Browsing Tag

TOURIST BUS ACCIDENT

ଟ୍ରକ ପଛକୁ ଧକ୍କା ଦେଲା ଟୁରିଷ୍ଟ ବସ, ୧୫ରୁ ଅଧିକ ଆହତ

ସୋର(କେନ୍ୟୁଜ୍): ଟ୍ରକ ପଛକୁ ଧକ୍କା ଦେଲା ଟୁରିଷ୍ଟ ବସ। ୧୫ ରୁ  ଅଧିକ ଆହତ । ସୋର ଡାକ୍ତରଖାନାରେ ଭର୍ତି। ନେପାଳ ବଙ୍କେ ଅଞ୍ଚଳରୁ ପୁରୀ ତୀର୍ଥ ଯାତ୍ରୀଙ୍କୁ ନେଇ ଯାଉଥିବା ଟୁରିଷ୍ଟ ଇଣ୍ଡିଆ ନାମକ ଏକ ଘରୋଇ ବସ ୧୬ ନଂ ଜାତୀୟ ରାଜପଥ ସୋର କଲେଜ ଛକ ପାଖରେ ଥିବା ମନୋରଞ୍ଜନ ଢ଼ାବା ନିକଟରେ…

ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଦୁର୍ଘଟଣା: ତୀର୍ଥଯାତ୍ରୀ ବସ୍ ପଛପଟକୁ ଧକ୍କା ଦେଲା କଣ୍ଟେନର, ୭ଗୁରୁତର

ଜଳେଶ୍ବର(କେନ୍ୟୁଜ୍): ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଏହି ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।  ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଗୁରୁତର ଆହତ…

କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍‌: ୬ ଯାତ୍ରୀ ମୃତ, ୩୦ରୁ ଅଧିକ ଆହତ

ଭଞ୍ଜନଗର(କେନ୍ୟୁଜ୍‌): କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା। ଓଲଟିଲା ଟୁରିଷ୍ଟ ବସ୍‌। ଦୁର୍ଘଟଣାରେ ୬ ଯାତ୍ରୀ ମୃତ, ୩୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଭଞ୍ଜନଗର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟଛି। ଖବର ପାଇ ଭଞ୍ଜନଗର ଓ…

ନୟାଗଡ଼ ନୂଆଗାଁ ଡିମିରିଝରି ସ୍କୁଲ ନିକଟରେ ଓଲଟିଲା ଟୁରିଷ୍ଟ ବସ୍‌, ୨୪ ଆହତ

ନୟାଗଡ଼: ଟୁରିଷ୍ଟ ବସ୍‌ ଓଲଟି ୨୪ ଆହତ । ନୟାଗଡ଼ ନୂଆଗାଁ ଡିମିରିଝରି ସ୍କୁଲ ନିକଟରେ ଦୁର୍ଘଟଣା ଘଟିଛି । ଛତିଶଗଡ଼ ରାଜ୍ୟ ନମଗଡ଼ ଅଞ୍ଚଳରୁ ୪୫ଜଣ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଆସିଥିଲେ । ପୁରୀ ଦର୍ଶନ ସାରି ନୃସିଂହନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଡିମିରିଝରି…

ପର୍ତ୍ତୁଗାଲର ମଦିରାରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ, ୨୮ମୃତ

ପର୍ତ୍ତୁଗାଲ୍ : ପର୍ତ୍ତୁଗାଲର ମଦିରାରେ ବୁଧବାର ସଂନ୍ଧ୍ୟାରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୮ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୧୧ଜଣ ପୁରୁଷ ଓ ୧୭ଜଣ ମହିଳା ଥିବା ସୂଚନା ମିଳିଛି । ତେବେ ଗାଡି ଚାଳକ ଏବଂ ଗାଇଡ୍ ଦୁଇଜଣ ପର୍ତ୍ତୁଗାଲି ହୋଇଥିବାବେଳେ…

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ଜଣେ ମୃତ, ୧୩ ଜଣ ଆହତ

ଯାଜପୁର (କେ ନ୍ୟୁଜ୍‌) : ଘନ କୁହୁଡ଼ି ଯୋଗୁଁ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା । ରାସ୍ତା କଡ଼ରେ ରହିଥିବା ଏକ ଟ୍ରକ୍‌କୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୩ ଜଣ ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଜାରକା ନିକଟ ବ୍ରାହ୍ମଣୀ ନଦୀ ପୋଲ ଉପରେ ଏହି…