ଟ୍ରାଫିକ ପୋଲିସଙ୍କ ଆଙ୍ଗୁଠି କାମୁଡିଲେ ଉତ୍ତ୍ୟକ୍ତ ଯୁବକ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଯେଉଁମାନେ ବିନା ହେଲମେଟ୍ ରେ ଗାଡ଼ି ଚଲାନ୍ତି, ସେମାନେ ଟ୍ରାଫିକ୍ ପୋଲିସ୍ କୁ ଦେଖିଲେ ଭୟ କରନ୍ତି । ଖସିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି । କିନ୍ତୁ କେହି କେବେ ଟ୍ରାଫିକ୍ ପୋଲିସ ସାମ୍ନାରେ ଧରା ପଡ଼ିବା ପରେ ତାଙ୍କୁ ହିଁ ଆକ୍ରମଣ କରିଥିବା ଆପଣ ହୁଏତ କେବେ ଦେଖି ନଥିବେ ।…