Browsing Tag

train cancelled

ସମ୍ଭାବ୍ୟ ବାତ୍ୟା ପାଇଁ 178 ଟି ଟ୍ରେନ ବାତିଲ କଲା ରେଳ ବିଭାଗ, ଜାଣନ୍ତୁ କେଉଁ ଟ୍ରେନ

ଭୁବନେଶ୍ବର: ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ପାଇଁ 178 ଟି ଟ୍ରେନ ବାତିଲ କଲା ରେଳ ବିଭାଗ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ଦାନା’ ନେଇ ଭାରତୀୟ ରେଳବାଇ ଉପକୂଳ ଓଡ଼ିଶା ଦେଇ ଚଳାଚଳ କରିବାକୁ ଥିବା ଏ ପର୍ଯ୍ୟନ୍ତ 178 ଟି ଟ୍ରେନ୍‌…

ଭାରତୀୟ ରେଳ ଉପରେ ବନ୍ୟାର ପ୍ରଭାବ, ୧୭ ଟ୍ରେନ୍‌ ବାତିଲ୍‌

ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟ, ରେଳଧାରଣା, ଚାଷଜମି ସବୁକିଛି ଜଳାର୍ଣ୍ଣବ ହୋଇଯାଇଛି, ଯାହାର ପ୍ରଭାବ ଭାରତୀୟ ରେଲେଓ୍ଵର…

ହୋଲି ପୂର୍ବରୁ ୪୦୦ରୁ ଅଧିକ ଟ୍ରେନ୍‌ ରଦ୍ଦ କଲା ଭାରତୀୟ ରେଲୱେ; ଲୋକେ ଚିନ୍ତିତ

ଭାରତୀୟ ରେଲେଓ୍ଵ ସୋମବାର ହୋଲି ପୂର୍ବରୁ ୪୦୦ରୁ ଅଧିକ ଟ୍ରେନ୍‌ ରଦ୍ଦ କରି ଦେଇଛି, ଯେଉଁଗୁଡ଼ିକ ମଧ୍ୟରୁ ଅଧିକାଂଶ ପୂର୍ବ ରେଲେଓ୍ଵ ଜୋନ୍‌ରୁ ଥିଲା। ଏମିତିରେ ୪୦୦ରୁ ଅଧିକ ଟ୍ରେନ୍‌ ରଦ୍ଦ ହେବା ଦ୍ୱାରା ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଉତ୍ତର ପ୍ରଦେଶ ଲୋକଙ୍କର ସମସ୍ୟା ବଢ଼ି ଯାଇଛି। କାରଣ,…

ଅଗଷ୍ଟ ୧୨ତାରିଖ ଯାଏ ସମସ୍ତ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ, ଜୁନ ୩୦ ତାରିଖ ଯାଏ ସଂରକ୍ଷିତ ସମସ୍ତ ଟିକେଟର ମୂଲ୍ୟ…

କେନ୍ୟୁଜ୍ (ବ୍ୟୁରୋ): ଆସନ୍ତା ଅଗଷ୍ଟ ୧୨ତାରିଖ ଯାଏ ସମସ୍ତ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ। ସମସ୍ତ ମେଲ, ଏକ୍ସପ୍ରେସ, ଯାତ୍ରୀବାହୀ ଓ ସବଅର୍ବାନ ଟ୍ରେନ ଚଳାଚଳ ବନ୍ଦ ରହିବ। ରେଳବାଇ କୋଚିଂ ଡାଇରେକ୍ଟରେଟର ନିର୍ଦ୍ଦେଶ କ୍ରମେ ନିର୍ଦ୍ଧାରିତ ସମୟର ସମସ୍ତ ଯାତ୍ରୀବାହୀ ରେଳ ଚଳାଚଳକୁ ବନ୍ଦ…

