ଏମିତି ଭୁଲ କରୁଥିବା ବ୍ୟକ୍ତି ମୃତ୍ୟୁ ପରେ ପଡ଼ନ୍ତି ନର୍କରେ, ତା’ପରେ ଇତର ଜୀବ ଭାବେ ପାଆନ୍ତି ଜନ୍ମ
ଧର୍ମ ଗ୍ରନ୍ଥରେ ୧୮ ଟି ପୁରାଣ ବିଷୟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରୁ ଗରୁଡ଼ ପୁରାଣକୁ ମହାପୁରାଣ ବୋଲି କୁହାଯାଇଛି। ଏଥିରେ କର୍ମ ଅନୁସାରେ ଦିଆଯାଉଥିବା ଦଣ୍ଡ ବିଷୟରେ ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣ ଅନୁସାରେ, ଶରୀର ତ୍ୟାଗ କରିବା ପରେ କିଛି ଲୋକଙ୍କ ଆତ୍ମା ସ୍ୱର୍ଗକୁ ଯାଏ ତ ଆଉ…