Browsing Tag

train ticket

IRCTCର ନୂଆ ନିୟମ ; ଏଣିକି ଚାର୍ଟ ପ୍ରସ୍ତୁତି ପରେ ମଧ୍ୟ ବାତିଲ ହୋଇଥିବା ଟ୍ରେନ୍ ଟିକେଟ୍ ଉପରେ ମିଳିବ ରିଫଣ୍ଡ

ନୂଆଦିଲ୍ଲୀ: ରେଳ ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ବର୍ତ୍ତମାନସମୟରେ ଭାରତରେ ଦୈନିକ କୋଟି କୋଟି ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି, ତେଣୁ ରେଳବାଇ ସମ୍ବନ୍ଧୀୟ ଅପଡେଟଗୁଡ଼ିକ ବିଷୟରେ ଅବଗତ ହେବା ଆବଶ୍ୟକ ହୋଇଥାଏ । ଅନେକ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଟ୍ରେନ୍ ଚାର୍ଟ ପ୍ରସ୍ତୁତି ପରେ…

ଟ୍ରେନ ଟିକେଟ ବୁକ ପାଇଁ ବାହାରିଲା ନୂଆ ପେମେଣ୍ଟ ସର୍ଭିସ, ଶୀଘ୍ର ଜାଣନ୍ତୁ

ଭାରତୀୟ ରେଳ ବିଭାଗ ନିଜ ଯାତ୍ରୀଙ୍କ ପାଇଁ ଏକ ନୂଆ ସୁବିଧା ଆଣିଛି। ଏହା ଜରିଆରେ ଏବେ ଟ୍ରେନ ଯାତ୍ରୀମାନେ ଖୁବ ସହଜରେ ଯାତ୍ରା କରି ପାରିବେ। ମାନେ ଏବେ ଯାତ୍ରୀଙ୍କୁ ଟିକେଟ ପେମେଣ୍ଟ ପାଇଁ କୌଣସି ଅସୁବିଧା ହେବ ନାହିଁ। ଭାରତୀୟ ରେଳ ବିଭାଗ ଏବେ ଟ୍ରେନ ଯାତ୍ରୀଙ୍କ ପାଇଁ ନୂ ଆ ସର୍ଭିସ…

ଟ୍ରେନ ଯାତ୍ରା କରୁଛନ୍ତି କି, ତାହେଲେ ଟିକେଟ ସହ ମିଳିବ ଏହି ସବୁ ସୁବିଧା ସମ୍ପୂର୍ଣ୍ଣ ମାଗଣା

ଆପଣ ଟ୍ରେନ ଯାତ୍ରା ନିହାତି କରିଥିବେ, ଆଉ ଟ୍ରେନ ଯାତ୍ରା କରିବା ପାଇଁ ଆପଣଙ୍କୁ ଟିକେଟ କିଣିବାକୁ ପଡିଥାଏ। ଆଉ ଆପଣଙ୍କୁ ଲାଗିଥାଏ ଯେ ଏହି ଟିକେଟ କେବଳ ଟ୍ରେନରେ ବସିବାର ଅଧିକାର ଦେଇଥାଏ, କିନ୍ତୁ ନା ଦର୍ଶକବନ୍ଧୁ ଆପଣ ଟ୍ରେନ ଟିକେଟ ଜରିଆରେ ଅନେକ ପ୍ରକାର ଫାଇଦା ଉଠାଇପାରିବେ। ଯାହା…

ଏବେ ଫଟାଫଟ୍‌ ବୁକ୍‌ ହୋଇଯିବ ତତ୍କାଳ ଟ୍ରେନ୍‌ ଟିକେଟ୍‌! ରଦ୍ଦୀକରଣ ଉପରେ ମିଳିବ ତୁରନ୍ତ ରିଫଣ୍ଡ; ଜାଣନ୍ତୁ IRCTCର…

ଟ୍ରେନ୍‌ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଟ୍ରେନ୍‌ର ଟିକେଟ୍‌ କ୍ୟାନ୍ସଲ ହୋଇଗଲେ କିମ୍ବା କୌଣସି କାରଣବଶତଃ ଯଦି କ୍ୟାନ୍ସଲ କରିବାକୁ ହୁଏ, ତା’ହେଲେ ରିଫଣ୍ଡ ପାଇଁ ପୂର୍ବରୁ ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା। କିନ୍ତୁ ଏବେ ଏମିତି ଆଉ ହେବ ନାହିଁ। ବର୍ତ୍ତମାନ…

