Browsing Tag

TRAI

ନୂଆ ବର୍ଷରୁ ଆସୁଛି ନୂଆ ନିୟମ, ଏବେ ଲ୍ୟାଣ୍ଡଲାଇନରୁ କଲ କଲେ ପ୍ରଥମେ ଡାଏଲ କରିବାକୁ ପଡିବ ଜିରୋ

ସାରା ଦେଶରେ ଏବେ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଫୋନକୁ କଲ କରିବା ପାଇଁ ଗ୍ରାହକଙ୍କ ପାଇଁ ଜାନୁଆରୀ 1 ରୁ ନମ୍ବର ପୂର୍ବରୁ ଶୂନ୍ୟ ଲଗାଇବା ବାଧ୍ୟତାମୂଳକ ହେବ । ଦୂରସଞ୍ଚାର ବିଭାଗ ଏନେଇ TRAI ର ପ୍ରସ୍ତାବକୁ ଗ୍ରହଣ କରିଛି । ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଏହିପରି କଲ୍ ପାଇଁ 29…

ଟ୍ରାଇ ଲଞ୍ଚ କଲା ନୂଆ TV Channel Selector ଆପ୍‌, ଏବେ ସହଜରେ ମୋଡିଫାଏ କରିପାରିବେ DTH ଏବଂ କେବୁଲ ସବସ୍କ୍ରିପସନ

ଟ୍ରାଇ DTH ସବସ୍କ୍ରାଇବର୍ସଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ନୂଆ TV Channel Selector ଆପକୁ ଲଞ୍ଚ କରିଛି। ଏହି ଆପ୍‌ ଜରିଆରେ ୟୁଜର ନିଜର ଡିଟିଏଚ/କେବୁଲ ସବସ୍କ୍ରିପସନକୁ ଚେକ କରିବା ସହିତ ଅଫର କରାଯାଇଥିବା ପ୍ୟାକ ବିଷୟରେ ମଧ୍ୟ ସୂଚନା ପାଇପାରିବେ। ଏହି ଆପର ଖାସିୟତ ହେଉଛି ଏହାଦ୍ୱାରା…

ବହୁତ ଜଲଦି ଆପଣଙ୍କ ମୋବାଇଲ ନମ୍ବରକୁ ନେଇ ହେବ ବଡ ପରିବର୍ତ୍ତନ, ୧୧ ଅଙ୍କ ସଂଖ୍ୟାକୁ ନେଇ କଣ କହିଲା ଟ୍ରାଇ ଜାଣନ୍ତୁ

ଟେଲିକମ୍ ରେଗୁଲେଟାରୀ ଅଥରିଟୀ ଅଫ ଇଣ୍ଡିଆ ଏକ ନୂଆ ନିୟମର ଘୋଷଣା କରିଛି। ଟ୍ରାଇ ଘୋଷଣା କରିଛି ଯେ ମୋବାଲ ନମ୍ବରିଂଗ ସ୍କୀମରେ କୌଣସି ପରିବର୍ତ୍ତନ କରାଯିବନାହିଁ। ଟ୍ରାଇ ଜଣାଇଛି ଯେ ସେ ଡାଏଲିଙ୍ଗ ପାଟର୍ଣ୍ଣରେ ଅଳ୍ପ ପରିବର୍ତ୍ତନ କରିବା ପାଇଁ ମନସ୍ତ କରିଛି। ଆସନ୍ତୁ ଜାଣିବା ଟ୍ରାଇର…

ଏବେ ଫୋନ ଲଗାଇବା ପୂର୍ବରୁ କରିବାକୁ ହେବ ଏହି କାମ, ବଦଳିଯିବ ସମସ୍ତଙ୍କ ମୋବାଇଲ ନମ୍ବର

କିଛିଦିନ ହେଲା ଫୋନ ନମ୍ବରିଂ ସ୍କିମକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି । ଟେଲିକମ ରେଗ୍ଯୁଲେଟରୀ ଅଫ୍ ଇଣ୍ଡିଆ (TRAI) ନିକଟରେ ଦେଶରେ ୧୧ ଅଙ୍କ ଥିବା ମୋବାଇଲ ନମ୍ବର ବ୍ଯବହାର କରିବା ପାଇଁ ଏକ ପ୍ରସ୍ତାବ ଦେଇଥିଲା । କାରଣ ଟ୍ରାଇର କହିବା ଅନୁଯାୟୀ ୧୦ ଅଙ୍କ ବିଶିଷ୍ଟ ନମ୍ବରକୁ ୧୧…

