Browsing Tag

tomato price

ଆଜିଠୁ ୬୦ ଟଙ୍କାରେ କିଲେ ଟମାଟୋ ବିକିବେ ସରକାର, ଆରମ୍ଭ ହେଲା ମେଗା ସେଲ୍‌

ଦେଶରେ ଲଗାଣ ବର୍ଷା ଯୋଗୁ ପୁଣି ସବୁଜ ପନିପରିବାର ଦାମ୍‌ ଆକାଶଛୁଆଁ ହୋଇଛି । ବିଶେଷ କରି ଟମାଟୋ ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଦେଶର ଅଧିକାଂଶ ଭାଗରେ ଟମାଟୋର ମୂଲ୍ୟ ପ୍ରତି କିଲୋଗ୍ରାମ ୧୦୦ରୁ ୧୨୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଟମାଟୋର ମୂଲ୍ୟ ବୃଦ୍ଧି ଭିତରେ ସରକାର ପୁଣି ଥରେ ଶସ୍ତା…

ଆଉ ଲଗାଇ ପାରିବେନି ଟମାଟୋ ଛୁଙ୍କ, ଦେଶର ଅନେକ ସ୍ଥାନରେ ଟମାଟୋ ଦର ୭୦ରୁ ୮୦ ଟଙ୍କା

ପିଆଜ ସହିତ ଏବେ ଟମାଟୋ ବି ମହଙ୍ଗା । ଗତ କିଛି ଦିନ ହେବ ଟମାଟୋର ଖୁଚୁରା ଦର ଆକାଶଛୁଆଁ ହୋଇଥିବା ଦେଖିବାକୁ ମିଳିଛି । ଦେଶର ଅନେକ ସ୍ଥାନରେ ୧୫ ଦିନ ମଧ୍ୟରେ ଟମାଟୋ ଦାମ୍‌ ପାଖାପାଖି ଦୁଇ ଗୁଣ ହୋଇଯାଇଛି । କୁହାଯାଉଛି ଯେ ଅତିକମ୍‌ରେ ୨୦ ଦିନ ଯାଏ ବଜାରରେ ଏହି ଦର ରହିବ । ଦରବୃଦ୍ଧିର…

ଥିଲା ୨୦୦ ଆଉ ଏବେ କିଲୋ ୪ ଟଙ୍କାରେ ବି ଲୋକେ ନେଉ ନାହାନ୍ତି, ଇଏ ଟମାଟୋ କାହାଣୀ

ନୂଆଦିଲ୍ଲୀ : କେଇଦିନ ତଳେ ରୋଷେଇ ଘରେ ଦେଖିବାକୁ ମିଳୁ ନଥିଲା । ଦର ଏତେ ଉଚ୍ଚା ଥିଲା ଯେ ଲୋକେ ତା ନାଁ ଶୁଣିଲେ ବାପ୍‌ରେ ବୋଲି କହୁଥିଲେ । ପରିସ୍ଥିତି ଏମିତି ହେଲା ଯେ କେଉଁଠି ଟମାଟୋ ପାଇଁ ମାଡ଼ଗୋଳତ ଆଉ କେଉଁଠି ଟମାଟୋ ଚୋରି ହୋଇଗଲା । ହେଲେ ସେଇ ଜିନିଷଟି ଏବେ ରାସ୍ତାରେ ଅଲେଡ଼ା ହୋଇ…

ଆଜିଠାରୁ ଶସ୍ତାରେ ମିଳିବ ଟମାଟୋ, ୫୦ ଟଙ୍କାରେ ଟମାଟୋ ବିକିବେ ସରକାର

ସ୍ୱାଧୀନତା ଦିବସରେ ଲୋକଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଆଜିଠାରୁ ଶସ୍ତାରେ ମିଳିବ ଟମାଟର । ଅଗଷ୍ଟ ୧୫ ତାରିଖରୁ ଟମାଟୋ କିଲୋ ପିଛା ୫୦ ଟଙ୍କା ଦରରେ ଖୁଚୁରା ବଜାରରେ ବିକ୍ରି କରିବାକୁ କେନ୍ଦ୍ର ସରକାର ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍) ଏବଂ ଜାତୀୟ କୃଷି ସମବାୟ ବିପଣନ…

