Browsing Tag

TOP NATIONAL NEWS

ଦେଶରେ ପୁଣି ଡରାଇଲାଣି କରୋନା! ଗୋଟିଏ ଦିନରେ ୧୪୮ ଜଣ ପଜିଟିଭ୍‌

ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଡରାଇଲାଣି କରୋନା। ଶୀତଦିନ ଆରମ୍ଭ ହେବା ସହିତ ଭାରତରେ ଏବେ କରୋନା ଭାଇରସର ନୂଆ ମାମଲା ଦେଖାଦେଇଛି, ଯାହାପରେ ସଂକ୍ରମଣ ବୃଦ୍ଧିକୁ ନେଇ ପୁଣିଥରେ ଚିନ୍ତା ଘାରିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ମୁତାବକ, ଭାରତରେ ଗୋଟିଏ ଦିନରେ କରୋନା ଭାଇରସ୍‌…

ସଂସଦୀୟ ପଦ ଛାଡ଼ିଲେ ବାବା ବାଳକନାଥ, ବାଚସ୍ପତିଙ୍କୁ ଦେଲେ ଇସ୍ତଫା ପତ୍ର; ରାଜସ୍ଥାନର ସିଏମ୍‌ ହେବା ନେଇ ଚାଲିଛି…

ରାଜସ୍ଥାନର ଅଲୱର ଜିଲ୍ଲାରୁ ବିଧାୟକ ନିର୍ବାଚିତ ହେବା ପରେ ଆଜି ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାବା ବାଳକନାଥ। ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ବାବା ବାଳକନାଥ ଅଲୱର ଜିଲ୍ଲାର ତିଜାରାରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି।…

ମଣିପୁର ହିଂସା: ଗୃହ ମନ୍ତ୍ରଣାଳୟର ବଡ଼ କାର୍ଯ୍ୟାନୁଷ୍ଠାନ, ୯ ମେତେଇ ଉଗ୍ରବାଦୀ ସଙ୍ଗଠନ ବ୍ୟାନ୍‌

ମଣିପୁରରେ ହୋଇଥିବା ହିଂସା ଭିତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମେତେଇ ଉଗ୍ରବାଦୀ ସଙ୍ଗଠନ ‘ପିପୁଲ୍ସ ଲିବରେସନ୍ ଆର୍ମି (PLA)’କୁ ୫ ବର୍ଷ ପାଇଁ ବେଆଇନ ଘୋଷଣା କରିଛି ମନ୍ତ୍ରଣାଳୟ। PLAର ପଲିଟିକାଲ୍‌ ଓ୍ଵିଙ୍ଗ୍‌ ରିଭୋଲ୍ୟୁସନାରୀ ପିପୁଲ୍ସ…

ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହୋଇପାରେ ସଂସଦର ଶୀତକାଳୀନ ଅଧିବେଶନ

ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହୋଇପାରେ ଏବଂ ଡିସେମ୍ବର ୨୫ ଖ୍ରୀଷ୍ଟମାସ ପୂର୍ବରୁ ଏହା ସମାପ୍ତ ହୋଇପାରେ। ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ଏହା ଜଣାପଡ଼ିଛି। ସୂତ୍ରରୁ ପ୍ରକାଶ ଯେ ଡିସେମ୍ବର ୩ରେ ପାଞ୍ଚ ରାଜ୍ୟ ତେଲେଙ୍ଗାନା, ରାଜସ୍ଥାନ, ଛତିଶଗଡ,…

ଜେଲ୍‌ରୁ ମୁକୁଳିଲେ ନିଠାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ମୋନିନ୍ଦର ସିଂ ପଣ୍ଡେର୍‌

ନିଠାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ମୋନିନ୍ଦର ସିଂ ପଣ୍ଡେର୍ ଶୁକ୍ରବାର ଜେଲରୁ ମୁକୁଳିଛନ୍ତି। ପଣ୍ଡେର୍ ଗ୍ରେଟର ନୋଏଡାର ଲୁକ୍ସର ଜେଲରେ ଥିଲେ। ଲୁକ୍ସର ଜେଲ ଅଧୀକ୍ଷକ ଅରୁଣ ପ୍ରତାପ ସିଂ ଜେଲ୍‌ରୁ ପଣ୍ଡେରଙ୍କ ମୁକ୍ତି ନେଇ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ପଣ୍ଡେରଙ୍କ ମୁକ୍ତି…

ସିବିଆଇର ‘ଅପରେସନ ଚକ୍ର ୨’: ଅନ୍ତର୍ଜାତୀୟ ସାଇବର ଠକେଇ ମାମଲାରେ ୧୧ ରାଜ୍ୟର ୭୬ଟି ଜାଗାରେ ଚଢ଼ାଉ

ସାଇବର ଅପରାଧକୁ ଦମନ କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ଦେଶବ୍ୟାପୀ 'ଅପରେସନ୍ ଚକ୍ର ୨' ଅଭିଯାନ ଆରମ୍ଭ କରିଛି। ଦେଶର ବିଭିନ୍ନ ରାଜ୍ୟ ଖାସ୍‌ କରି ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ହରିୟାଣା, କେରଳ, ତାମିଲନାଡୁ, ପଞ୍ଜାବ, ବିହାର, ଦିଲ୍ଲୀ, ହିମାଚଳ…