ମୋବାଇଲ ନମ୍ବରର ସଂଖ୍ଯା ୧୦ ପରିବର୍ତ୍ତେ ହେବ ୧୧, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ବର୍ତ୍ତମାନ ଆପଣଙ୍କ ମୋବାଇଲ ନମ୍ବର ୧୧ ଅଙ୍କ ବିଶିଷ୍ଟ ହୋଇପାରେ। ଟେଲିକମ ରେଗ୍ଯୁଲେଟରୀ ଅଫ୍ ଇଣ୍ଡିଆ (TRAI) ଗତକାଲି ଏକ ପ୍ରସ୍ତାବ ଲଞ୍ଚ କରିଛି। ଏହି ପ୍ରସ୍ତାବରେ ଟ୍ରାଇ ଦେଶରେ ୧୧ ଅଙ୍କ ଥିବା ମୋବାଇଲ ନମ୍ବର ବ୍ଯବହାର କରିବା ପାଇଁ ସୂଚନା ଦେଇଛି। ଟ୍ରାଇ କହିବାନୁଯାୟୀ ୧୦ ଅଙ୍କ…

ଆପଣ ବିନା ନୂଆ ସେଟ-ଅପ ବକ୍ସ କିଣି ବଦଳାଇପାରିବେ DTH କମ୍ପାନୀ, ବହୁତ ଜଲ୍ଦି ଆସୁଛି ଏହି ସୁବିଧା

ଯଦି ଆମେ ଆପଣଙ୍କୁ କହିବୁ ଆପଣ ମୋବାଇଲ ଭଳି ଡିଟିଏଚ କମ୍ପାନୀକୁ ବିନା ସେଟ-ଅପ ବକ୍ସ କିଣିବା ମାତ୍ରକେ ହିଁ ବଦଳାଇପାରିବେ। ଏହା ଶୁଣି ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହୋଇଯାଇଥିବେ। କିନ୍ତୁ ଆଶ୍ଚର୍ଯ୍ୟ ହେବାର କିଛି ଆବଶ୍ୟକ ନାହିଁ କାହିଁକିନା ବହୁତ ଜଲ୍ଦି ଏହା ସତ ହେବାକୁ ଯାଉଛି। ଟ୍ରାଇ…

TRAI ପରାମର୍ଶ ପରେ jio ଠୁ ନେଇ BSNL ପର୍ଯ୍ୟନ୍ତ ସମସ୍ତ ଟେଲିକମ କମ୍ପାନୀ ବଢ଼ାଇଦେଲେ ନିଜର ଭ୍ୟାଲିଡିଟି, ତାସହିତ…

କରୋନା ଭାଇରସ୍ ଲକ୍ ଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ଟେଲିକମ ରେଗୁଲେଟୋରି (TRAI) ପ୍ରିପେଡ ୟୁଜର୍ସଙ୍କର ପ୍ଳାନର ବୈଧତା ବଢାଇବା ପାଇଁ ଟେଲିକମ କମ୍ପାନୀ ଗୁଡିକୁ ପରାମର୍ଶ ଦେଇଥିଲା । ତେବେ ଟ୍ରାଇର ଏହି ଅପିଲ ପରେ ସମସ୍ତ ଟେଲିକମ କମ୍ପାନୀ ଗୁଡିକ ନିଜର ପ୍ରିପେଡ ଗ୍ରାହକ ମାନଙ୍କର…

ବଢ଼ିପାରେ ଆପଣଙ୍କ ପ୍ରିପେଡ ପ୍ଲାନର ଭ୍ୟାଲିଡିଟି, ଏନେଇ ଟେଲିକମ କମ୍ପାନୀକୁ ଚିଠି ଲେଖିଲା TRAI

କରୋନା ଭାଇରସ୍ ଲକ୍ ଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ଟେଲିକମ ରେଗୁଲେଟୋରି (TRAI) ପ୍ରିପେଡ ୟୁଜର୍ସଙ୍କର ପ୍ଳାନର ବୈଧତା ବଢାଇବା ପାଇଁ ଟେଲିକମ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦେଇଛି । ଏହି ଲକ୍ ଡାଉନ୍ ସମୟରେ ୟୁଜର୍ସମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ରିଲାଏନ୍ସ…

