ପାକିସ୍ତାନ ଜାଫର ଏକ୍ସପ୍ରେସରେ ବିସ୍ଫୋରଣ ପରେ ଲାଇନଚ୍ୟୁତ, ୪ଟି ବଗି ଓଲଟିଲା
ପାକିସ୍ତାନରେ ବଡ଼ ଧରଣର ରେଳ ଦୁର୍ଘଟଣା । ପେଶାୱରରୁ କ୍ୱେଟା ଯାଉଥିବା ଜାଫର ଏକ୍ସପ୍ରେସ ବିସ୍ଫୋରଣ ପରେ ଲାଇନଚ୍ୟୁତ ହୋଇଛି । ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ପାକିସ୍ତାନର ଜାକୋବାବାଦ ନିକଟରେ ଘଟିଛି । ତେବେ ଘଟଣାରେ ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ସୂଚନା ନାହିଁ ।…