Browsing Tag

trail room

କେନ୍ଦୁଝର: ସପିଂ ମଲରେ ଡ୍ରେସ ଚେଞ୍ଜ କଲା ବେଳେ ଏମିତି ଉପାୟରେ ଯୁବତୀଙ୍କ ଫଟୋ ସୁଟ୍ କରୁଥିଲେ ଯୁବକ, ଧରାପଡିବା ପରେ…

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର VMART MALLର ଟ୍ରାଏଲ ରୁମରେ ଯୁବତୀ ଟ୍ରାଏଲ କରୁଥିବାର ଦୃଶ୍ୟକୁ ଜଣେ ଯୁବକ ଫଟୋ ଉଠାଇବା ବେଳେ କାବୁ କଲେ ଲୋକେ। ପରେ ପୋଲିସକୁ ହସ୍ତାନ୍ତର କଲେ। ପୋଲିସ ସୁଟିଂ କରୁଥିବା ଯୁବକୁ ଗିରଫ କରି କୋର୍ଟ ଚାଲଣ କରିଛି । ଗିରଫ ଯୁବକ ଜଣକ କେନ୍ଦୁଝର ପୁରୁଣା ବଜାରର…