ଦିଲ୍ଲୀରେ ଆପ୍‌ ନେତାଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ ଜାରି, ଏବେ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘରେ ଚଢ଼ାଉ

ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ନେତାମାନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ମଙ୍ଗଳବାର ଇଡି ଟିମ୍ ଓଖଲାରୁ ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘରେ ଚଢ଼ାଉ କରିଛି। ସୂଚନା ମୁତାବକ, ସକାଳ ସାଢ଼େ ୬ଟାରେ ଇଡି ଟିମ୍ ତାଙ୍କ ଘର ନିକଟରେ…

ଗୋଆ ପର୍ଯ୍ୟଟନ ମନ୍ତ୍ରୀଙ୍କ ଆଦେଶ, ସମୁଦ୍ର କୂଳ ଦୋକାନରେ ବାଧ୍ୟତାମୂଳକ ଭାବେ ବିକ୍ରି ହେବ ‘ମାଛ ତରକାରୀ-ଭାତ’

ଗୋଆ ସମୁଦ୍ର କୂଳରେ ଏଣିକି ମିଳିବ ମାଛ ତରକାରୀ ଓ ଭାତ। ଗୋଆ ପର୍ଯ୍ୟଟନ ମନ୍ତ୍ରୀ ରୋହନ ଖୋଉଣ୍ଟେ ରବିବାର ଏହା କହିଛନ୍ତି। ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ଯେ ସମୁଦ୍ର କୂଳରେ ଥିବା ଦୋକାନଗୁଡିକ ବର୍ତ୍ତମାନ ଅନ୍ୟ ଭାରତୀୟ ଏବଂ ଅନ୍ତର୍ଜାତୀୟ ସୁସ୍ୱାଦୁ ଖାଦ୍ୟ ସହିତ ରାଜ୍ୟର ମୁଖ୍ୟ ଖାଦ୍ୟ…

ଚନ୍ଦ୍ରବାବୁ ନାଇଡୁଙ୍କୁ ବଡ଼ ଝଟ୍‌କା, ଜାମିନ୍‌ ଆବେଦନ ଖାରଜ କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ

ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣିଥରେ ଝଟ୍‌କା ଲାଗିଛି। ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ଆଗୁଆ ଜାମିନ୍‌ ଆବେଦନକୁ ଖାରଜ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ। ୩ ଦୁର୍ନୀତି ଅମରାବତୀ ଇନର ରିଙ୍ଗ୍‌ ରୋଡ୍‌, ଫାଇବର ନେଟ୍‌…

ଅନିଲ ଅମ୍ବାନୀଙ୍କୁ ବଡ଼ ଝଟ୍‌କା, ସରକାର ପଠାଇଲେ ୯୨୨ କୋଟି ଟଙ୍କାର ଟିକସ ନୋଟିସ୍‌

ଅନିଲ ଅମ୍ବାନୀଙ୍କୁ ବଡ଼ ଝଟ୍‌କା ଲାଗିଛି। ସରକାରଙ୍କ ତରଫରୁ ତାଙ୍କୁ ୯୨୨.୫୮ କୋଟି ଟଙ୍କାର ଟିକସ ନୋଟିସ୍‌ ପଠାଯାଇଛି। ଜିଏସ୍‌ଟି ଚୋରି ଏବଂ ବକେୟା ଉପରେ ନଜର ରଖୁଥିବା ଡିଜିଜିଆଇ ଅନିଲ ଅମ୍ବାନୀଙ୍କୁ ୪ଟି ପୃଥକ ନୋଟିସ୍‌ ପଠାଇଛି। ରିଲାଏନ୍ସ କ୍ୟାପିଟାଲର ଏକ ୟୁନିଟ୍ ରିଲାଏନ୍ସ ଜେନେରାଲ୍…

ସଞ୍ଜୟ ସିଂଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ EDର ସମନ, ସାମ୍ନାରେ ବସାଇ କରାଯାଇପାରେ ପଚରାଉଚରା

ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଇଡିର ପଚରାଉଚରା ଜାରି ରହିଛି। ଏହାରି ଭିତରେ କେନ୍ଦ୍ରୀୟ ଏଜେନ୍ସି ଆପ୍‌ ନେତାଙ୍କ ୨ ଘନିଷ୍ଠ ସହଯୋଗୀଙ୍କୁ ସମନ କରିଛି। ସେମାନେ ହେଲେ, ବିବେକ ତ୍ୟାଗି ଓ ସର୍ବେଶ ମିଶ୍ରା। ଆଜି ଏହି ଦୁଇଜଣ ଇଡିରେ ହାଜର ହେବେ। ଏହା ବ୍ୟତୀତ ମଦ…

ଦୀପାବଳି ପରେ ହୋଇପାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ; ଡିସେମ୍ବର ୧୫ ପୂର୍ବରୁ ଆସିପାରେ ଫଳାଫଳ

ଚଳିତ ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏକ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଛତିଶଗଡ଼ରେ ଦୁଇ ଏବଂ ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଓ ତେଲେଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇପାରେ। ନିର୍ବାଚନ ଆୟୋଗ ୫ଟି ରାଜ୍ୟ ଗସ୍ତ ପରେ ଏହି…