ବିହାରର ବକ୍ସରରେ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣା: ୪ ମୃତ, ଶତାଧିକ ଆହତ
ପାଟନା (କେନ୍ୟୁଜ): ପୁଣି ଟ୍ରେନ୍ ଟ୍ରାଜେଡୀ । ବିହାରରେ ଲାଇନଚ୍ୟୁତ ହେଲା ନର୍ଥ ଇଷ୍ଟ ଏକ୍ସପ୍ରେସ । ବକ୍ସର ଜିଲ୍ଲାର ରଘୁନାଥପୁରରେ ନର୍ଥ-ଇଷ୍ଟ- ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଲାଇନଚ୍ୟୁତ ହୋଇଛି ୨୧ଟି ବଗି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି…