ଏବେ ଫଟାଫଟ୍ ବୁକ୍ ହୋଇଯିବ ତତ୍କାଳ ଟ୍ରେନ୍ ଟିକେଟ୍! ରଦ୍ଦୀକରଣ ଉପରେ ମିଳିବ ତୁରନ୍ତ ରିଫଣ୍ଡ; ଜାଣନ୍ତୁ IRCTCର…
ଟ୍ରେନ୍ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଟ୍ରେନ୍ର ଟିକେଟ୍ କ୍ୟାନ୍ସଲ ହୋଇଗଲେ କିମ୍ବା କୌଣସି କାରଣବଶତଃ ଯଦି କ୍ୟାନ୍ସଲ କରିବାକୁ ହୁଏ, ତା’ହେଲେ ରିଫଣ୍ଡ ପାଇଁ ପୂର୍ବରୁ ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ଏମିତି ଆଉ ହେବ ନାହିଁ। ବର୍ତ୍ତମାନ…