ଟପଲେସ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଏହି ମହିଳା, ବିନା କପଡ଼ାରେ ଚଳେଇବେ ଦେଶ !
ବିଶ୍ୱ ଇତିହାସରେ ଶକ୍ତି କିମ୍ବା ପ୍ରଶାସନକୁ ନେଇ ବିରୋଧ ପ୍ରଦର୍ଶନ କରାଯିବା କିଛି ନୂଆ କଥା ନୁହେଁ । ଭିନ୍ନ ଭିନ୍ନ ଦେଶର ଲୋକେ ଭିନ୍ନ ଭିନ୍ନ ତରିକାରେ ବିରୋଧ କରିଥାନ୍ତି । ଏମାନଙ୍କ ମଧ୍ୟରୁ କିଛି ଜଣ ବିରୋଧ କରିବା ନେଇ ଅଜବ ଅଜବ ତରିକା ମାନ ଖୋଜି ବାହାର କରିଥାନ୍ତି । ବେଳେ ବେଳେ ଏହି…