Browsing Tag

TOP INTERNATIONAL NEWS

ବିମାନ ବାଥରୁମରେ ପ୍ରସବ କଲେ ମହିଳା, କହିଲେ ଗର୍ଭବତୀ ଥିବା ଜାଣିନଥିଲି

ଇକ୍ୟୁଏଡର ଗୁଆକିଲରୁ ଆମଷ୍ଟରଡାମ୍କୁ ଏକ KLM ରୟାଲ ଡଚ୍‌ ବିମାନ ବାଥରୁମରେ ଏକ ଶିଶୁର ଜନ୍ମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଗର୍ଭବତୀ ଥିବା ମହିଳା ଜଣକ ନିଜେ ଜାଣିନଥିଲେ, ସେ ଗର୍ଭବତୀ ରହିଛନ୍ତି ବୋଲି । ପେଟ କାଟିବା ଯୋଗୁଁ ବିମାନର ବାଥରୁମକୁ ଯିବା ପରେ…

ବିଶ୍ୱରେ ୫୦ କୋଟି ହ୍ଵାଟସ୍‌ଆପ୍‌ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍‌, ରୁହନ୍ତୁ ସାବଧାନ

WhatsApp ବ୍ୟବହାର କରୁଥିଲେ ସାବଧାନ। ସାରା ବିଶ୍ୱରେ ୫୦ କୋଟି ହ୍ଵାଟସ୍‌ଆପ ବ୍ୟବହାକାରୀଙ୍କ ତଥ୍ୟ ଲିକ । ଫଳରେ ୮୦ଟି ଦେଶ ପ୍ରଭାବିତ ହୋଇଛନ୍ତି । ଭାରତର ପ୍ରାୟ ୬୦ ଲକ୍ଷ ବ୍ୟବହାରକାରୀଙ୍କ ତଥ୍ୟ ଲିକ ହୋଇଥିବା କୁହାଯାଇଛି । ହ୍ଵାଟସଆପ ତଥ୍ୟକୁ ଅନଲାଇନରେ ଲିକ କରିବା ପରେ ତାହାକୁ ବିକ୍ରି…

ରୁଷୀୟ ନାବାଳକଙ୍କ ଦାବି, ପରମାଣୁ ଯୁଦ୍ଧ ହେବାରୁ ବଞ୍ଚାଇବାକୁ ମଙ୍ଗଳଗ୍ରହରୁ ପୃଥିବୀକୁ ଆସିଛି !

ମୁଁ ପୃଥିବୀକୁ ବଞ୍ଚାଇବା ମଙ୍ଗଳଗ୍ରହରୁ ଆସିଛି । ଆପଣ ହୁଏତ ଏକଥା ଶୁଣି ନିଶ୍ଚିତ ଭାବେ ଆଶ୍ୱର୍ଯ୍ୟ ହେଉଥିବେ । କାହିଁକି ଏମିତି ଅଦ୍ଭୁତ ଦାବି କରୁଛନ୍ତି ରୁଷୀୟ ନାବାଳକ ଜଣକ। ‘ଡେଲି ଷ୍ଟାର’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରୁଷିଆର ବୋଲଗୋଗ୍ରାଡର ବୋରିସ କିପ୍ରିୟାନୋଭିକ୍ ନାମକ ଜଣେ…

ମଣିଷ ମୁହଁ ଥିବା ଛୁଆ ଜନ୍ମ ଦେଲା ଛେଳି, ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଉତ୍ତର ପ୍ରଦେଶରେ ଏପରି ଏକ ଘଟଣା ଘଟିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏକ ଛେଳି ମାନବ ରୂପ ଧାରଣ କରିଥିବା ଏକ ସନ୍ତାନକୁ ଜନ୍ମ ଦେଇଛି। ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। କହିବାକୁ ଗଲେ ଆଜିକାଲି…

ରୁଷିଆ-ୟୁକ୍ରେନ ଯୁଦ୍ଧ: ସଡ଼କ ଉପରେ କାର ଯିବା ସମୟରେ ହଠାତ୍ ଉଡ଼ିଗଲା କାର, ଭିଡିଓ ହେଉଛି ଭାଇରାଲ

ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି। ପ୍ରାୟ ପ୍ରତ୍ୟେକ ଦିନ ଏହାର ଅନେକ ଅଘଟଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭିଦିଆ ଭାଇରାଲ ହେଉଛି ଯେଉଁଠି ରାସ୍ତାରେ କାର ଯାଉଥିବା ବେଳେ ହଠାତ୍ ଏକ କ୍ଷେପଣାସ୍ତ୍ର ଆସି ପଡ଼ିଲା ଏବଂ ଉପରକୁ ଉଠି ଗଲା କାର। ଋଷ ୟୁକ୍ରେନ…

ସ୍ଵାଧୀନତା ଦିବସ ଅବସରରେ ପାକିସ୍ତାନୀ କଳାକାର ଭାରତର ଲୋକଙ୍କୁ ଦେଲେ ଏପରି ଉପହାର, ଏହି ଭିଡିଓ ଦେଖି ପ୍ରତ୍ୟେକ…

ଦେଶ ପାଳନ କରିଛି ଏହାର ୭୬ ତମ ସ୍ବାଧିନତା ଦିବସ। ଏହି ଦିନ ପ୍ରତିଟି ଭାରତୀୟଙ୍କ ପାଇଁ ଗୁରୁତ୍ୱପର୍ଣ୍ଣ । ତେବେ ଏହି ଦିନରେ ଜଣେ ପାକିସ୍ତାନୀ ରବାବ କଳାକାର ସିଆଲ ଖାନ ଭାରତକୁ ବିଶେଷ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ ଏପରି ଭେଟି ଦେଇଛନ୍ତି ଯାହା ପାଇଁ ଭାରତୀୟ ଖୁବ୍ ଖୁସି ହୋଇଛନ୍ତି।…

CWG ୨୦୨୨ ପଦକ ଟାଲି: ଆଉ ଏକ ସ୍ୱର୍ଣ୍ଣ ପଦକ ସହିତ ସପ୍ତମ ସ୍ଥାନରେ ପହଞ୍ଚିଛି ଭାରତ, ୧୩୨ ପଦକ ଜିତି ଶୀର୍ଷରେ ରହିଛି…

କମନୱେଲଥ ଗେମ୍ସ ୨୦୨୨ ରେ ମୋଟ ୨୦ ଟି ପଦକ ସହିତ ଭାରତ ସପ୍ତମ ସ୍ଥାନରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ମୋଟ ପଦକ ୨୦କୁ ବୃଦ୍ଧି ପାଇଛି। ଆରମ୍ଭରୁ ପଦକ ତାଲିକାରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନରେ ରହିଛି। କମନୱେଲଥ ଗେମ୍ସ ୨୦୨୨ ର ୭ ତମ ଦିନରେ ମୁରଲୀ ଶ୍ରୀଶଙ୍କର ଏବଂ ସୁଧୀରଙ୍କ…

ବିଦ୍ୟୁତ ଅଭାବରୁ ଲିବିଆର ସଂସଦ ଭବନରେ ନିଆଁ ଲଗାଇଲେ ବିକ୍ଷୋଭକାରୀ

ପାକିସ୍ତାନ ପରେ ବର୍ତ୍ତମାନ ଲିବ୍ୟାରେ ଦେଖା ଦେଇଛି ସଙ୍କଟ। ଏମିତିକି ଦେଶର ରାଜନୈତିକ ଅସ୍ଥିରତା ଏବଂ ପ୍ରବଳ ରାଗି ଯାଇ ବିଦ୍ୟୁତ୍ ସଙ୍କଟ ଯୋଗୁଁ କ୍ରୋଧିତ ହୋଇ ପଶ୍ଚିମ ରାଜଧାନୀ ତ୍ରିପୋଲିରେ ଲୋକମାନେ ଗତ ଆଠ ବର୍ଷ ମଧ୍ୟରେ ସବୁଠାରୁ ବଡ ପ୍ରଦର୍ଶନ କରିଥିଲେ। କିନ୍ତୁ ଏହା ପରେ ସେମାନେ…

ୟୁକ୍ରେନ୍‌ର ଅସହାୟ ପିଲାଙ୍କ ପାଇଁ ନୋବେଲ ଶାନ୍ତି ପୁରସ୍କାର ବିକିଲେ ରୁଷ୍‌ ସାମ୍ବାଦିକ, ଜାଣନ୍ତୁ କେତେ ଅର୍ଥ ମିଳିଲା

ଦୁନିଆରେ ଜଣେ ଭଲ ମଣିଷ ମିଳିବା ଏତେ ସହଜ ନୁହେଁ। ଯିଏକି ସବୁବେଳେ ଅନ୍ୟମାନଙ୍କ ପାଇଁ ଭଲ ଚିନ୍ତା କରୁଥିବେ। ପରର ମଙ୍ଗଳ କାମନା କରୁଥିବା ବ୍ୟକ୍ତି କ୍ୱଚିତ ଦେଖା ଯାଉଛନ୍ତି । ସେଇମାନେ ନିଜ କାମ ଦ୍ଵାରା ପାଲଟି ଯାଆନ୍ତି ବଡ଼ ଉଦାହରଣ। ବର୍ତ୍ତମାନ ସାରା ବିଶ୍ଵ ପାଇଁ ଏକ ବଡ଼ ଉଦାହରଣ…

ଦୁନିଆର ୫ଟି ଭୟଙ୍କର ଡ୍ରୋନ, ଯାହା ଆଖି ପିଛୁଳାରେ କରେ ଶତ୍ରୁକୁ ଆଟାକ୍

ଅନେକ ସମୟରେ ଶତ୍ରୁ ସହ ଲଢ଼ିବା ପାଇଁ ବିଭିନ୍ନ ପ୍ରକାର କ୍ଷେପଣାସ୍ତ୍ର ତିଆରି କରାଯାଏ। ଯାହା ମଧ୍ୟରୁ ଡ୍ରୋନକୁ ବାଦ୍ ଦିଆ ଯାଇ ପାରିବନି। ଯଦି ଆମେ ଡ୍ରୋନ୍ ବିଷୟରେ କଥା ହେବା ତେବେ ବିଭିନ୍ନ ପ୍ରକାରର ଡ୍ରୋନ୍ ଅଛି। କେତେକ ମନିଟରିଂ ପାଇଁ ବ୍ୟବହୃତ ହୁଏ, କେତେକ ସାଧାରଣ ଜିନିଷରେ ବ୍ୟବହୃତ…

ବିମାନ ଦୁର୍ଘଟଣାରେ ନେପାଳ ସେନାକୁ ମିଳିଲା ବଡ଼ ସଫଳତା, ୨୨ ଜଣଙ୍କୁ ନେଇଥିବା ବିମାନର ଧ୍ୱଂସାବଶେଷ ଓ ମୃତଦେହ ଖୋଜିବା…

ନେପାଳ ପ୍ଲେନ କ୍ରାସ୍ ପରେ, ସେନା ମୁସ୍ତାଙ୍ଗର ଥାଙ୍ଗସ -2 ର ସାନୋସୱେରରେ ଦୁର୍ଘଟଣାଗ୍ରସ୍ତ ବିମାନକୁ ପାଇଛନ୍ତି। ଏହାପୂର୍ବରୁ ଖରାପ ପାଗ ଏବଂ ମେଘୁଆ ପାଗ ଯୋଗୁଁ ବିମାନ ଖୋଜିବା କଷ୍ଟକର ହୋଇପଡିଥିଲା। ନେପାଳର ପର୍ଯ୍ୟଟନ ସହର ପୋଖରା ଛାଡିବାର କିଛି ମିନିଟ୍ ପରେ ହିମାଳୟର ପାର୍ବତ୍ୟ…

ଦୁନିଆର ଏମିତି ଗାଁ ଯେଉଁଠାରେ ଜନ୍ମ ହୁଅନ୍ତି କେବଳ ଝିଅ, ବୈଜ୍ଞାନିକମାନେ ମଧ୍ୟ ସ୍ତବ୍ଧ

ଦୁନିଆ ବଡ଼ ଅଜବ। ଏମିତିକି ଆମ ଚାରି ପାଖରେ ଅନେକ ଅଜବ ଅଜବ ଘଟଣା ଘଟେ କିନ୍ତୁ ଆମେ ଜାଣି ପାରୁନା। ଏମିତିକି ପୂରା ବ୍ରହ୍ମାଣ୍ଡରେ ଶତପ୍ରତିଶତ ରହସ୍ୟ ମଧ୍ୟରୁ ମଣିଷ କେବଳ ୪ ପ୍ରତିଶତ ରହସ୍ୟ ଆଜି ପର୍ଯ୍ୟନ୍ତ ଜାଣି ପରିଛି। ଦର୍ଶକ ବନ୍ଧୁ ଆପଣ ଜାଣିଛନ୍ତି ଯେ ସବୁ ସ୍ଥାନରେ ଶିଶୁ କନ୍ୟା…