ଘରେ ବସି ଗୋଟିଏ କ୍ଲିକରେ ବୁକ୍ ହେବ ପୂରା ଟ୍ରେନ୍, ୯୯% ଲୋକଙ୍କୁ ଜଣାନାହିଁ ବୁକିଙ୍ଗ୍ ତରିକା
ଦେଶରେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଲମ୍ବା ଦୂରତା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ସବୁଠାରୁ ଭଲ ଏବଂ ଆରାମଦାୟକ ଟ୍ରେନକୁ ହିଁ ଲୋକେ ବାଛନ୍ତି । କୌଣସି ପର୍ସନାଲ ବାହନ ଅପେକ୍ଷା ଟ୍ରେନରେ ଯାତ୍ରା କରିବା ଦ୍ୱାରା ଖର୍ଚ୍ଚ ବି କମ୍ ହୋଇଥାଏ । ଏବଂ ଏହା ଅଧିକ ସୁରକ୍ଷିତ ମଧ୍ୟ ହୋଇଥାଏ ।…