ଶୀତ ଦିନରେ ଦାନ୍ତ ସେନସିଟିଭିଟି ହେଉଛି କି ? ଜାଣନ୍ତୁ କିପରି ଘରୋଇ ଉପାୟରେ ମୁକ୍ତି ପାଇବେ
ଶୀତ ଦିନ ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ, ହେଲେ ଏହା ସହିତ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଆଣିଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ଦାନ୍ତର ସେନସିଟିଭିଟି । ଏହି ସିଜିନ୍ରେ ଯେଉଁମାନଙ୍କର ଦାନ୍ତ ଯନ୍ତ୍ରଣା ହେଉଛି, ସେମାନଙ୍କ ପାଇଁ ଗରମ କିମ୍ବା ଥଣ୍ଡା କିଛି ବି ଖାଇବା ଅତ୍ୟନ୍ତ କଷ୍ଟକର…