ପରିବା ଡାଲାରୁ ଟମାଟୋ ଉଭାନ୍‌: ରାଜଧାନୀରେ ୧୦୦ ଟପିଲା ଦର

ଭୁବନେଶ୍ୱର(କେନ୍ୟୁଜ୍‌): ରାଜଧାନୀରେ ୧୦୦ ଟପିଲା ଟମାଟୋ ଦର। କିଛି ଦିନ ହେଲା ଆକାଶ ଛୁଆଁ ହୋଇଛି ଦର। ଗୋଟିଏ ସପ୍ତାହ ଧରି ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଆଜି ୧୨୦ରେ ପହଞ୍ଚିଛି। ଖାଉଟିଙ୍କ ଘରୁ ଉଭାନ୍‌ ହୋଇଗଲାଣି ଟମାଟୋ। ଉଚ୍ଚା ଦାମ ଯୋଗୁଁ ଅଳ୍ପ ପରିମାଣର ଟମାଟୋ କିଣି କାମ ଚଳାଇ…

ଲେମ୍ବୁ ପରେ ଆକାଶ ଛୁଆଁ ହେଲା ଟମାଟୋ ଦର, କିଲୋ ପିଛା ୬୦ରୁ ୭୦ ଟଙ୍କା

ଭୁବନେଶ୍ବର(କେନ୍ୟୁଜ): ଲେମ୍ବୁ ପରେ ଟମାଟୋ ଚଡ଼କ। ହତାଠ୍‌ ଆକାଶ ଛୁଆଁ ହେଲା ଦର। ଗତ ତିନି ଚାରି ଦିନ ତଳେ ଟମାଟୋ କିଲୋ ପିଛା ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବ ଦର ୬୦ରୁ ୭୦ ଟଙ୍କାରେ ପହଞ୍ଚିଛି। ସପ୍ତାହକ ମଧ୍ୟରେ ରେଟ୍‌ ପ୍ରାୟ ୩ଗୁଣ ବଢିଛି । ଫଳରେ ଗ୍ରାହକ ଯେଉଁଠି କିଲେ…

ହଠାତ୍‌ ଆକାଶଛୁଆଁ ହେଲା ଟମାଟୋ! ୧୨୦ ଟଙ୍କା କିଲୋ ପର୍ଯ୍ୟନ୍ତ ପହଞ୍ଚିଲା ଦର; ବେପାରୀ ଜଣାଇଲେ ଏହି ବଡ଼ କାରଣ

ଦେଶର ଅଧିକାଂଶ ସହରରେ ଟମାଟୋର ଖୁଚୁରା ଦାମ୍‌ କିଲୋ ପିଛା ୮୦ ଟଙ୍କା ଆଖପାଖରେ ଚାଲୁଛି। କିନ୍ତୁ ସରକାରୀ ଆକଳନ ଅନୁସାରେ, ବ୍ୟାପକ ବର୍ଷା କାରଣରୁ କିଛି ଦକ୍ଷିଣ ରାଜ୍ୟରେ ଏହାର ଖୁଚୁରା ଦର ୧୨୦ ଟଙ୍କା ପ୍ରତି କିଲୋଗ୍ରାମ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଚେନ୍ନାଇରେ ଟମାଟୋର ଖୁଚୁରା ଦର ୧୦୦…

ଆଜିଠାରୁ ଶସ୍ତା ହେବ ଟମାଟୋ, ଜାଣନ୍ତୁ କିଲୋ ପ୍ରତି କେତେ ରହିଛି ଦର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଦର ଡାଏରୀ ଠାରୁ ଟମାଟୋର ଦର ଆଜିଠାରୁ ପ୍ରତି କିଲୋଗ୍ରାମରୁ ୨ ରୁ ୩ ଟଙ୍କା ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି। ଦିଲ୍ଲୀବାସିଙ୍କୁ ଟମାଟର ଦରରୁ ମୁକ୍ତି କରିବା ପାଇଁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଏଥିସହ ହରଡ ଡାଲିର ଦାମ୍ ମଧ୍ୟ ସ୍ଥିର କରାଯାଇଛି।…