Browsing Tag

tokyo olympics

ଟୋକିଓ ଅଲିମ୍ପିକ୍ସ : ଆଜି ଭାରତ-ଗ୍ରେଟ ବ୍ରିଟେନ୍‌ ପୁରୁଷ ହକି କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଯିବାକୁ ଭାରତ ପାଇଁ…

ଆଜି ଭାରତ-ଗ୍ରେଟ ବ୍ରିଟେନ୍‌ ପୁରୁଷ କ୍ୱାର୍ଟର ଫାଇନାଲ । ଏହି ମ୍ୟାଚରେ ଭାରତ ତାର ପୂର୍ବ ଗୌରବ ଫେରିବାକୁ ଚେଷ୍ଟା କରିବ । ୪୧ ବର୍ଷ ପରେ ସେମିଫାଇନାଲ ଟିକଟ ହାସଲ କରିବା ଲାଗି ଲଢ଼ିବ ଭାରତ । ସେହିଭଳି ଗ୍ରେଟ ବ୍ରିଟେନ ମଧ୍ୟ ୩୩ ବର୍ଷ ପରେ ପ୍ରଥମ ଅଲିମ୍ପିକ୍ସ ପଦକ ବିଜୟ ଅଭିଯାନକୁ ଅତୁଟ…

ସାଉଥ ଆଫ୍ରିକାକୁ ୪-୩ ଗୋଲରେ ହରାଇଲା ଭାରତୀୟ ମହିଳା ହକି ଟିମ୍‌

ଟୋକିଓ: ସାଉଥ ଆଫ୍ରିକାକୁ ୪-୩ ଗୋଲରେ ହରାଇଲା ଭାରତୀୟ ମହିଳା ହକି ଟିମ୍‌ । କ୍ୱାର୍ଟରକୁ ଯିବା ନେଇ ଆଶା ଉଜ୍ଜୀବିତ କରିଲା ଭାରତୀୟ ମହିଳା ହକି ଟିମ୍‌ । ଗ୍ରପୁ ପର୍ଯ୍ୟାୟରେ ୫ଟି ମ୍ୟାଚରୁ ଭାରତ ଦୁଇଟି ବିଜୟୀ ହୋଇଛି । ପ୍ରଥମ ତିନିଟି ମ୍ୟାଚ୍‌ ହାରିଥିଲା ହେଲେ ଶେଷ ଦୁଇଟି ମ୍ୟାଚ୍‌…

ଭାରତର ପଦକ ଆଶା ବଢାଇଲେ କମଲପ୍ରୀତ କୌର, ଡିସ୍କସ୍ ଥ୍ରୋର ଫାଇନାଲରେ ପହଞ୍ଚିଲେ

ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ଆଶା ବଢାଇଲେ କମଲପ୍ରୀତ କୌର। ଡିସ୍କସ୍ ଥ୍ରୋ ଯୋଗ୍ୟତା ଗ୍ରୁପ୍ ବିରେ କମାଲ କରିଛନ୍ତି କମଲପ୍ରୀତ କୌର । ଜବରଦସ୍ତ ପ୍ରଦର୍ଶନ ସହିତ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି କମଲ । ପ୍ରଥମ ପ୍ରୟାସରେ ସେ ୬୦.୨୯ ମିଟର ଫିଙ୍ଗିଥିବାବେଳେ ଦ୍ୱିତୀୟ ପ୍ରୟାସରେ ୬୩.୯୭…

ମହିଳା ବକ୍ସିଂରେ ଭାରତକୁ ପଦକ ନିଶ୍ଚିତ ! ଟୋକିଓ ଅଲିମ୍ପିକ୍ସରେ ବକ୍ସର ଲଭଲିନାଙ୍କ ଦମ୍‌ଦାର ବିଜୟ

କେନ୍ଯୁଜ୍: ମହିଳା ବକ୍ସିଂରେ ଭାରତକୁ ପଦକ ନିଶ୍ଚିତ। ଟୋକିଓ ଅଲିମ୍ପିକ୍‌ସରେ ବକ୍ସର ଲଭଲିନାଙ୍କ ଦମ୍‌ଦାର ବିଜୟ। ବସ୍କିଂରେ ସେମିକୁ ଉନ୍ନୀତ ହେଲେ ଲଭଲିନା। ମହିଳା ୬୪ରୁ ୬୯ କେଜି ବର୍ଗରେ ସେମି ଫାଇନାଲକୁ ଗଲେ ଲଭଲିନା। କ୍ୱାର୍ଟରରେ ଚାଇନିଜ ତାଇପେଇର ନିଏନ୍‌- ଚିନ୍‌ ଚେନଙ୍କୁ ହରାଇଲେ…

