ଗଞ୍ଜାମ ଡେରା ସମ୍ପ୍ରଦାୟର ନିଆରା ପରମ୍ପରା, ବିବାହ ପରେ ବାପ ଘରକୁ ଆସି କରନ୍ତି ଫଳଦାନ
ବ୍ରହ୍ମପୁର (କେନ୍ୟୁଜ୍) : ଆମ ଦେଶ ଏବଂ ରାଜ୍ୟରେ ଯେମିତି ବିଭିନ୍ନ ସମ୍ପ୍ରଦାୟର ଲୋକେ ରହିଛନ୍ତି ସେମାନଙ୍କ ସଂସ୍କୃତି ଓ ପରମ୍ପରା ମଧ୍ୟ ଜଣକ ଠାରୁ ଜଣେ ଭିନ୍ନ । ଏମିତି ଏକ ସମ୍ପ୍ରଦାୟ ହେଉଛନ୍ତି ଡେରା । ସେମାନଙ୍କ ପରମ୍ପରା ବିଷୟରେ ହୁଏତ ଆପଣମାନେ ଜାଣି ନଥିବେ । ଡେରା ସମ୍ପ୍ରଦାୟରେ…