ଲକଡାଉନ-୨ ପରେ ଏବେ ଟ୍ରେନ ଟିକେଟ ରିଫଣ୍ଡ ପାଇଁ ଲାଗିବ ସମୟ, ଫେରସ୍ତ ତାରିଖ ଘୋଷଣା କଲା ରେଲୱେ

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୋଦି ସରକାର ଲକଡାଉନର ଅବଧିକୁ ମେ ୩ ଯାଏଁ ବୃଦ୍ଧି କରିଛନ୍ତି। ମେ ୩ ଯାଏଁ କୌଣସି ବସ, ଟ୍ରେନ କିମ୍ବା ବିମାନ ଚଳାଚଳ କରିପାରିବ ନାହିଁ ବୋଲି ସରକାର ଗାଇଡଲାଇନ ଜାରି କରିଛନ୍ତି। ତେବେ ଏଭଳି ସ୍ଥିତିରେ ଟ୍ରେନ ଟିକେଟ ବୁକିଂ କରିଥିବା ଯାତ୍ରୀଙ୍କୁ ସେମାନଙ୍କ…

ଏପ୍ରିଲ ୩୦ ଯାଏଁ ସମସ୍ତ ପ୍ରାଇଭେଟ ଟ୍ରେନ୍ ଚଳାଚଳ ରଦ୍ଦ କଲା ରେଲୱେ, ଯାତ୍ରୀଙ୍କୁ ଫେରସ୍ତ ମିଳିବ ଟିକେଟ ଟଙ୍କା

ଭାରତୀୟ ରେଳବାଇ ଏପ୍ରିଲ ୩୦ ଯାଏଁ ସମସ୍ତ ପ୍ରାଇଭେଟ ଟ୍ରେନ ଚଳାଚଳକୁ ରଦ୍ଦ କରିଛି। IRCTC ଦ୍ୱାରା କରୋନା ସ୍ଥିତିରେ ମଧ୍ୟ ୨ଟି ତେଜସ ଓ ଗୋଟିଏ କାଶୀ ମହାକାଳ ଟ୍ରେନ ଚଲାଯାଉଥିଲା। ଟ୍ରେନ ଚଳାଚଳ ରଦ୍ଦ ହେବା ପରେ ରେଳବାଇ ତରଫରୁ ସ୍ପଷ୍ଟ କରାଯାଇଛି ଯେ ଯେଉଁମାନେ ଟିକେଟ ବୁକ କରିଥିଲେ…

ଜନତା କର୍ଫ୍ୟୁ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୧୪୧ଟି ଟ୍ରେନ୍‌ ବାତିଲ

ଜନତା କର୍ଫ୍ୟୁ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୧୪୧ଟି ଟ୍ରେନ୍‌ ବାତିଲ କରାଯାଇଛି । ୪୮ଟି ଏକ୍ସପ୍ରେସ୍‌ ଓ ୯୩ଟି ପାସେଞ୍ଜର ଟ୍ରେନ୍‌ ବାତିଲ ହୋଇଛି । ଭୋର ୪ଟାରୁ ରାତି ୧୦ଟା ଭିତରେ ଯେଉଁ ଟ୍ରେନ୍‌ ଛାଡିବାକୁ ଥିବ ସେସବୁ ଟ୍ରେନ୍‌ ବାତିଲ କରାଯାଇଛି । ସେହିପରି ଯେଉଁ ଟ୍ରେନ୍‌ ଭୋର ୪ଟା…

ଆସନ୍ତା ୨୨ ତାରିଖରେ ଦେଶବ୍ୟାପୀ ବନ୍ଦ ରହିବ ଟ୍ରେନ ଚଳାଚଳ, ଜନତା କର୍ଫ୍ୟୁ ପାଳନ ପାଇଁ ରେଳ ସେବା ବନ୍ଦ ରହିବ