ଟୋକିଓ ଅଲିମ୍ପିକ୍ସ: ୧୦୦ ମିଟର ପ୍ରିଲିମିନାରୀ ରେସ୍‌ରେ ବିଫଳ ହେଲେ ଦୂତୀ ଚାନ୍ଦ

ଭୁବନେଶ୍ବର(କେନ୍ଯୁଜ୍): ୧୦୦ ମିଟର ପ୍ରିଲିମିନାରୀ ରେସ୍‌ରେ ନିରାଶ କଲେ ଦୌଡ଼ରାଣୀ ଦୂତୀ ଚାନ୍ଦ। ୧୧.୫୪ ସେକେଣ୍ଡ ନେଇ ରହିଲେ ସପ୍ତମ ସ୍ଥାନରେ । ୨୦୧୬ ରିଓ ଅଲିମ୍ପିକ ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ୨୦୨୦ ଟୋକିଓ ଅଲିମ୍ପିକସରେ ପ୍ରତିନିଧିତ୍ୱ କରିଛନ୍ତି ଦୂତି । ଟୋକିଓରେ ଉଭୟ ୧୦୦ ଓ…

ଭାରତ ପାଇଁ ଖୁସି ଖବର; ହେଭିୱେଟ୍‌ ବକ୍ସିଙ୍ଗ୍‌’ ପ୍ରତିଯୋଗିତାର କ୍ବାର୍ଟର୍‌ଫାଇନାଲ୍‌ରେ ପହଞ୍ଚିଲେ ସତୀଶ କୁମାର

ଟୋକିଓ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ ହୋଇଥିବା ଭାରତ ପାଇଁ ଆସିଛି ଅନେକ ଖୁସିଖବର । ବ୍ୟାଡମିଣ୍ଟନରେ ପି.ଭି ସିନ୍ଧୁ, ପୁରୁଷ ହକିର ଭାରତର ବିଜୟ ଓ ଆର୍ଚେରୀରେ ଅତନୁଙ୍କ ବିଜୟ ପରେ ବକ୍ସିଂ ସୁପର ହେଭି କ୍ୱାର୍ଟରରେ ପହଞ୍ଚିଛନ୍ତି ସତୀଶ କୁମାର । ଜାମାଇକା ରିକୋର୍ଡୋ…

ଟୋକିଓ ଅଲିମ୍ପିକ୍: ସ୍ପେନକୁ ୩-୦ରେ ହରାଇଲା ଭାରତ

ଟୋକିଓ : ଆଜି ହେଉଛି ଟୋକିଓ ଅଲିମ୍ପିକର ୫ମ ଦିବସ । ଆଜି ଦିବସର ଆରମ୍ଭ ଭାରତ ପାଇଁ ନିରାଶାରୁ ଆରମ୍ଭ ହୋଇଥିଲେ ହେଁ ପୁରୁଷ ହକି ଦଳ ଶୁଭଖବର ଆଣିଛି । ଭାରତ ଆଜି ସ୍ପେନକୁ ୩-୦ରେ ପରାସ୍ତ କରିଥିବା ଜଣାପଡ଼ିଛି । ଏହାଫଳରେ ଭାରତ ୩ଟି ମ୍ୟାଚରୁ ୨ଟିରେ ବିଜୟ କରିବାରେ ସକ୍ଷମ ହୋଇଛି । ଦଳ…

ସ୍ବର୍ଣ୍ଣ ପଦକ ବିଜୟିନୀ ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ, ରିପୋର୍ଟ ପଜିଟିଭ ଆସିଲେ ଚାନୁଙ୍କୁ ମିଳିବ…

ଟୋକିଓ ଅଲିମ୍ପିକ୍ସରେ ୪୯ କେଜି ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ଯ ପଦକ ଜିତି ସମସ୍ତଙ୍କ ପାଇଁ ଗୌରବ ଆଣିଦେଇଥିଲେ। ଏବେ ଶୁଣିବାକୁ ମିଳୁଛି ଯେ, ମୀରାବାଈ ଚାନୁଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ। ସ୍ବର୍ଣ୍ଣ ପଦକ ବିଜୟିନୀ ଚାଇନାର ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ। ରିପୋର୍ଟ…

