ପ୍ରଥମେ କେଉଁଠି ସ୍ଥାପନ ହୋଇଥିଲା ଟ୍ରାଫିକ୍ ସିଗନାଲ୍, ଜାଣନ୍ତୁ କିଏ କରିଥିଲେ ଉଦ୍ଭାବନ
ରାସ୍ତାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ପାଇଁ, ଆପଣଙ୍କୁ ଅନେକ ଟ୍ରାଫିକ୍ ସିଗନାଲ ଦେଇ ଯିବାକୁ ପଡିଥାଏ । ସମୟ ସମୟରେ ଟ୍ରାଫିକ୍ ନିୟମ ଲାଗୁ କରିବା ପାଇଁ ଟ୍ରାଫିକ୍ ସିଗନାଲର ପରିବର୍ତ୍ତିତ ରଙ୍ଗ - ଲାଲ, ସବୁଜ ଏବଂ ହଳଦିଆକୁ ବ୍ୟବହାର କରାଯାଏ । ଆପଣ ନିଶ୍ଚିତ ଭାବେ…