Browsing Tag

train service

ବାଦାମପାହାଡ଼ ଷ୍ଟେସନରୁ ରେଳ ଚଳାଚଳର ଶୁଭାରମ୍ଭ କଲେ ରାଷ୍ଟ୍ରପତି, ଟ୍ରେନରେ ଗଲେ ରାଇରଙ୍ଗପୁର

ମୟୂରଭଞ୍ଜ (କେନ୍ୟୁଜ): ମହାମହିମଙ୍କ ଜନ୍ମମାଟି ଗସ୍ତର ଦ୍ବିତୀୟ ଦିନ । ବାଦାମପାହାଡ଼ ରେଳ ଷ୍ଟେସନରେ ନୂତନ ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାଦାମପାହାଡ଼-ଟାଟାନଗର ମେମୁ ଟ୍ରେନ୍ , ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍ ଓ ସାଲିମାର-ବାଦାମପାହାଡ଼ ଏକ୍ସପ୍ରେସ୍…

ରେଳ ଧାରଣା ଉପରେ ପଥର ଖସି ରେଳ ଚଳାଚଳ ବନ୍ଦ, ୮ ଟି ଟ୍ରେନକୁ ବାତିଲ କଲା ରେଳ କର୍ତ୍ତୃପକ୍ଷ, ଉଦ୍ଧାର କାର୍ଯ୍ୟ ଜାରି

କୋରାପୁଟ : ଜୟପୁର ରେଳ ପଥର ଜରଟି ଓ ମାନବର ମଧ୍ୟରେ ରେଳ ଧାରଣା ଉପରେ ପଥର ଖସି ରେଳ ଚଳା ଚଳ ବନ୍ଦ ରହିଛି । 8 ଟି ଟ୍ରେନକୁ ବାତିଲ କରିଛି ରେଳ ବିଭାଗ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ସକାଳୁ ପଥର ଖସିଥିବା ଦେଖିବାକୁ ମିଳିଥିଲା । ରେଳ ପଥ ଦୋହରି କରଣ କାମ ଚାଲୁ ରହିଥିବା ବେଳେ…

ରାଉରକେଲା-କୋରାପୁଟ-ଜଗଦଲପୁରକୁ ଟ୍ରେନ୍‌ ଚଳାଚଳ ଆରମ୍ଭ

କୋରାପୁଟ: କୋରାପୁଟକୁ ଚଳାଚଳ କଲା ଟ୍ରେନ୍‌। ରାଉରକେଲା-କୋରାପୁଟ-ଜଗଦଲପୁରକୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଦୀର୍ଘ ମାସ ପରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଗତକାଲି ରାଉରକେଲାରୁ ଛାଡ଼ିଥିବା ଏକ୍ସପ୍ରେସ ଟ୍ରେନ୍‌ଟି କୋରାପୁଟ ଷ୍ଟେସନରେ ସକାଳ ୭ଟାରେ ପହଁଞ୍ଚିଥିଲା। ଏହି ଟ୍ରେନ୍‌ରୁ…

କାହିଁକି ଟ୍ରେନର ଆଗରେ ଓ ପଛରେ ହିଁ ଥାଏ ଜେନେରାଲ ବଗି, ମଝିରେ କାହିଁକି ନଥାଏ ଜାଣନ୍ତୁ

ଟ୍ରେନ୍ ଯାତ୍ରାରେ ଅନୁଭୂତି ବହୁତ ନିଆରା। ଆପଣଙ୍କର ବି ଟ୍ରେନ୍ ଯାତ୍ରାର ଅନୁଭୂତି ଥିବ ଏବଂ ଆପଣ ଅନେକ ଥର ଯାତ୍ରା ମଧ୍ୟ କରିଥିବେ। ତେବେ ଆପଣଙ୍କର ଏହି ଯାତ୍ରା କାଳ ମଧ୍ୟରେ କେବେ ଆପଣଙ୍କ ଦେଖିଛନ୍ତି କିମ୍ବା ଆପଣଙ୍କ ମନକୁ ଏମିତି କେବେ ପ୍ରଶ୍ନ ଆସିଛି ଯେ ଏକ୍ସପ୍ରେସ ଏବଂ ସୁପରଫାଷ୍ଟ…

ଏବେ ହ୍ଵାଟ୍ସଆପ୍‌ରେ ଜାଣିପାରିବେ ଟ୍ରେନର ଲାଇଭ୍ ଲୋକେସନ୍, ସବୁ ପ୍ରକାର ସୂଚନା ବି ହେବ ଉପଲବ୍ଧ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳବାଇ ଟ୍ରେନର ୱେଟିଙ୍ଗ୍ ଲିଷ୍ଟର ସମସ୍ୟାକୁ ଦୂର କରିବା ପାଇଁ ମୁମ୍ବାଇ ବେସଡ୍ ଷ୍ଟାଟଅର୍ପ Railofy ଏକ ନୂଆ ଫିଚର ଲଞ୍ଚ୍ କରିଛି। ଏହି ଫିଚର ରିୟର ଟାଇମ୍ ପିଏନଆର ଷ୍ଟାଟସ୍ ଏବଂ ଟ୍ରେନ ଯାତ୍ରାର ସମସ୍ତ ସୂଚନା ହ୍ଵାଟସଅପରେ ଉପଲବ୍ଧ କରାଇବ।…

ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ସବୁ ଗାଡି, ଅନୁମତି ଦେଲେ ସରକାର

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ସବୁ ଗାଡି । କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ରାଜ୍ୟରେ ଅନ୍ୟ ସବୁଠି ବସ୍, ସିଟି ବସ୍ ଓ ଯାତ୍ରୀବାହୀ ଗାଡ଼ି ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି ଅର୍ଥାତ୍ ଅନ୍ତଃଜିଲ୍ଲା ବସ୍‌ ଚଳାଚଳ ଆରମ୍ଭ ହେବ। ଆସନ୍ତାକାଲିଠାରୁ ରାଜ୍ୟରେ ସିଟି ବସ୍ ଚଳାଚଳ ମଧ୍ଯ…

୮ ମାର୍ଚ୍ଚରେ ଗୋରଖପୁରରେ ଟ୍ରେନ ଚଳାଇବାର ଦାୟିତ୍ୱ ବହନ କରିବେ ମହିଳା, ଜାଣନ୍ତୁ କଣ ରହିଛି ଖାସ୍‌

ମହିଳା ଦିବସରେ ଆସନ୍ତା ୮ ମାର୍ଚ୍ଚରେ ଗୋରଖପୁରରୁ ନୌତନଓ୍ଵା ପର୍ଯ୍ୟନ୍ତ ଯାଉଥିବା ପାସେଞ୍ଜର ଟ୍ରେନ (55141/55142) କୁ ମହିଳାମାନେ ସଞ୍ଚାଳିତ କରିବେ। ସୂଚନା ମୁତାବକ ଏହି ଟ୍ରେନରେ ସମସ୍ତ ମହିଳା ଷ୍ଟାପ୍‌ ରହିବେ। ଲକ୍ଷ୍ନୋରୁ ମହିଳା ଲୋକୋ ପାଇଲଟ(ଡ୍ରାଇଭର) ସମତା କୁମାରୀ ଏବଂ ଶ୍ରୀତୀ…