କେନ୍ୟୁଜ୍(ବ୍ୟୁରୋ):ଆସନ୍ତା ୨୨ ତାରିଖରେ ଦେଶବ୍ୟାପୀ ବନ୍ଦ ରହିବ ଟ୍ରେନ ଚଳାଚଳ । ଜନତା କର୍ଫ୍ୟୁ ପାଳନ ପାଇଁ ରେଳ ସେବା ବନ୍ଦ ରହିବ । ଭୋର ୪ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରହିବ । ଜନତା କର୍ଫ୍ୟୁ ନେଇ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

କରୋନା ଭାଇରସ ପାଇଁ ରେଳ ବ୍ୟାପାର ମାନ୍ଦା, ୧୦ଟି ରେଳ ବାତିଲ କଲା ଇଷ୍ଟ-କୋଷ୍ଟ ରେଲୱେ,ଜାଣନ୍ତୁ କେଉଁ ଟ୍ରେନ ହେଲା…

କେନ୍ୟୁଜ୍(ବ୍ୟୁରୋ): କରୋନା ଭାଇରସ ସଂକ୍ରମଣ ଆଶଙ୍କାରେ ଯାତ୍ରୀ ସଂଖ୍ୟା ହ୍ରାସ ପାଇବା କାରଣରୁ ଇଷ୍ଟ କୋଷ୍ଟ ରେଳବାଇ ୧୦ଟି ଟ୍ରେନକୁ  ବାତିଲ  କରିଛି। ଯେହେତୁ ଲୋକଙ୍କୁ ସଚେନତ କରାଯାଉଛି ସେଥିପାଇଁ ଟ୍ରେନଗୁଡିକରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ଏଥିପାଇଁ କ୍ଷତି ସହୁଛ ଇଷ୍ଟ କୋଷ୍ଟ…

ଆଜିଠୁ ୯ ତାରିଖ ଯାଏ ଓଡିଶାରେ ବାତିଲ୍ ହୋଇଛି ଏହି ସବୁ ଟ୍ରେନ୍

ଇଷ୍ଟ କୋଷ୍ଟ ରେଲୱେ ଦ୍ବାରା ଗୁରୁବାର ଜାରି କରାଯାଇଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ, ଓଡିଶାର କଟକ-ପାରାଦୀପ ମାର୍ଗର ତିନୋଟି ଟ୍ରେନକୁ ୭ଫ୍ରେବ୍ରୁଆରୀ ଅର୍ଥାତ୍ ଆଜିଠୁ ତିନିଦିନ ପାଇଁ ବାତିଲ୍ କରିଦିଆଯାଇଛି । ଇସିଆଇଡିଆର ପକ୍ଷରୁ କୁହାଯାଇଛି କି, ହରିଦାସପୁର-ପାରାଦୀପ ରେଳ ଲାଇନ୍…

ଆସାମ ପରେ ନାଗରିକତା ଆଇନ୍‌କୁ ନେଇ ପଶ୍ଚିମବଙ୍ଗରେ ହିଂସା, ହାଓ୍ଵଡା-ଖଡଗପୁର ରୁଟ୍‌ରେ ଆଉ ୧୫ଟି ଟ୍ରେନ୍‌ ଚଳାଚଳକୁ…

କେନ୍ୟୁଜ୍(ବ୍ୟୁରୋ): ଆସାମ ପରେ ପଶ୍ଚିମବଙ୍ଗ । ନାଗରିକତା ଆଇନ୍‌କୁ ନେଇ ପଶ୍ଚିମବଙ୍ଗରେ ହିଂସା ବଢିବାରେ ଲାଗିଛି । ୫ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଏପଟେ ହିଂସାକୁ ଦୃଷ୍ଟିରେ ରଖି ହାଓ୍ଵଡା-ଖଡଗପୁର ରୁଟ୍‌ରେ ଆଉ ୧୫ଟି ଟ୍ରେନ୍‌ ଚଳାଚଳକୁ ବାତିଲ କରାଯାଇଛି । ସେହିପରି…