Browsing Tag

train run way

ଆଜିଠୁ ଚାଲିବ ‘ଶ୍ରୀଜଗନ୍ନାଥ ଯାତ୍ରା’ ଭାରତ ଗୌରବ ଟୁରିଷ୍ଟ ଟ୍ରେନ, ଦିଲ୍ଲୀରେ ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ଅଶ୍ୱିନୀ…

କେନ୍ୟୁଜ୍(ବ୍ୟୁରୋ): ଆଜି ଦିଲ୍ଲୀରୁ ଛାଡ଼ିବ ‘ଶ୍ରୀଜଗନ୍ନାଥ ଯାତ୍ରା’ ଭାରତ ଗୌରବ ଟୁରିଷ୍ଟ ଟ୍ରେନ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିବେ । ଏହି ସ୍ୱତନ୍ତ୍ର ଟ୍ରେନ ୮ଦିନିଆ ଯାତ୍ରାରେ ବାହାରିବ । ୧୦ଟି ତୃତୀୟ ଶ୍ରେଣୀ ଏସି କୋଚ୍‌ ସହ ଟ୍ରେନରେ ପ୍ରାୟ ୬୦୦ ପର୍ଯ୍ୟଟକ…