ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଆଉ ଦେବାକୁ ପଡ଼ିବନି ଟୋଲ ଫି
ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଖାସ୍ କରି ଗାଡି ଚାଳକଙ୍କୁ ମିଳିଲା ଆସ୍ୱସ୍ତି । ଏବେ ଆଉ ଟୋଲଗେଟରେ ଅଟକିବେନି ଆପଣ । ହଁ ଆଜ୍ଞା ଗାଡି ଚଲାଇବା ସମୟରେ ଏବେ ଆଉ କେଉଁଟି ଅଟକିବାକୁ ପଡିବନି । ଓଡିଶାରେ ଆଉ ଆଦାୟ ହେବନି ଟୋଲ ଫି ବା ପରିବହନ ଶୁଳ୍କ । ପୂର୍ତ୍ତ ଓ…