ନିଆରା ପରମ୍ପରା ବିଜୟା ରଥଯାତ୍ରା, ଦେଖିବା ପାଇଁ ଲାଗେ ଭକ୍ତଙ୍କ ଭିଡ଼
ଚୈତ୍ରମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି ବିଜୟା ରଥଯାତ୍ରା । ଶ୍ରୀକପିଳେଶ୍ବର ଦେବଙ୍କ ଅଶୋକାଷ୍ଟମୀ ବିଜୟା ରଥଯାତ୍ରାରେ ସାମିଲ ହେଲେ ହଜାର ହଜାର ଭକ୍ତ । ନିଆରା ପରମ୍ପରାକୁ ନେଇ ରାତିରେ ରଥ ଟଣା ଯାଏ । ରଥ ଯେତିକି ଆଗକୁ ଯାଏ ପୁଣି ସେତିକି ପଛକୁ…