ଟୋକିଓ ଅଲିମ୍ପିକ୍ସ: ରୌପ୍ୟ ପଦକ ହାସଲ କରିଥିବା ମୀରାବାଈ ଚାନୁଙ୍କୁ ଲାଇଫ ଟାଇମ ମିଳିବ ମାଗଣା ପିଜା

ଟୋକିଓ ଅଲିମ୍ପିକ୍ସରେ ମୀରାବାଈ ଚାନୁ ଇତିହାସ ସୃଷ୍ଟି କରିଛନ୍ତି। ୨୬ ବର୍ଷୀୟ ମୀରାବାଈ ଚାନୁ ୪୯ କିଲୋଗ୍ରାମ ବର୍ଗ ଭାରୋତ୍ତୋଳନରେ ରୌପ୍ୟ ଜିତିଥିଲେ ଏବଂ ଗର୍ବର ସହିତ ସମଗ୍ର ଦେଶରେ ତାଙ୍କର ପ୍ରଶଂସା ହୋଇଥିଲା । ସବୁ ଜାଗାରେ ଲୋକମାନେ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ…

ବିଜୟରୁ ଅଭିଯାନ ଆରମ୍ଭ କରି ପ୍ରି-କ୍ୱାର୍ଟର ମ୍ୟାଚରେ ପରାଜୟର ସାମ୍ନା କଲେ କିଟ୍‌ ଛାତ୍ରୀ ଭବାନୀ ଦେବୀ

ଭୁବନେଶ୍ବର(କେନ୍ଯୁଜ୍): ଅଲିମ୍ପିକସ୍‌ ଅସୀ ଚାଳନାରେ ଶେଷ ହୋଇଛି ଭାରତର ଅଭିଯାନ । ପ୍ରଥମ ରାଉଣ୍ଡ ଜିତି ସମସ୍ତଙ୍କ ମନରେ ଉତ୍ସାହ ଭରିଥିବା ଭାରତର ମହିଳା ଅସୀ ଚାଳକ ସି ଏ ଭବାନୀ ଦେବୀ ପରବର୍ତ୍ତୀ ମୁକାବିଲାରେ ପରାଜୟର ସାମନା କରିଛନ୍ତି । ବିଶ୍ୱର ୩ ନମ୍ବର ମାନ୍ୟତାପ୍ରାପ୍ତ ଅସୀ ଚାଳକ…

ଅଲିମ୍ପିକ୍ସରେ ପଦ ଆଶା ବଢାଇଲେ ପିଭି ସିନ୍ଧୁ, ପ୍ରଥମ ରାଉଣ୍ଡରେ ଇସ୍ରାଏଲର ପୋଲକାରପୋଭାଙ୍କୁ କଲେ ପରାସ୍ତ

ଟୋକିଓ ଅଲିମ୍ପିକ୍ସରେ ପଦକ ଆଶା ବଢାଇଲେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ସିନ୍ଧୁ ଇସ୍ରାଏଲର ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି । ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ୨୧-୭, ୨୧-୧୦ ସେଟରେ ଗ୍ରୁପ-ଜେ ମ୍ୟାଚରେ ପୋଲକାରପୋଭାଙ୍କୁ ପରାସ୍ତ କରିଛନ୍ତି ।…

ଟୋକିଓ ଅଲିମ୍ପିକ୍ସ: ୪୯ କେଜି ଭାରୋତ୍ତୋଳନରେ ପ୍ରଥମ ରୌପ୍ଯ ପଦକ ହାସଲ କଲେ ମୀରାବାଈ ଚାନୁ

ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ପଦକ ଭାବେ ରୌପ୍ୟ ପଦକ ହାସଲ କରିଛନ୍ତି ମାରାବାଈ ଚାନୁ । ଭାରୋତ୍ତୋଳନରେ ପ୍ରଥମ ପଦକ ହାସଲ କରିଛି ଭାରତ । ୪୯ କେଜି ଭାରୋତ୍ତୋଳନରେ ସେ ଏହି ପଦକ ହାସଲ କରିଛନ୍ତି । ଆଉ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି…