ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ
ବାଲି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ ଜଣେ ଗୁରୁତର ଆହତ ।ଚନ୍ଦାହାଣ୍ଡି ବ୍ଲକ ସିଙ୍ଗାଡି ନଦୀ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟିପଡି ଡାଲା ତଳେ ଚାପି ହୋଇ ଜଣେ ଶ୍ରମିକ ମୃତ୍ୟୁ ଜଣେ ଗୁରୁତର ଆହତ ।
ମୃତ୍ୟୁ ଶ୍ରମିକ ହେଲେ ବକ୍ରାମୁଣ୍ଡିର ଗାଁର ନିର୍ମଳ ମାଝି ଏବଂ…