ଟପ୍ ମାଓନେତା ଆନନ୍ଦଙ୍କ ଦେହାନ୍ତ, ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା
ମାଲକାନଗିରି : ଟପ୍ ମାଓନେତା ଆନନ୍ଦଙ୍କ ମୃତ୍ୟୁ । ମାଓ ସଙ୍ଗଠନର ଟପ୍ ମାଓନେତା କେନ୍ଦ୍ରୀୟ କମିଟିର ପୋଲିଟ ବ୍ୟୁରୋ ସଦସ୍ୟ କମ୍ରେଡ ମଟକମ ସୁଦର୍ଶନ ଉରଫ ଆନନ୍ଦଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ଏନେଇ ମାଓ ସଙ୍ଗଠନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଗତ ୫ ଦଶକ ଧରି ସେ ମାଓ…