ଚଳନ୍ତା ଟ୍ରେନ୍ରେ ଲାଗିଗଲା ନିଆଁ, ବର୍ତ୍ତିଲେ ଯଶବନ୍ତପୁର-ଟାଟାନଗର ସୁପରଫାଷ୍ଟ ଏକ୍ସପ୍ରେସର ଯାତ୍ରୀ
ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ବିଳମ୍ବିତ ରାତିରେ ଏକ ଟ୍ରେନ୍ ଚାଲୁଥିବା ଅବସ୍ଥାରେ ଟ୍ରେନ୍ ର ପେଣ୍ଟ୍ରିକାରରେ ନିଆଁ ଲାଗିଯାଇଥିଲା । କର୍ମଚାରୀମାନେ ଉକ୍ତ ପେଣ୍ଟ୍ରିକାରକୁ ଅଲଗା କରିଦେଇଥିଲେ, କିନ୍ତୁ ଟ୍ରେନର ଅନ୍ଯ ବଗିମାନଙ୍କରେ ନିଆଁ ବ୍ଯାପି ଯାଇଥିଲା । ଏହି ଘଟଣାରେ…