ଏବେ ୪ ମାସ ନୁହେଁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ
ଲାଗୁ ହେଲା ଟ୍ରେନ ଟିକେଟ ଆଡଭାନ୍ସ ରିଜରଭେସନ ବୁକିଂ ନେଇ ନୂଆ ନିୟମ । ଏବେ ୪ ମାସ ନୁହେଁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ । ଅଗ୍ରୀମ ରିଜରଭେସନ ଟିକେଟ ବୁକିଂ ସମୟ ସୀମାକୁ ହ୍ରାସ କରିଛି ଭାରତୀୟ ରେଲୱେ ।
ନୂଆ ନିୟମ ଲାଗୁ ହୋଇଥିଲେ ମଧ୍ୟ ପୂର୍ବରୁ ବୁକିଂ ହୋଇଥିବା…