Browsing Tag

train

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ–କୋରାପୁଟ ଏକ୍ସପ୍ରେସ୍, ସପ୍ତାହରେ ତିନି ଦିନ ଚାଲିବ ଏହି ଟ୍ରେନ

କୋରାପୁଟ: ଖୁବ୍ ଶୀଘ୍ର ଚଳାଚଳ କରିବ ନୂଆ ପୁରୀ–କୋରାପୁଟ ଏକ୍ସପ୍ରେସ୍ । ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ପର୍ଯ୍ୟନ୍ତ ଗଡ଼ିବ ପୁରୀ–କୋରାପୁଟ ଏକ୍ସପ୍ରେସ୍ । ସପ୍ତାହରେ ତିନି ଦିନ ଚାଲିବାକୁ ଥିବା ଏହି ଟ୍ରେନ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଯୋଗାଯୋଗ ବୃଦ୍ଧି କରିବା ସହ…

ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କଟକରୁ ଭୁବନେଶ୍ୱର ପ୍ରତି ଅଧ ଘଣ୍ଟାରେ ଚାଲିବ ନମୋ ଟ୍ରେନ

ଭୁବନେଶ୍ୱର : ସଂସଦରେ ବଡ଼ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।  କଟକରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ କଟକ ମଧ୍ୟରେ ପ୍ରତି ଅଧ ଘଣ୍ଟାରେ ନମୋ ଟ୍ରେନ ଚଳାଚଳ କରିବ ବୋଲି ସେ ଘୋଷଣା କରିଛନ୍ତି ।  ଏହି ଟ୍ରେନ ଚଳାଚଳ ହେଲେ ଦୁଇ ସହର ମଧ୍ୟରେ ଦିନକୁ ଯାତାୟାତ କରୁଥିବା ହଜାର…

ବାତ୍ୟା ‘ମୋନ୍ଥା’ ଯୋଗୁଁ ବାତିଲ୍ ହୋଇଥିଲା ଟ୍ରେନ୍ ଓ ବିମାନ, ଟ୍ୱିନ ସିଟିରେ ସ୍ବାଭାବିକ ହୋଇଛି ଚଳାଚଳ

ଭୁବନେଶ୍ୱର : ବାତ୍ୟା 'ମୋନ୍ଥା' ଯୋଗୁଁ ଆନ୍ଧ୍ରପ୍ରଦେଶରେ ୩୫ଟି ବିମାନ ବାତିଲ୍ କରାଯାଇଛି। ଆନ୍ଧ୍ର ବିମାନବନ୍ଦର ଓ ପଡ଼ୋଶୀ ଅଞ୍ଚଳରୁ ସଂଯୋଗ କରୁଥିବା ରୁଟ୍ ଗୁଡ଼ିକରେ ୩୫ରୁ ଅଧିକ ବିମାନ ବାତିଲ୍ କରାଯାଇଛି। ବାତ୍ୟା ସମୟରେ ପ୍ରବଳ ବର୍ଷା ଓ କମ୍ ଦୃଶ୍ୟମାନତାକୁ ଦୃଷ୍ଟିରେ ରଖି ଏହି…

ମିଳୁନି ମୃତଦେହର ପରିଚୟ: ସଠିକ ସୂଚନା ଦେଲେ ମିଳିବ ୨୫ ହଜାର ପୁରସ୍କାର, ପୋଷ୍ଟର ରିଲିଜ୍ କଲା ପୋଲିସ

ଭୁବନେଶ୍ୱର : ମିଳୁନି ମୃତଦେହର ପରିଚୟ, ପୋଷ୍ଟର ରିଲିଜ୍ କଲା ପୋଲିସ ।  ମୃତକଙ୍କ ସଠିକ ପରିଚୟ ଦେଲେ ମିଳିବ ୨୫ ହଜାର ଟଙ୍କା ପୁରସ୍କାର ରାଶି ।  ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ  ବିଜ୍ଞପ୍ତି ଜାରି କରାଯାଇଛି ।  ଭୁବନେଶ୍ବର ମଞ୍ଚେଶ୍ବର ରେଳ ଡବା କାରଖାନା ପାଖ ଫୁଟବଲ ପଡ଼ିଆରୁ…

ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମୁଣ୍ଡରେ ଲାଗିଛି ଗଭୀର ଆଘାତ

କେନ୍ଦୁଝର: ରେଳ ଧାରଣାରେ ମୃତଦେହ । ପୋଲିସ ଓ ରେଳ ବିଭାଗର ଛାନବିନ ଆରମ୍ଭ । କେନ୍ଦୁଝର ଟାଉନ ଥାନା ଅଞ୍ଚଳର ରାମଚନ୍ଦ୍ରପୁର ଗାଁ ନିକଟସ୍ଥ ରେଳ ଧାରଣା ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ରେଳ ଧାରଣାର କିଛି ଦୂରରେ ମୃତଦେହ ଠାବ ହୋଇଛି । ମୃତ ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର…

ଲକ୍ଷ୍ନୌ ରେଳ ଷ୍ଟେସନରେ ମାଇକ ଅନମ୍ୟୁଟ୍ କରି ଘୋଷଣା: ‘ବେଶରମ, ଔରତ କୋ…’

ରେଳ ଷ୍ଟେସନରେ ଟ୍ରେନ୍ ଘୋଷଣା ସାଧାରଣତଃ ଯାତ୍ରୀମାନଙ୍କୁ ସତର୍କ ରହିବା ଏବଂ ଧ୍ୟାନ ଦେବାକୁ ସଙ୍କେତ ଦେଇଥାଏ । କିନ୍ତୁ ଲକ୍ଷ୍ନୌର ଚାରବାଗ ଷ୍ଟେସନରେ, କାଲି ଯାହା ଘଟିଛି ତାହା ଏକ ଅପ୍ରତ୍ୟାଶିତ କମେଡି ଶୋରେ ପରିଣତ ହୋଇଛି । ଖବର ମୁତାବକ, ଘୋଷଣା କରୁଥିବା ଜଣେ ମହିଳା ରେଳ କର୍ମଚାରୀ…

ଟ୍ରେନରେ କଟିଗଲା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଗୋଡ, ଅବସ୍ଥା ଗୁରୁତର

ପାରାଦୀପ : ଟ୍ରେନରେ କଟିଗଲା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଦୁଇଟି ଗୋଡ। ବିଳମ୍ବିତ ରାତିରେ ପାରାଦ୍ବୀପ ଭୁତୁମୁଣ୍ଡାଇ ବରେଇ ନିକଟରେ ଘଟିଛି ଏପରି ଘଟଣା ।  ଗୁରୁତର ଯୁବକ ହେଲେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ବଡପାଳ ଗ୍ରାମର ସନ୍ତୋଷ ଜେନା ।  ତେବେ ଟ୍ରେନରେ ଗୋଡ଼ କଟିଯିବ ପରେ…

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଭୁବନେଶ୍ୱର ନୂଆ ଷ୍ଟେସନରୁ ଆରମ୍ଭ ହେବ ୩ଟି ଟ୍ରେନ୍‌ ଯାତ୍ରା

ଭୁବନେଶ୍ୱର: ଭୁବନେଶ୍ୱର ନୂଆ ଷ୍ଟେସନକୁ ଅଧିକ କ୍ରିୟାଶୀଳ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ଷ୍ଟେସନରୁ ୩ଟି ଦୂରଗାମୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍‌ଗୁଡ଼ିକ ହେଲା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍,…

ଟ୍ରେନରୁ କୋଇଲା ଚୋରି ବେଳେ ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର, ମେଡିକାଲରେ ଭର୍ତ୍ତି