ବିନା ଟିକେଟ୍‌ରେ ଯାତ୍ରା କରଥିବା ପୋଲିସ କର୍ମୀଙ୍କ ‘ଗୁଣ୍ଡାରାଜ୍‌’ର ଭିଡିଓ ଭାଇରାଲ, ଅଭିଯୋଗ ପରେ ଗଣିଲେ ମୋଟା ଅଙ୍କର…

ଟ୍ରେନ୍‌ରେ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ପୋଲିସଙ୍କର ଦାଦାଗିରିର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ବିନା ଟିକେଟ୍‌ରେ ଯାତ୍ରା କରୁଥିବା ପୋଲିସଙ୍କୁ ଟିଟିଇ ଧରିବାରୁ ସେ ଓଲଟି ତାଙ୍କୁ ଧମକାଇବା ସହ ମାମଲା ରୁଜୁ କରିବାକୁ ଖୋଲା ଧମକ ଦେଇଥିଲେ। ଟିଟିଇ ଶ୍ରମିକ…

ବିମାନ ସେବା ଭଳି ରେଳ ଟିକେଟ ଭଡା ନିର୍ଦ୍ଧାରଣ ଦାୟିତ୍ୱ ଯିବ ବେସରକାରୀ ସଂସ୍ଥା ହାତକୁ

ଦେଶରେ ଖୁବ ଶୀଘ୍ର ବେସରକାରୀ କମ୍ପାନୀ ଗୁଡ଼ିଙ୍କୁ ରେଳଭଡ଼ା ନିର୍ଦ୍ଧାରଣ ଦାୟିତ୍ୱ ଦିଆଯିବ । ରେଳ ଭଡ଼ା ବି ଆଗକୁ ବିମାନ ଭଡା ଅନୁଯାୟୀ ନିର୍ଦ୍ଧାରଣ ହେବ ବୋଲି ଜଣାଯାଇଛି । ଏହା ପଛରେ ବି ଏକ ବିଶେଷ କାରଣ ରହିଛି । ଏହା ଦ୍ୱାରା ବେସରକାରୀ କମ୍ପାନୀ ମାନେ କିଛି ନିର୍ଦ୍ଧରିତ ରୁଟରେ ହିଁ…

ଲକ୍‌ଡାଉନ ସମୟରେ ବାତିଲ୍ ହୋଇଥିଲା ସମସ୍ତ ଟ୍ରେନ୍‌: ଆଜିଠାରୁ ରିଜର୍ଭେସନ୍‌ କାଉଣ୍ଟରରୁ ଯାଇ ଟଙ୍କା ଫେରସ୍ତ…

ଭୁବନେଶ୍ବର: ଲକ୍‌ଡାଉନ ସମୟରେ ସମସ୍ତ ଟ୍ରେନ୍‌ ବାତିଲ ହୋଇଯାଇଥିଲା। ଯାହାଫଳରେ ଯାତ୍ରୀମାନଙ୍କ ଯାତ୍ରା ସ୍ଥଗିତ ରହିଥିଲା। ଏବେ ସେମାନେ ରିଜର୍ଭେସନ କାଉଣ୍ଟରରୁ ସେମାନଙ୍କ ଟଙ୍କା ନେଇପାରିବେ । ଏନେଇ ଷ୍ଟେସନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ ସୂଚନା ଦେଇଛନ୍ତି। ତେବେ ଟଙ୍କା ଫେରସ୍ତ…

ଜୁନ ୧ରୁ ଦେଶବ୍ୟାପୀ ଚଳାଚଳ କରିବ ପାଖାପାଖି ୨୦୦ ଯାତ୍ରୀବାହୀ ଟ୍ରେନ୍, ଆଜିଠୁ ଅନଲାଇନରେ ଟିକେଟ ବୁକିଂ ଆରମ୍ଭ

ଭୁବନେଶ୍ବର: ଆଜିଠୁ ସାଧାରଣ ଯାତ୍ରୀ ଅନଲାଇନରେ ବୁକିଂ କରିପାରିବେ ଟ୍ରେନ୍ ଟିକେଟ । ଏହି ପ୍ରକ୍ରିୟାର ଆରମ୍ଭ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଯିବ । ଏସି, ନନ୍‌-ଏସି ଓ ଜେନେରାଲ କ୍ଲାସ୍‌ ପାଇଁ ହେବ ରିଜର୍ଭେସନ୍‌ । ରିଜର୍ଭେସନ୍‌ ପାଇଁ ସର୍ବାଧିକ ୩୦ ଦିନ ସମୟ ରହିବ। ସୂଚନା ଥାଉକି, ଜୁନ ୧…

