Browsing Tag

trading fraud

ସେୟାର ମାର୍କେଟିଂ ଟ୍ରେଡିଂ ନାଁରେ କୋଟି କୋଟି ଠକେଇ ମାମଲା, ଆସାମରୁ ମାଷ୍ଟରମାଇଣ୍ଡ ଗିରଫ

ମାଲକାନଗିରି : ଓଡ଼ିଶାରେ ଠକେଇ ଆସାମରୁ ଗିରଫ । ଆସାମ ତେଜପୁରରୁ ଆନ୍ତରାଜ୍ୟ ଟ୍ରେଡିଂ ଲୁଟେରାକୁ ଗିରଫ କଲା ପୋଲିସ । ସେୟାର ମାର୍କେଟିଂ ଟ୍ରେଡିଂ ନାଁରେ କୋଟି କୋଟି ଠକେଇ ମାମଲାରେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି । ବଲାଙ୍ଗିରର ଠକ ଦେବଜିତ ତ୍ରିପାଠୀକୁ ବାନ୍ଧିଛି ମାଲକାନଗିରି ପୋଲିସ । …