Browsing Tag

toxic methanol

ସୋସିଆଲ ମିଡିଆ ଗୁଜବ : କରୋନା ସଂକ୍ରମଣରୁ ମୁକ୍ତି ପାଇଁ ମିଥାନଲ ଟକ୍ସିକ ପିଇ ୭୦୦ ଲୋକଙ୍କ ମୃତ୍ୟୁ

ଇରାନ : କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀ ଯୋଗୁ ବିଶ୍ୱରେ ଦିନକୁ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଭାରତରେ ମଧ୍ୟ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଲାଣି। ଏହି ଭାଇରସକୁ ରୋକିବା ପାଇଁ ବିଭିନ୍ନ ଦେଶର ସରକାର ପ୍ରାଣପ୍ରଣେ ଚେଷ୍ଟା ଜାରି…