Browsing Tag

traffic awareness

ପୁଷ୍ପା ହେଉ କି ପୁଷ୍ପରାଜ, ବିନା ହେଲମେଟରେ ସମସ୍ତଙ୍କର କଟିବ ଚାଲାଣ

ଭୁବନେଶ୍ବର(କେନ୍ଯୁଜ୍):ପରିବହନ ବିଭାଗର ନିଆରା ସଚେତନତା । ସେ ପୁଷ୍ପା ହେଉ କି ପୁଷ୍ପରାଜ । ଯଦି ହେଲମେଟ୍‌ ନ ପିନ୍ଧିବ, ପୋଲିସ ସାମ୍ନାରେ ଅଟକିବ । ଚାଲାଣ ସମସ୍ତଙ୍କର କଟିବ । ଏଭଳି ମର୍ମରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଲୋକଙ୍କୁ ଟ୍ରାଫିକ ସଚେତନତା ବାର୍ତ୍ତା ଦେଇଛି । ଯାହାକି…

‘ଯେତେ ମାରିବ ହର୍ଣ୍ଣ, ଟ୍ରାଫିକରେ ସେତେ ଅଧିକ କରିବ ଅପେକ୍ଷା’, ଶବ୍ଦ ପ୍ରଦୂଷଣ ଉପରେ ଲଗାମ ଲଗାଇବାର ପୋଲିସର…

ମୁମ୍ବାଇ ଟ୍ରାଫିକ୍‌ ପୋଲିସ ରାସ୍ତାରେ ବିନା କାରଣରେ ହର୍ଣ୍ଣ ବଜାଉଥିବା ଲୋକଙ୍କ ଉପରେ ଲଗାମ ଲଗାଇବା ପାଇଁ ଏକ ବହୁତ ଖାସ୍‌ ପ୍ଲାନ କରିଛନ୍ତି। କିଛି ଗାଡି ଚାଳକ ସିଗନାଲ ରେଡ ହେବା ପରେ ମଧ୍ୟ ହର୍ଣ୍ଣ ବଜାଇଥାନ୍ତି, ଯେଉଁ କାରଣରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଦେଶର ଆର୍ଥିକ ରାଜଧାନୀରେ…

ଦଲେର ମେହେନ୍ଦିଙ୍କ ଗୀତ ଗାଇ ସଚେତନତା ସୃଷ୍ଟି କରୁଛନ୍ତି ଟ୍ରାଫିକ ପୋଲିସ, ଦେଖନ୍ତୁ ଭିଡିଓ

ଚଣ୍ଡୀଗଡ଼ର ଜଣେ ଟ୍ରାଫିକ୍‌ ପୋଲିସ୍‌ ଏକ ନିଆରା ଅନ୍ଦାଜ୍‌ରେ ସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଲୋକପ୍ରିୟ ସଙ୍ଗୀତଜ୍ଞ ଦଲେର ମେହେନ୍ଦୀଙ୍କ ହିଟ୍‌ ଗୀତ‘‘ବୋଲୋ ତାରା ରା ରା ରା’’ଙ୍କ ଗୀତର ଧୁନ୍‌କୁ ନେଇ ଟ୍ରାଫିକ୍‌ ପୋଲିସ ଜଣକ ଲୋକଙ୍କୁ ସଚେତନ କରୁଥିବା ନଜର ଆସିଛି। ନିଜେ…

ଅଭିନବ ଉପାୟରେ ଲୋକଙ୍କୁ ସଚେତନ କରୁଛି ସମ୍ବଲପୁର ପୋଲିସ, ଫାଇନ୍‌ ନନେଇ ଗାଡ଼ିରୁ ହଟାଉଛି ଫ୍ୟାନ୍‌ସି ନମ୍ବର ପ୍ଲେଟ୍‌

ସମ୍ବଲପୁର(କେନ୍ୟଜ୍): ସଚେତନତା କାର୍ଯ୍ୟକ୍ରମ ପାଇଁ ଚର୍ଚ୍ଚାରେ ସମ୍ବଲପୁର ପୋଲିସ । କେତେବେଳେ ଟ୍ରିପଲ ରାଇଡିଂ ତ, ଆଉ କେତେବେଳେ ହେଲମେଟ୍‌ ଚେକିଂ । ଏବେ ଚାଲିଛି ନମ୍ବର ପ୍ଲେଟ ଚେକିଂ । ଯେଉଁମାନେ ନିୟମ ଅନୁଯାୟୀ ଗାଡିରେ ନମ୍ବର ପ୍ଲେଟ ଲଗାଉନାହାନ୍ତି କିମ୍ବା ଫ୍ୟାନ୍‌ସି ନମ୍ବର ପ୍ଳେଟ…