Browsing Tag

train ticket

ବିମାନ ସେବା ଭଳି ରେଳ ଟିକେଟ ଭଡା ନିର୍ଦ୍ଧାରଣ ଦାୟିତ୍ୱ ଯିବ ବେସରକାରୀ ସଂସ୍ଥା ହାତକୁ

ଦେଶରେ ଖୁବ ଶୀଘ୍ର ବେସରକାରୀ କମ୍ପାନୀ ଗୁଡ଼ିଙ୍କୁ ରେଳଭଡ଼ା ନିର୍ଦ୍ଧାରଣ ଦାୟିତ୍ୱ ଦିଆଯିବ । ରେଳ ଭଡ଼ା ବି ଆଗକୁ ବିମାନ ଭଡା ଅନୁଯାୟୀ ନିର୍ଦ୍ଧାରଣ ହେବ ବୋଲି ଜଣାଯାଇଛି । ଏହା ପଛରେ ବି ଏକ ବିଶେଷ କାରଣ ରହିଛି । ଏହା ଦ୍ୱାରା ବେସରକାରୀ କମ୍ପାନୀ ମାନେ କିଛି ନିର୍ଦ୍ଧରିତ ରୁଟରେ ହିଁ…

ଲକ୍‌ଡାଉନ ସମୟରେ ବାତିଲ୍ ହୋଇଥିଲା ସମସ୍ତ ଟ୍ରେନ୍‌: ଆଜିଠାରୁ ରିଜର୍ଭେସନ୍‌ କାଉଣ୍ଟରରୁ ଯାଇ ଟଙ୍କା ଫେରସ୍ତ…

ଭୁବନେଶ୍ବର: ଲକ୍‌ଡାଉନ ସମୟରେ ସମସ୍ତ ଟ୍ରେନ୍‌ ବାତିଲ ହୋଇଯାଇଥିଲା। ଯାହାଫଳରେ ଯାତ୍ରୀମାନଙ୍କ ଯାତ୍ରା ସ୍ଥଗିତ ରହିଥିଲା। ଏବେ ସେମାନେ ରିଜର୍ଭେସନ କାଉଣ୍ଟରରୁ ସେମାନଙ୍କ ଟଙ୍କା ନେଇପାରିବେ । ଏନେଇ ଷ୍ଟେସନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି। ତେବେ ଟଙ୍କା ଫେରସ୍ତ…

ଜୁନ ୧ରୁ ଦେଶବ୍ୟାପୀ ଚଳାଚଳ କରିବ ପାଖାପାଖି ୨୦୦ ଯାତ୍ରୀବାହୀ ଟ୍ରେନ୍, ଆଜିଠୁ ଅନଲାଇନରେ ଟିକେଟ ବୁକିଂ ଆରମ୍ଭ

ଭୁବନେଶ୍ବର: ଆଜିଠୁ ସାଧାରଣ ଯାତ୍ରୀ ଅନଲାଇନରେ ବୁକିଂ କରିପାରିବେ ଟ୍ରେନ୍ ଟିକେଟ । ଏହି ପ୍ରକ୍ରିୟାର ଆରମ୍ଭ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଯିବ । ଏସି, ନନ୍‌-ଏସି ଓ ଜେନେରାଲ କ୍ଲାସ୍‌ ପାଇଁ ହେବ ରିଜର୍ଭେସନ୍‌ । ରିଜର୍ଭେସନ୍‌ ପାଇଁ ସର୍ବାଧିକ ୩୦ ଦିନ ସମୟ ରହିବ। ସୂଚନା ଥାଉକି, ଜୁନ ୧…

ଯାତ୍ରୀଗଣ ଦାୟାକରି ଧ୍ୟାନ ଦିଅନ୍ତୁ ! ଟ୍ରେନର ଅନଲାଇନ କନଫର୍ମ ଟିକେଟ କର୍ଫ୍ୟୁ ପାସ୍ ଭାବେ କାର୍ଯ୍ୟ କରିବ

କେନ୍ୟୁଜ୍ (ବ୍ୟୁରୋ): କରୋନା ପାଇଁ ସାରାଦେଶକୁ ଲକଡାଉନ କରାଯାଇଛି। ଏହି ଲକଡାଉନ ପାଇଁ ଦୀର୍ଘ ଦିନ ହେବ ବନ୍ଦ ହୋଇ ରହିଥିବା  ରେଳ ସେବାକୁ ସ୍ବାଭାବିକ କରିବାକୁ ଯାଉଛି  ରେଳବିଭାଗ। ଆସନ୍ତା  କାଲିଠାରୁ ଦେଶରେ ଅନେକ  ସ୍ଥାନରେ ରେଳ ଚଳାଚଳ ହେବ ବୋଲି ରେଳ ବିଭାଗ ତରଫରୁ କୁହାଯାଇଛି। ଏହି…

ଲକଡାଉନରେ ନିଜେ ନିଜେ ଟ୍ରେନ ଟିକେଟ୍ କ୍ୟାନ୍ସଲ କରନ୍ତୁ ନାହିଁ, ନଚେତ କଟିପାରେ ଟଙ୍କା; ରିଫଣ୍ଡକୁ ନେଇ IRCTCର ନୂଆ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିବା ପରେ ଏବେ ରେଳବାଇ ମଧ୍ୟ ଏପ୍ରିଲ ୧୪ ଯାଏଁ ସମସ୍ତ ଟ୍ରେନ ଚଳାଚଳ ଉପରେ ରୋକ ଲଗାଇଛି। ତେବେ ଟ୍ରେନ ବନ୍ଦ ହେବା ପରେ ଟିକେଟ ବୁକିଂ କରିଥିବା ଲୋକଙ୍କ ଚିନ୍ତା ବଢିଛି। ଏବେ ଲୋକମାନେ ଯାତ୍ରା ତ କରିପାରିବେନି। ତେବେ ଲୋକଙ୍କ…

