ଦେଶରେ ଦିନକରେ ୮୩ ହଜାର ୮୦୯ ଆକ୍ରାନ୍ତ ଚିହ୍ନଟ, ୮୦ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ: ଦେଶରେ ଦିନକରେ ୮୩ ହଜାର ୮୦୯ ଆକ୍ରାନ୍ତ ଚିହ୍ନଟ । ୧ ହଜାର ୫୪ ଜଣଙ୍କ ମୁଣ୍ଡ ନେଇଛି ଭାଇରସ୍ । ନୂଆ ଆକ୍ରନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୩୭ରେ ପହଁଞ୍ଚିଲାଣି । ମୃତ୍ୟୁ ସଂଖ୍ୟା ୮୦ ହଜାର ଟପିଲାଣି । କରୋନାରୁ ସୁସ୍ଥ ହେଲେଣି ମୋଟ ୩୮…