Browsing Tag

train derailed

ତାମିଲନାଡୁ : ପାସେଞ୍ଜର ଟ୍ରେନର ୫ ବଗି ଲାଇନଚ୍ୟୁତ, ସମସ୍ତ ଯାତ୍ରୀ ସୁରକ୍ଷିତ

ତାମିଲନାଡୁର ବିଲ୍ଲୁପୁରମ ରେଲୱେ ଷ୍ଟେସନ ପାଖରେ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଛି । ଘଟଣାରେ ପାସେଞ୍ଜର ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ରେଳ ଅଧିକାରୀ ପହଞ୍ଚିଛନ୍ତି । ଲାଇନଚ୍ୟୁତ ବଗିକୁ ମରାମତି କାମ ଆରମ୍ଭ ହୋଇଛି । ତେବେ ଘଟଣାରେ କେହି ହତାହତ…

ସାବରମତି ଏକ୍ସପ୍ରେସ ଦୁର୍ଘଟଣାରେ ନୂଆ ମୋଡ଼, ଦୁର୍ଘଟଣା ନୁହେଁ ହୋଇଥିଲା ଷଡଯନ୍ତ୍ର!

ସାବରମତି ଏକ୍ସପ୍ରେସ ଦୁର୍ଘଟଣାରେ ନୂଆ ମୋଡ଼ । ଦୁର୍ଘଟଣା ନୁହେଁ ବରଂ ହୋଇଥିଲା ଷଡଯନ୍ତ୍ର! ବାରାଣାସୀରୁ ଅହମ୍ମଦାବାଦକୁ ଯାଉଥିବା ସାବରମତି ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାର ଚାଲିଛି ତଦନ୍ତ । ଆଉ ତଦନ୍ତରୁ ଅନୁମାନ କରାଯାଉଛି ଏହା ଏକ ଦୁର୍ଘଟଣା ନୁହେଁ ବରଂ ଏକ ଷଡଯନ୍ତ୍ର । ଆପଣଙ୍କୁ…

ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ରେଳ ବିଭାଗର ଅଧିକାରୀ

ଭୁବନେଶ୍ୱର: ମାଲବାହୀ ଟ୍ରେନ ଲାଇନଚ୍ୟୁତ। ଭୁବନେଶ୍ବର ମଞ୍ଚେଶ୍ୱର ଷ୍ଟେସନରେ ଏକ ମାଲବାହୀ ଟ୍ରେନ ରାତି ପାଖା ପାଖି ୧.୩୦ରେ ଲାଇନଚ୍ୟୁତ ହୋଇଥିଲା। ରେଳୱେ ଷ୍ଟେସନ ଲେବୁଲ କ୍ରସିଂରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଏଥିରେ କାହାର କିଛି କ୍ଷୟ କ୍ଷତି ହୋଇନାହିଁ କିମ୍ବା କୈନସି…

ଲାଇନଚ୍ୟୁତ ହେଲା ଚଣ୍ଡିଗଡ଼- ଦିବ୍ରୁଗଡ଼ ଏକ୍ସପ୍ରେସ ଟ୍ରେନ, ୬ଟି ବଗି ଓଲଟିଲା

ପୁଣି ଏକ ରେଳ ଦୁର୍ଘଟଣା । ଉତ୍ତରପ୍ରଦେଶର ଗୋଣ୍ଡା ଠାରେ ଲାଇନଚ୍ୟୁତ ହେଲା ଏକ୍ସପ୍ରେସ ଟ୍ରେନ । ଚଣ୍ଡିଗଡ଼- ଦିବ୍ରୁଗଡ଼ ଏକ୍ସପ୍ରେସର ଚାରିଟି ଏସି କୋଚ ଓ ଅନ୍ୟ ୬ଟି ବଗି ଡିରେଲ ହୋଇଛି । ଗୋଣ୍ଡା ଓ ଝିଲାହୀ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ମୃତାହତଙ୍କ ସଂପର୍କରେ ସ୍ପଷ୍ଟ ସୂଚନା…

