ଖୁସି ଖବର… ସରକାର ଛାଡ଼ିଦେଲେ ୧୭ ଲକ୍ଷରୁ ଅଧିକ ଟ୍ରାଫିକ୍ ଚାଲାଣ!
ଉତ୍ତର ପ୍ରଦେଶ ସରକାର ନୋଏଡାରେ ପେଣ୍ଡିଂ ପଡ଼ିଥିବା ୧୭ ଲକ୍ଷରୁ ଅଧିକ ଚାଲାଣକୁ ଛାଡ଼ି ଦେଇଛନ୍ତି। ଆଦେଶ ମୁତାବକ, ଏହି ଚାଲାଣଗୁଡ଼ିକ ୨୦୧୮ ଏପ୍ରିଲ ୧ରୁ ୨୦୨୧ ଡିସେମ୍ବର ୩୧ ମଧ୍ୟରେ କଟିଛି। ବର୍ତ୍ତମାନ ଏଗୁଡିକୁ ଟ୍ରାଫିକ୍ ବିଭାଗ ପକ୍ଷରୁ ହଟାଇ ନିଆଯିବ ଏବଂ ଏହାକୁ ଶୂନ କରାଯିବ। ଜାରି…