ଜୀବନ ବଞ୍ଚାଇଲେ ଟ୍ରାଫିକ କନେଷ୍ଟବଳ: ଦୁର୍ଘଟଣାରେ ରକ୍ତାକ୍ତ ହୋଇଥିବା ଯୁବକଙ୍କୁ ନେଲେ ହସ୍ପିଟାଲ
ଭୁବନେଶ୍ୱର (କେନ୍ୟୁଜ): ଟ୍ରାଫିକ କନେଷ୍ଟବଳଙ୍କ ମହାନତା । ଦୁର୍ଘଟଣା ପରେ ଆଶୁ ଚିକିତ୍ସା କଲେ ଟ୍ରାଫିକ କନେଷ୍ଟବଳ ସରୋଜ କୁମାର ପୃଷ୍ଟି। ମ୍ୟୁଜିୟମ ଛକରେ ଅଚାନାକ ବାଇକ୍ ରୁ ପଡ଼ି ରକ୍ତାକ୍ତ ହୋଇପଡିଲେ ଯୁବକ । ସଙ୍ଗେ ସଙ୍ଗେ ସେଠାରେ ଡ୍ୟୁଟି କରୁଥିବା ପୋଲିସ୍ ବାବୁ ତାଙ୍କୁ ଉଠାଇ ଆଶୁ…