୍ଜ। ଟୋକିଓ ଅଲିମ୍ପିକ୍ସ ବକ୍ସିଂରେ ଲଭ୍‌ଲିନାଙ୍କୁ ବ୍ରୋଞ୍ଜ ପଦକ ହାସଲ। ୬୯ କେଜି ବର୍ଗ ସେମିଫାଇନାଲରେ ତୁର୍କୀ ପ୍ରତିଦ୍ୱନ୍ଦ୍ୱୀଙ୍କଠୁ ପରାସ୍ତ ହେଲେ ଲଭ୍‌ଲିନା। ଦେଶକୁ ତୃତୀୟ ପଦକ ଦେଲେ ମହିଳା ବକ୍ସର ଲଭ୍‌ଲିନା। ଟୋକିଓ…

ପଦକ ହାତେଇବା ପାଇଁ ଭାରତ ପାଖରେ ବଡ଼ ସୁଯୋଗ: ଜାଭ୍‌ଲିନ୍‌ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ । ପଦକ ହାତେଇବା ପାଇଁ ଭାରତ ପାଖରେ ବଡ଼ ସୁଯୋଗ ରହିଛି । ଆଜି ସକାଳୁ ଖୁସି ଖବର ଦେଇଛନ୍ତି ନୀରଜ ଚୋପ୍ରା । ଜାଭ୍‌ଲିନ୍‌ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା । ୮୬.୬୫ ମିଟର ଥ୍ରୋ କରି ଗ୍ରୁପ୍‌-A ଶୀର୍ଷରେ ନୀରଜ ।…

ଟୋକିଓ ଅଲିମ୍ପିକ୍ସ: ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍, ଅଷ୍ଟ୍ରେଲିଆକୁ ୧-୦ରେ ହରାଇଲା ଭାରତ

ଟୋକିଓ ଅଲିମ୍ପିକସ୍‌ରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍। ଅଷ୍ଟ୍ରେଲିଆକୁ ୧-୦ରେ ହରାଇଲା ଭାରତ। କ୍ୱାର୍ଟର ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିଲା ମୁକାବିଲା। ଭାରତ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇ ସେମି ଫାଇନାଲକୁ ପ୍ରବେଶ କରିଛି। 🇮🇳 HISTORY HAS BEEN…