ଆସିଛି ବଣଭୋଜି ଋତୁ, ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ମଣ୍ଡାସରୁ କୁଟି
କୁଳୁକୁଳୁ ଶବ୍ଦରେ ବୋହି ଯାଉଛି ଝରଣା । ସାଙ୍ଗରେ ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦରେ କମ୍ପି ଉଠୁଛି ସମଗ୍ର ପରିବେଶ । ଡିଜିଟାଲ ଦୁନିଆରୁ ଟିକେ ବାହରିଗଲେ ଆମ ଏଇ ଓଡ଼ିଶାରେ ଏତେ ସୁନ୍ଦର ସ୍ଥାନ ରହିଛି ତାହା ଆପଣମାନେ ଜାଣି ପାରିବେ । କାରଣ ବର୍ତ୍ତମାନ ଆସିଛି ବଣଭୋଜି ଋତୁ । ଏନେଇ…