ପୁଣି ଟଳିଲା ବଡ ରେଳ ଦୁର୍ଘଟଣା, ମୁମ୍ବାଇ ଯାଉଥିବା ହୋଲି ସ୍ପେଶାଲ ଟ୍ରେନରେ ନିଆଁ, ଯାତ୍ରୀ ସୁରକ୍ଷିତ
ବିହାର ରାଜଧାନୀ ପାଟନାରୁ ମୁମ୍ବାଇ ଯାଉଥିବା ହୋଲି ସ୍ପେଶାଲ ଟ୍ରେନରେ ଭୟଙ୍କର ନିଆଁ । ଟ୍ରେନ ନଂ ୦୧୪୧୦ ଦାନାପୁର-ଲୋକମାନ୍ୟ ତିଳକ ସ୍ପେଶାଲ ଏକ୍ସପ୍ରେସ ଟ୍ରେନର ଏସି କୋଚରେ ସୋମବାର ରାତିରେ ନିଆଁ ଲାଗିଯାଇଥିଲା । ତେବେ ଯାତ୍ରୀ କମ୍ ଥିବାରୁ କେହି ମୃତାହତ ହୋଇନଥିବା ଖବର ମିଳିଛି ।…