କଣ୍ଟାବାଞ୍ଜି: ମାଲବୋଝେଇ ଟ୍ରେନ ଲାଇନଚ୍ୟୁତ, ଟ୍ରାକ୍ ବାହାରକୁ ପଳାଇଲା ୪ଟି ବଗି

କଣ୍ଟାବାଞ୍ଜି(କେନ୍ୟୁଜ୍‌): goodଯାହାଫଳରେ ଏହି ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିଲା । ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ ଅଧକାରୀ ଉପସ୍ଥିତରେ ଯୁଦ୍ଧ କାଳୀନ ଭିତ୍ତିରେ ରେଳ କର୍ମଚାରୀ ମାନେ ଟ୍ରାକ ବାହାରେ ଥିବା ବଗିକୁ ଉଦ୍ଧାର କରାଯାଇଥିଲା । ତେବେ ଏହି ଘଟଣାରେ କାହାର କୌଣସି…

ଆଜମେର ଠାରେ ଟ୍ରେନ୍ ଦୁର୍ଘଟଣା, ୪ଟି ଡବା ଲାଇନଚ୍ୟୁତ

ପୁଣି ଟ୍ରେନ୍ ଦୁର୍ଘଟଣା । ରାଜସ୍ଥାନର ଆଜମେର ଠାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଶାବରମତି-ଆଗ୍ରା କେଣ୍ଟସୁପରଫାଷ୍ଟ ଟ୍ରେନ୍ ମଦାର ଷ୍ଟେସନ୍ ପୂର୍ବରୁ ଲାଇନଚ୍ୟୁତ ହୋଇଛି । ଏହି ଟ୍ରେନଟି ଏକ ମାଲଗାଡ଼ି ସହ ଧକ୍କା ହେବା ଫଳରେ ୪ଟି ଡବା ଲାଇନଚ୍ୟୁତ ହୋଇଛି । ଡବାଗୁଡ଼ିକ…

ସମ୍ବଲପୁର ଷ୍ଟେସନରେ ଜାମୁତାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ

ସମ୍ବଲପୁର(କେନ୍ୟୁଜ): ସମ୍ବଲପୁର ଷ୍ଟେସନରେ ଜାମୁତାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ। ଗତକାଲି ବିଳମ୍ବିତ ରାତିରେ ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଖାଲି ଟ୍ରେନ୍ ଯାଉଥିବା ସମୟରେ ଲାଇନ୍ ଚ୍ୟୁତ ହୋଇଥିଲା ଗୋଟିଏ ବଗି । ପ୍ୟାଣ୍ଟ୍ରିକାର ବଗି ଟ୍ରାକରୁ ବାହାରି ଲାଇନଚ୍ୟୁତ ହୋଇଥିଲା । ଅଘଟଣ…

ପୁଣି ବଡ଼ ଧରଣର ଅଘଟଣରୁ ଅଳ୍ପରେ ବର୍ତ୍ତିଲା ଟ୍ରେନ, ବଗି ଛାଡି ଚାଲିଗଲା ଇଞ୍ଜିନ

ସମ୍ବଲପୁର(କେନ୍ୟୁଜ୍):  ବଗି ଛାଡ଼ି ଚାଲିଗଲା ଇଞ୍ଜିନ। ସମ୍ବଲପୁରେ ବଡ଼ ଧରଣର ଅଘଟଣରୁ ଅଳ୍ପରେ ବର୍ତ୍ତିଲା ଟ୍ରେନ। ସମ୍ବଲପୁର- ବରଗଡ଼ ଅପ ଲାଇନରେ ବଗି ଛାଡି ଚାଲିଗଲା ଟ୍ରେନ ଇଞ୍ଜିନ। ଲକ୍ଷ୍ମୀ ଡୁଙ୍ଗୁରି ରେଳ ଫାଟକ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଚଳନ୍ତା ମାଲଗାଡି ବଗିକୁ ଛାଡି…