ଟିକେଟ୍‌ କନଫର୍ମ ହୋଇନି କିନ୍ତୁ ଆକାଉଣ୍ଟରୁ କଟିଛି ଟଙ୍କା, କେମିତି ଫେରସ୍ତ ପାଇବେ ଜାଣନ୍ତୁ

ରେଳ ଟିକେଟ କିଣିବା ବେଳେ ଭିଡରୁ ରକ୍ଷା ପାଇବା ପାଇଁ ଆମେ ଅନଲାଇନ୍‌ ଟିକେଟର ସାହାରା ନେଉଛନ୍ତି। କିନ୍ତୁ ଅନେକ ଥର ଏମିତି ପରିସ୍ଥିତି ହୋଇଥାଏ ଯେ ଟିକେଟ୍‌ ତ ମିଳେନାହିଁ କିନ୍ତୁ ଆକାଉଣ୍ଟରୁ ଟଙ୍କା କଟିଯାଏ। ଏମିତି ପରିସ୍ଥିତିରେ ଆପଣ କଣ କରିବେ ଏବଂ କେମିତି ନିଜ ଟଙ୍କା ଫେରିପାଇବେ ଆଜି…

ଏଣିକି ମାଗଣାରେ କରିପାରିବେ ରେଳ ଯାତ୍ରା, ଜାଣନ୍ତୁ କେମିତି ପାଇବେ ଏହାର ଫାଇଦା

ରେଳଯାତ୍ରା କରୁଛନ୍ତି ତ ଏହି ଖବର ଆପଣଙ୍କ ପାଇଁ ଜାଣିବା ବହୁତ ଜରୁରୀ। ରେଲେଓ୍ଵ କିଛି ଲୋକଙ୍କୁ ରିହାତି ଦେଇଥାଏ। ଅନେକ ଲୋକଙ୍କୁ ତ ଭାରତୀୟ ରେଳ ମାଗଣାରେ ଯାତ୍ରା କରିବା ପାଇଁ ସୁଯୋଗ ମଧ୍ୟ ଦେଇଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଟିକେଟ ଉପରେ ମିଳିପାରିବ ଡିସକାଉଣ୍ଟ। ଭାରତୀୟ ରେଳରେ…

ଟ୍ରେନ୍ ଟିକେଟ ବୁକ୍ କରିବା ଆଜି ଠାରୁ ହେଲା ମହଙ୍ଗା, କିନ୍ତୁ ଏହି ଆପରେ କମ୍ ହୋଇପାରେ ଟଙ୍କା

ଆପଣ ଯଦି ଅନଲାଇନ୍ ଟ୍ରେନ ଟିକେଟ୍ ବୁକ୍ କରୁଛନ୍ତି ତେବେ ଆଜି ଠାରୁ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଆଜିଠାରୁ ଅନଲାଇନ୍ ଟ୍ରେନ ଟିକେଟ୍ ବୁକିଂ ଉପରେ ସର୍ଭିସ ଚାର୍ଜ ପୁଣି ଥରେ ଲାଗିବାକୁ ଯାଉଛି। ଆଇଆରସିଟିସି ଇ-ଟିକେଟ୍ ବୁକ୍ କରିବାରେ ୨୦ ଟଙ୍କାରୁ ୪୦ ଟଙ୍କା…

ରେଳବାଇ ଟିକେଟକୁ ଅଧିକ ଦାମରେ ବିକ୍ରି କରିବା ଅଭିଯୋଗ

ସମ୍ବଲପୁର (କେନ୍ୟୁଜ୍) : ବେଆଇନ ଭାବେ ରେଳବାଇ ଟିକେଟକୁ ଅଧିକ ଦାମ୍ରେ ବିକ୍ରି କରିବା ଅଭିଯୋଗରେ ରେଳବାଇ ପୋଲିସ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସମ୍ବଲପୁର ବୁର୍ଲା ସହରର ଅନିଲ ବର୍ମା। ଅନିଲ ନିଜେ ଏକ ଆଇଡ଼ି କରି ବେଆଇନ୍ ଭାବେ ରେଳ ଟିକେଟ୍ ବୁକିଙ୍ଗ୍ କରି ଲୋକଙ୍କଠାରୁ ଅତ୍ୟଧିକ…

IRCTCର ଏହି ଖାସ ସର୍ଭିସ, ବୁକିଂ କରିବା ସମୟରେ ହିଁ ଜାଣିପାରିବେ ଟ୍ରେନ ଟିକେଟ୍ କନଫର୍ମ ହେବ ନା ନାହିଁ

ଟ୍ରେନରେ ଯାତ୍ରା କରିବାକୁ ହେଲେ ପ୍ରଥମେ ଦରକାର ପଡିଥାଏ ରିଜର୍ଭେସନ ଟିକେଟ। ଏଥିପାଇଁ ଇଣ୍ଡିଆନ କ୍ୟାଟରିଂ ଏଣ୍ଡ ଟୁରିଜିମ୍ କର୍ପୋରେସନ(IRCTC) ଏକ ସର୍ଭିସ ଅଫର କରିଛି। ଯାହାଦ୍ବାରା ଯାତ୍ରୀମାନଙ୍କୁ ୱେଟଲିଷ୍ଟେଡ୍ ଟ୍ରେନ ଟିକେଟ କନଫର୍ମ ହେବାର ସୁଯୋଗ ମିଳିବ। IRCTC ଯାତ୍ରୀଙ୍କୁ ନିଜ…