ପୁରୀରେ ନୌସେନା ଦିବସ ପାଇଁ ଟ୍ରାଫିକ କଟକଣା, ଜାଣନ୍ତୁ କିଏ କେଉଁ ରୁଟ୍ରେ ଯିବେ
ପୁରୀ : ଆଜି ପୁରୀରେ ପାଳନ ହେବ ନୌସେନା ଦିବସ । ରାଜଭବନରୁ ପୁରୀ ଅଭିମୁଖେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୧୦ଟା ୫ରେ ପୁରୀରେ ପହଂଚି ଶ୍ରୀମନ୍ଦିର ଯିବେ । ଶ୍ରୀମନ୍ଦିରରେ ପ୍ରାୟ ୩୫ ମିନିଟ୍ ରହି ପୂଜାର୍ଚ୍ଚନା କରିବେ । ଏହା ପରେ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି…