ରାଜ୍ୟରେ ଗତ ୨୪ଘଣ୍ଟାରେ ୧୨୪୭ ପଜିଟିଭ୍ ଚିହ୍ନଟ, ଗଲା ୧୩ଜଣଙ୍କ ଜୀବନ
ଭୁବନେଶ୍ବର: ରାଜ୍ୟରେ ଆଜି ୧୩୦୦ ତଳକୁ ଖସିଛି ସଂକ୍ରମଣ। ଗତ ୨୪ଘଣ୍ଟାରେ ୧୨୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ରୁ ୭୨୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୫୧୮। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକରେ ରହିଛନ୍ତି ୧୦୫ ନୂଆ ସଂକ୍ରମିତ।…