Browsing Tag

train bogies

ପାରାଦୀପ ପିପିଏଲ ସାର କାରଖାନା ମୁଖ୍ୟ ଫାଟକ ସାମ୍ନାରେ ଅଘଟଣ, ଟ୍ରେନରୁ ଲାଇନଚ୍ୟୁତ ହେଲା ୪ଟି ବଗି

ପାରାଦୀପ (କେନ୍ଯୁଜ୍): ପାରାଦୀପ ପିପିଏଲ ସାର କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଲାଇନଚ୍ୟୁତ ହେଲା ବଗି । ୪ ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ପିପିଏଲ କାରଖାନା ଭିତରକୁ ଯିବାଆସିବା ବନ୍ଦ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଟ୍ରେନଟି ପିପିଏଲ କାରଖାନାରୁ ଜିପସମ ନେବାକୁ ଆସୁଥିବା…

କୋରାପୁଟ-ଜୟପୁର ରେଳ ପଥରେ ଅଘଟଣ, ଏକ ମାଲବାହୀ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ

କୋରାପୁଟ: ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । କୋରାପୁଟ-ଜୟପୁର ରେଳ ପଥର ଜରଟି ମାନବର ମଧ୍ୟରେ ଅଘଟଣ । ଟ୍ରେନ୍‌ର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । KVL 13/3 ଟ୍ରେନଟି କିରଣ୍ଡଲରୁ ଲୁହାପଥର ଗୁଣ୍ଡ ବୋଝେଇ କରି ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଟ୍ରାକ୍‌ ରୁ ଖସି ପଡିଥିଲା…