ଆଜି ହିଁ ଘରେ ବନାନ୍ତୁ ଟମାଟୋ ଦୋସା, ସନ୍ଧ୍ୟା ବେଳକୁ କରନ୍ତୁ ସ୍ପେଶାଲ
ଆପଣ ନିଶ୍ଚିତ ଭାବେ ସାଉଥ ଇଣ୍ଡିଆନ ଦୋସା ଖାଇଥିବେ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହାକୁବିଭିନ୍ନ ପ୍ରକାର ଉପାୟରେ ପ୍ରସ୍ତୁତ କରାଯାଇଥାଏ ଭିନ୍ନ ସ୍ୱାଦ ଦିଆଯାଇଥାଏ। ଆଜି ଆମେ ଆପଣଙ୍କୁ ଏପରି ଟମାଟୋ ଦୋସା ବିଞରେ ଜଣାଇବୁ, ଯାହା ଆପଣଙ୍କ ବ୍ରେକଫାଷ୍ଟ ଏବଂ ସନ୍ଧ୍ୟା ବେଳର ଟିଫିନକୁ…