ଖେଳଣା ବନ୍ଧୁକ ଦେଖାଇ ଡରାଉଥିଲେ, ଖୁଣ୍ଟରେ ବନ୍ଧା ହୋଇ ସାବାଡ୍ ହେଲେ
ବ୍ରହ୍ମପୁର: ଆଜିକାଲି ଯୁବକପିଢିଙ୍କ କଥା ନକହିବା ଭଲ । ବାପା ମାଆ ପଛେ କେତେ କଷ୍ଟ କରି ପିଲାକୁ କେମିତି ମଣିଷ କରିବେ ସେଥିରେ ଦିନ ରାତି ଲାଗିଛନ୍ତି ହେଲେ ପିଲାମାନେ ଏପଟେ ଦାଦାଗିରି କରି କେମିତି ଲୋକମାନଙ୍କ ଭିତରେ ଗୁଣ୍ଡାରାଜ୍ କରି ନିଜର ଦବଦବା ରଖିବେ ସେଥିରେ ବ୍ୟସ୍ତ । ଯାହାକୁ ନେଇ…