ପୁଣି ଲାଇନଚ୍ୟୁତ ହେଲା ୪ଟି ମାଲବାହୀ ଓ୍ଵାଗନ୍‌, କାହାର କିଛି କ୍ଷତି ହୋଇନି

କେନ୍ୟୁଜ୍(ବ୍ୟୁରୋ):୪ଟି ମାଲବାହୀ ଓ୍ଵାଗନ୍‌ ଲାଇନ୍‌ଚ୍ୟୁତ । ରାୟଗଡ଼ା ଜିଲ୍ଲା ଅମ୍ବାଦୋଲା ନିକଟରେ ଏହି ଘଟଣା ଘଟିଛି । ସ୍ୱତନ୍ତ୍ର ଲାଇନରେ ମାଲଗାଡ଼ି ଲାଇନଚ୍ୟୁତ ହୋଇଛି । ଅମ୍ବାଦୋଳା ରେଳ ଷ୍ଟେସନଠାରୁ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀକୁ ଯିବା ବେଳେ ସ୍ୱତନ୍ତ୍ର…

ଆନ୍ଧ୍ର ପ୍ରଦେଶରେ ମାଲ୍‌ବାହୀ ଗାଡ଼ି ଲାଇନ୍‌ଚ୍ୟୁତ, ଅନେକ ଟ୍ରେନ୍‌ ବାତିଲ

ଆନ୍ଧ୍ର ପ୍ରଦେଶରେ ବୁଧବାର ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଯଦିଓ ଏଥିରେ କୌଣସି ଧନଜୀବନ ହାନି ହୋଇଥିବା ନେଇ ଖବର ନାହିଁ। ଦକ୍ଷିଣ-ମଧ୍ୟ ରେଲେଓ୍ଵର ସିପିଆରଓ କହିଛନ୍ତି ଯେ ଥଡି ଏବଂ ଅଙ୍କାପଲେ ମଧ୍ୟରେ ଆଜି ସକାଳେ ଏକ ମାଲ୍‌ବାହୀ ଗାଡ଼ି ରେଳଧାରଣାରୁ ଖସି ଯାଇଥିଲା।…

ତାମିଲନାଡୁରେ ଟ୍ରାକ୍‌ରୁ ଖସିଲା ୨ ଟି ବଗି, କେହି ମୃତାହାତ ହୋଇ ନାହାଁନ୍ତି

ଚେନ୍ନାଇ : ବାହାନଗା ମର୍ମନ୍ତୁଦ ଦୁର୍ଘଟଣା କଥା ମନରୁ ନ ଲିଭୁଣୁ ଆଉ ଏକ ଟ୍ରେନ ଦୁର୍ଘଟଣା ଖବର ସାମନାକୁ ଆସିଛି । ଏହି ଦୁର୍ଘଟଣା ଘଟିଛି ତାମିଲନାଡୁର କନ୍ନୁରରେ । ଟ୍ରେନ ଟ୍ରାକରୁ ୨ ଟି ବଗି ଖସିଯାଇଛି । ତେବେ ଖବର ଲେଖାହେବା ଯାଏ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି । ଓଟିରୁ…

ଟ୍ରାକ୍‌ରୁ ଖସିଲା ମାଲ୍‌ବାହୀ ଟ୍ରେନ୍‌, ୧୧ଟି ବଗି ଲାଇନ୍‌ଚ୍ୟୁତ

କୋରାପୁଟ (କେନ୍ୟୁଜ): ମାଲ ବୋଝେଇ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ । କୋରାପୁଟ ଶିବଲିଙ୍ଗପୁରମ୍‌ ଠାରେ ଏକ ମାଲ ବୋଝେଇ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି । ଫଳରେ ୧୧ଟି ବଗି ଟ୍ରାକ୍‌ରୁ ଖସିପଡିଛି । ରେଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଖବର ଅନୁଯାୟୀ…