Browsing Tag

tractor

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର,ଡ୍ରାଇଭର ସମେତ ଦୁଇ ମୃତ

ପଦମପୁର(କେନ୍ୟୁଜ୍):   ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଡ୍ରାଇଭର ସମେତ ଦୁଇ ମୃତ । ଗାଇସିଲେଟ୍‌ ରାସ୍ତା ଗଡ଼ଭାଟି ବୁବୁଡ଼ା ବ୍ରିଜ୍‌ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ରାସ୍ତା କଡ଼ରେ ଓଲଟିଛି । ଘଟଣା ସ୍ଥଳରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ ହୋଇଛି । ଅନ୍ୟ…

ମର୍ସିଡିଜ୍ କାର ସହ ଧକ୍କା ହେବା ପରେ ଦୁଇ ଫାଳ ହେଲା ଟ୍ରାକ୍ଟର, ଭାଇରାଲ ହେଉଛି ଭିଡିଓ

ବର୍ତ୍ତମାନ ସମୟରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇଗଲାଣି। କିନ୍ତୁ କିଛି ଦୁର୍ଘଟଣା ଅଛି ଯାହା ଆମକୁ କିଛି ଶିକ୍ଷା ଦିଏ କିମ୍ବା କୌଣସି କାରଣରୁ ଭାଇରାଲ ହୁଏ | ଏହିପରି ଏକ ଭାଇରାଲ୍ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଘୁରିବୁଲୁଛି। ଏହି ଭିଡିଓରେ ଏକ ଟ୍ରାକ୍ଟର ମର୍ସିଡିଜ୍ କାର ସହିତ…

ଚୋରା ବାଲି ଧରିବା ବେଳେ ତହସିଲଦାରଙ୍କୁ ମଡ଼ାଇଲେ ଟ୍ରାକ୍ଟର , ଅଳ୍ପକେ ବଞ୍ଚିଗଲା ଜୀବନ

ଯାଜପୁର ଟାଉନ (କେନ୍ୟୁଜ): ଚୋରା ବାଲି ଚାଲାଣ ହେଉଥିବା ସମୟରେ ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ଦେବାକୁ ଉଦ୍ୟମ କରିଥିଲେ ବାଲି ମାଫିଆମାନେ। ଏଭଳି ଘଟଣା ଘଟିଛି ଦଶରଥପୁର ବ୍ଲକ ମଂଗଳପୁର ଥାନା ଅଧିନରେ । ଏଥିନେଇ ମଂଗଳପୁର ଥାନାରେ ଦଶରଥପୁର ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀ ଲିଖିତ ଅଭିଯୋଗ…

ଏହି ଗାଁରେ ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ ଚାଷ କରୁଛନ୍ତି କୃଷକ, ଗତ ୫୦ ବର୍ଷ ହେଲା ଏମିତି ଚାଲିଛି କୃଷି କାର୍ଯ୍ୟ

ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ ହେଉଛି କୃଷି କାର୍ଯ୍ୟ। ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ମଧ୍ୟ କଥାଟି ଏକ ଦମ୍‌ ସତ। କୌଣସି ବାହାର ଦେଶରେ ନୁହେଁ ବରଂ ଆମ ଦେଶ ଭାରତରେ ହିଁ ଏମିତି ହେଉଛି କୃଷି କାର୍ଯ୍ୟ। ବୁଲେଟ୍‌ ପ୍ରୁଫ୍‌ ଟ୍ରାକ୍ଟରରେ ଚାଷ କରିବା ପଛରେ ବି ରହିଛି ଏକ ବଡ଼ କାରଣ। ନିଜ…

ଗଞ୍ଜାମ: ପ୍ରଶାସନର ଯାଞ୍ଚ ଶୂନ, ପୁଣି ଶ୍ରମିକ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ ୧୫ରୁ ଅଧିକ ଆହତ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଣ୍ଡିପୁର ନିକଟରେ ଶ୍ରମିକ ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ପନ୍ଦର ଜଣ ଆହତ ହୋଇଛନ୍ତି । ରାସ୍ତା କାମ କରିବା ପାଇଁ ଯାଇଥିବା ଶ୍ରମିକ ନିଜ ଗାଁ ଖାରିଆଗୁଡା ନିକଟସ୍ଥ ଜଗଦେବପୁରକୁ ଟ୍ରାକ୍ଟର ଯୋଗେ ଫେରୁଥିବା…

ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

କୁଚିଣ୍ଡା (କେ ନ୍ୟୁଜ୍‌) : ଏମିତି ଘଟିଲା ଦୁର୍ଘଟଣା । ଗାଡ଼ି ଚଳାଉଥିବା ଡ୍ରାଇଭର ସେହି ଗାଡ଼ି ତଳେ ପଡ଼ି ମୃତ୍ୟୁବରଣ କଲେ । କୁଚିଣ୍ଡା ଉପକଣ୍ଠ ସାହୁ କଲୋନୀ ନିକଟ ରାମଜୀ ପଡ଼ାରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଚାଳକ ବିଶୁ ସିଂହଙ୍କ ମୃତ୍ୟୁ ଘଟିଛି । ସେ ଟ୍ରାକ୍ଟରରେ ବିଦ୍ୟୁତ୍‌ ଖୁଣ୍ଟି…

ଗଜପତି: ଟ୍ରାକ୍ଟରରେ ଫେରୁଥିଲେ ଗାଁକୁ, ଅଧାବାଟରେ ଡାଲା ଓଲଟି ଜଣେ ମୃତ ୭ରୁ ଊର୍ଦ୍ଧ୍ୱ ଗୁରୁତର

ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ  ଶୋବରା ଗ୍ରାମ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ମୃତ ୭ରୁ ଊର୍ଦ୍ଧ୍ୱ ଗୁରୁତର। ଟ୍ରାକ୍ଟର ଡାଲା ଓଲଟି ପଡିବାରୁ ଏହି ଦୁର୍ଘଟଣା ହୋଇଥିବା ଜଣା ପଡିଛି। ମୃତକ ଜଣକ ଗଙ୍ଗାବାଡର କୁସମି ସବର ହୋଇଥିବା ବେଳେ ଗୁରୁତର ଓ ଆହତମାନେ ଆମ୍ବାଝୀରି,…