ଯାତ୍ରୀଗଣ ଦାୟାକରି ଧ୍ୟାନ ଦିଅନ୍ତୁ ! ଟ୍ରେନର ଅନଲାଇନ କନଫର୍ମ ଟିକେଟ କର୍ଫ୍ୟୁ ପାସ୍ ଭାବେ କାର୍ଯ୍ୟ କରିବ

କେନ୍ୟୁଜ୍ (ବ୍ୟୁରୋ): କରୋନା ପାଇଁ ସାରାଦେଶକୁ ଲକଡାଉନ କରାଯାଇଛି। ଏହି ଲକଡାଉନ ପାଇଁ ଦୀର୍ଘ ଦିନ ହେବ ବନ୍ଦ ହୋଇ ରହିଥିବା  ରେଳ ସେବାକୁ ସ୍ବାଭାବିକ କରିବାକୁ ଯାଉଛି  ରେଳବିଭାଗ। ଆସନ୍ତା  କାଲିଠାରୁ ଦେଶରେ ଅନେକ  ସ୍ଥାନରେ ରେଳ ଚଳାଚଳ ହେବ ବୋଲି ରେଳ ବିଭାଗ ତରଫରୁ କୁହାଯାଇଛି। ଏହି…

ଲକଡାଉନରେ ନିଜେ ନିଜେ ଟ୍ରେନ ଟିକେଟ୍ କ୍ୟାନ୍ସଲ କରନ୍ତୁ ନାହିଁ, ନଚେତ କଟିପାରେ ଟଙ୍କା; ରିଫଣ୍ଡକୁ ନେଇ IRCTCର ନୂଆ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିବା ପରେ ଏବେ ରେଳବାଇ ମଧ୍ୟ ଏପ୍ରିଲ ୧୪ ଯାଏଁ ସମସ୍ତ ଟ୍ରେନ ଚଳାଚଳ ଉପରେ ରୋକ ଲଗାଇଛି। ତେବେ ଟ୍ରେନ ବନ୍ଦ ହେବା ପରେ ଟିକେଟ ବୁକିଂ କରିଥିବା ଲୋକଙ୍କ ଚିନ୍ତା ବଢିଛି। ଏବେ ଲୋକମାନେ ଯାତ୍ରା ତ କରିପାରିବେନି। ତେବେ ଲୋକଙ୍କ…

ଟିକେଟ୍‌ କନଫର୍ମ ହୋଇନି କିନ୍ତୁ ଆକାଉଣ୍ଟରୁ କଟିଛି ଟଙ୍କା, କେମିତି ଫେରସ୍ତ ପାଇବେ ଜାଣନ୍ତୁ

ରେଳ ଟିକେଟ କିଣିବା ବେଳେ ଭିଡରୁ ରକ୍ଷା ପାଇବା ପାଇଁ ଆମେ ଅନଲାଇନ୍‌ ଟିକେଟର ସାହାରା ନେଉଛନ୍ତି। କିନ୍ତୁ ଅନେକ ଥର ଏମିତି ପରିସ୍ଥିତି ହୋଇଥାଏ ଯେ ଟିକେଟ୍‌ ତ ମିଳେନାହିଁ କିନ୍ତୁ ଆକାଉଣ୍ଟରୁ ଟଙ୍କା କଟିଯାଏ। ଏମିତି ପରିସ୍ଥିତିରେ ଆପଣ କଣ କରିବେ ଏବଂ କେମିତି ନିଜ ଟଙ୍କା ଫେରିପାଇବେ ଆଜି…

ଏଣିକି ମାଗଣାରେ କରିପାରିବେ ରେଳ ଯାତ୍ରା, ଜାଣନ୍ତୁ କେମିତି ପାଇବେ ଏହାର ଫାଇଦା

ରେଳଯାତ୍ରା କରୁଛନ୍ତି ତ ଏହି ଖବର ଆପଣଙ୍କ ପାଇଁ ଜାଣିବା ବହୁତ ଜରୁରୀ। ରେଲେଓ୍ଵ କିଛି ଲୋକଙ୍କୁ ରିହାତି ଦେଇଥାଏ। ଅନେକ ଲୋକଙ୍କୁ ତ ଭାରତୀୟ ରେଳ ମାଗଣାରେ ଯାତ୍ରା କରିବା ପାଇଁ ସୁଯୋଗ ମଧ୍ୟ ଦେଇଛି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଟିକେଟ ଉପରେ ମିଳିପାରିବ ଡିସକାଉଣ୍ଟ। ଭାରତୀୟ ରେଳରେ…