ଆସନ୍ତା ମାର୍ଚ୍ଚ ମାସରୁ ଟିଭି ଦେଖିବା ହେବ ଶସ୍ତା, ୨୦୦ଟି ଚ୍ୟାନେଲ ପାଇଁ ଦେବାକୁ ପଡ଼ିବ ମାତ୍ର ୧୩୦ଟଙ୍କା

ଏବେ ଆପଣ କେବଳ ୧୩୦ ଟଙ୍କା ଖର୍ଚ୍ଚ କରି ୨୦୦ଟି ଚ୍ୟାନେଲ ଦେଖିପାରିବେ। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଗତ ବୁଧବାର ଦିନ କେବଲ୍‌ ଏବଂ ପ୍ରସାରଣ ସେବା ପାଇଁ ନୂଆ ଦାମ୍‌ ଘୋଷଣା କରିଛି। ଏହି ନୂଆ ଦର ଆସନ୍ତା ମାର୍ଚ୍ଚ ମାସରୁ ଲାଗୁ ହେବ। ଟ୍ରାଇ ଉପଭୋକ୍ତାଙ୍କ ଦ୍ୱାରା ସମସ୍ତ…

୨୦୨୦ ସୁଦ୍ଧା ଗ୍ରାହକଙ୍କୁ ମିଳିବନି ଏହି ସୁବିଧା, ଆଉଟ୍‌ଗୋଇଂ କଲିଂ ପାଇଁ ପ୍ରତି ମିନିଟ୍‌ରେ ଦେବାକୁ ପଡ଼ିବ ୬ ପଇସା

ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦେଶର ମୋବାଇଲ ଗ୍ରାହକଙ୍କୁ ବଡ ଝଟକା ଦେଇଛି। ଟ୍ରାଇ ନିଜର ଏକ ଆଦେଶରେ ମତ ରଖିଛି କୌଣସି ଅପରେଟର ନେଟଓ୍ଵର୍କରୁ ଅନ୍ୟ ନେଟଓ୍ଵର୍କକୁ କରାଯାଉଥିବା ମୋବାଇଲ କଲ୍‌ରେ ପ୍ରତି ମିନିଟ୍‌ ପ୍ରତି ୬ ପଇସା ଶୁଳ୍କ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ଜାରି…

ମୋବାଇଲ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର, ଡିସେମ୍ବର ୧୬ରୁ ବଦଳିବାକୁ ଯାଉଛି SIM ସହ ଜଡିତ ଏହି ନିୟମ

ଟେଲିକମ ରେଗୁଲେଟରି ଅଫ ଇଣ୍ଡିଆ(TRAI) ସଂଶୋଧିତ ପୋର୍ଟାବିଲିଟି ପ୍ରକ୍ରିୟା ପାଇଁ ଡିସେମ୍ବର ୧୦ ତାରିଖରେ ଏକ ସାର୍ବଜନିକ ନୋଟିସ ଜାରି କରିଛି । ଯାହାଦ୍ୱାରା ଡିସେମ୍ବର ୧୬ ତାରିଖରୁ ପୋର୍ଟିଂ ପ୍ରକ୍ରିୟା ଆହୁରି ସହଜ ହୋଇଯିବ । MNP ଦ୍ୱାରା ଯେକୌଣସି ୟୁଜର ନିଜର ମୋବାଇଲ ନମ୍ବରକୁ ନବଦଳାଇ…

ଏବେ ମାତ୍ର ତିନିଦିନରେ ହେବ ମୋବାଇଲ ନମ୍ବର ପୋର୍ଟିଂ, ଟ୍ରାଇ ଜାରିକଲା ନୋଟିସ

ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ମୋବାଇଲ ନମ୍ବର ପୋର୍ଟାବିଲିଟିକୁ ନେଇ ନୋଟିସ ଜାରି ହୋଇଛି। ଟ୍ରାଇ ପକ୍ଷରୁ ଏହି ସଂଶୋଧିତ ପ୍ରକ୍ରିୟା ଡିସେମ୍ବର ୧୬ ତାରିଖରୁ ଲାଗୁ ହେବ। ଯାହାଦ୍ୱାରା ମୋବାଇଲ ନମ୍ବର ପୋର୍ଟିଂ କରିବା ପ୍ରକ୍ରିୟା ଶୀଘ୍ର ଏବଂ ସୁଗମ ହୋଇଯିବ। ଏହି…