ପାରାଦ୍ଵୀପ : ଚଳନ୍ତା ଟ୍ରେନରୁ କୋଇଲା ଚୋରି ଉଦ୍ୟମ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକ ଗୁରୁତର ହୋଇଛନ୍ତି । ପୋର୍ଟ ଭିତରୁ ଟ୍ରେନ୍ ରେ କୋଇଲା ଯାଉଥିବା ବେଳେ ଏପରି ଘଟଣା ଘଟିଛି । ନାବାଳକକୁ ଗୁରୁତର ଅବସ୍ଥାରେ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରାଯଇଛି । ପାରାଦ୍ଵୀପ ଆଦର୍ଶ…

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ, ମିଳିଲା ହାତଲେଖା ଡାଏରୀ

ବାରଙ୍ଗ : ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଜୀବନ ହାରିବା ଅଭିଯୋଗ । ବାରଙ୍ଗ ଚଣ୍ଡୀପ୍ରସାଦ ନିକଟ ରେଳ ଧାରଣାରେ ଯୁବକଙ୍କ ମୃତଦେହ ମିଳିଛି । ଟ୍ରେନ ଲାଇନ କଡ଼ରେ ରହିଛି ଯୁବକଙ୍କ ସ୍କୁଟର । ସ୍କୁଟରରେ ଯୁବକଙ୍କ ଡାଏରୀରେ ଜୀବନ ହାରିବା ସମ୍ପର୍କିତ ହାତଲେଖା ନୋଟ ରହିଛି । ଯୁବକ ଜଣକ ହେଲେ ଆଶିଷ…

ଦୁର୍ଘଟଣାରୁ ଅଲ୍ପକେ ବର୍ତ୍ତିଲା ନ୍ୟୁ ଜଲପାଇଗୁଡ଼ି -ଚେନ୍ନାଇ ସୁପରପାଷ୍ଟ, ସବିରା ଷ୍ଟେସନରେ ଅଟକିଛି ଟ୍ରେନ

ସୋର : ବଡ଼ ଦୁର୍ଘଟଣାରୁ ଅଲ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ । ସବିରା ଷ୍ଟେସନରେ ନ୍ୟୁ ଜଲପାଇଗୁଡ଼ି -ଚେନ୍ନାଇ ସୁପରପାଷ୍ଟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି । ବାଲେଶ୍ବର ସବିରା ଷ୍ଟେସନରେ ଅଟକିଛି ଗାଡ଼ି । ଇଂଜିନ ତ୍ରୁଟି ଯୋଗୁଁ ଅଟକି ରହିଛି ଟ୍ରେନ । କୌଣସି କାରଣରୁ ଟ୍ରେନ ର…

ରାତି ସାରା ଟ୍ରାକ୍‌ ପାର୍ଶ୍ୱରେ ଜୀବନ ସହ ସଂଘର୍ଷ କରୁଥିଲେ, ଶିଶୁକୁ ରେଳ ଧାରଣାରୁ ଉଦ୍ଧାର କଲେ ଆର୍‌ପିଏଫ୍‌

ରେଢ଼ାଖୋଲ : କଥାରେ କୁହନ୍ତି ‘ରଖେ ହରି ତ ମାରେ କିଏ’ । ଏହି ଉକ୍ତିର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଏଇ ୫ ବର୍ଷର ଶିଶୁ । ଯିଏ କି ମୃତ୍ୟୁର ଦ୍ୱାର ନିକଟରୁ ଫେରି ଆସିଛନ୍ତି । ଟିକିଏ ଅସାବଧାନତା ଯୋଗୁ ଜୀବନ ଯାଉ ଯାଉ ଅଳ୍ପକେ ରକ୍ଷା ହୋଇଯାଇଛି । ଟ୍ରେନ୍‌ରୁ ଖସି ପଡ଼ିଥିଲେ ୫ ବର୍ଷୀୟ ପୁଅ…