Browsing Tag

train

ପୁରୀ ଚନ୍ଦନପୁର ଓ ତୁଳସୀଚୌରା ମଧ୍ୟରେ ଲାଇନଚ୍ୟୁତ ହେଲା ଟ୍ରେନ୍ ଇଞ୍ଜିନ୍

ପୁରୀ: ପୁରୀ ଚନ୍ଦନପୁର ଓ ତୁଳସୀଚୌରା ମଧ୍ୟରେ ଗୋଟିଏ ଟ୍ରେନର ଇଞ୍ଜିନ୍ ଲାଇନଚ୍ୟୁତ ହେରଇଥିବା ଜଣାପଡିଛି। ଗତକାଲି ରାତିରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଉକ୍ତ ଟ୍ରେନର ଆଗର ତିନୋଟି ଚକ ଓ ପଛର ଗୋଟିଏ ଚକ ଲାଇନଚ୍ୟୁତ ହୋଇଥିଲା। ଖବର ପାଇ ଖୋର୍ଦ୍ଧା ରୋଡର ବରିଷ୍ଠ ଅଧିକାରୀ…

ଆଜିଠାରୁ ପୁରୀରୁ ଗଡିବ ଟ୍ରେନ୍‌: ଯାତ୍ରୀଙ୍କ ସୁରକ୍ଷା ପାଇଁ ଷ୍ଟେସନକୁ କରାଯାଇଛି ସାନିଟାଇଜ୍‌

ପୁରୀ: ଗତକାଲି କେନ୍ଦ୍ର ସରକାରଙ୍କ ଅନଲକ୍‌ ୫ ଗାଇଡ ଲାଇନ୍‌ ଆସିବା ପରେ ଆଜିଠାରୁ ପୁରୀରୁ ଟ୍ରେନ୍‌ ଗଡିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଜି ପ୍ରଥମ ଦିନରେ ପୁରୀ - ଅହମ୍ମଦାବାଦ, ପୁରୀ ଦୁର୍ଗ ଏବଂ ପୁରୁଷୋତ୍ତମ ଏକ୍ସପ୍ରେସ ଗଡିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।…

ଯାତ୍ରୀମାନେ ଦୟା କରି ଧ୍ୟାନ ଦିଅନ୍ତୁ, ଏବେ ମହଙ୍ଗା ହୋଇଯିବ ଟ୍ରେନ୍‌ ଟିକେଟ୍‌ ଦର

ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଏବେ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ରେଲେଓ୍ଵର ନୂଆ ନିୟମ ପରେ ଏବେ ମହଙ୍ଗା ହୋଇଛି ଟିକେଟ୍‌ ଦାମ୍‌। ରିପୋର୍ଟ ମୁତାବକ ଇଣ୍ଡିଆନ୍‌ ରେଲୱେ ଏବେ ଏୟାରପୋର୍ଟ ଭଳି ରେଳ ଷ୍ଟେସନରୁ ବି ୟୁଜର ଚାର୍ଜ ଆଦାୟ କରିବାକୁ ପ୍ରସ୍ତୁତି ଚଳାଇଛି। ଆସନ୍ତାମାସରେ…

ଆଜିଠୁ ଆରମ୍ଭ ହେଉଛି ତତ୍କାଳ ଟିକେଟ୍‌ ବୁକିଂ, ଏମିତି ବୁକ୍‌ କରନ୍ତୁ ଟିକେଟ୍‌

କରୋନା ସଙ୍କଟ ମଧ୍ୟରେ ରେଳ ଯାତ୍ରୀଙ୍କ ପାଇଁ ଭାରତୀୟ ରେଲେଓ୍ଵ ତତ୍କାଳ ଟିକେଟ୍‌ ବୁକିଂ ସେବା ଆରମ୍ଭ କରିଛି। ରେଳ ବିଭାଗ ଦ୍ୱାରା ଚାଳିତ ହେଉଥିବା ସ୍ୱତନ୍ତ୍ର ଯାତ୍ରୀ ଟ୍ରେନ୍‌ ଓ ଏସି ସ୍ପେଶାଲରେ ତତ୍କାଳ ଟିକେଟ୍‌ ବୁକିଂ ସେବା ଆଜିଠୁ ଆରମ୍ଭ ହୋଇଛି। ସେଣ୍ଟ୍ରାଲ ରେଲେଓ୍ଵର ପିଆରଓ ଶିବାଜୀ…

୨ଘଣ୍ଟା ବିଳମ୍ବ ହେଲା ଟିକେଟ୍‌ ବୁକିଂ, ସନ୍ଧ୍ୟା ୬ଟାରୁ ପୁଣି ଥରେ କରିପାରିବେ ବୁକ୍‌

କରୋନା ଲକ୍‌ଡାଉନ୍‌ ଯୋଗୁ ଦୀର୍ଘଦିନ ଧରି ବନ୍ଦ ହୋଇ ରହିଥିବା ଟ୍ରେନ୍‌ ଚଳାଚଳ ପାଇଁ ଆଜିଠୁ ଆରମ୍ଭ ହୋଇଛି ବୁକିଂ। ଏତେ ଦିନ ପରେ ବୁକିଂ ଆରମ୍ଭ ହୋଇଥିବାରୁ ଏକକାଳୀନ ହଜାର ହଜାର ଲୋକ ଟିକେଟ୍‌ ବୁକିଂ କରିଛନ୍ତି। ଏଣୁ ଇଣ୍ଡିଆନ୍‌ ରେଲେଓ୍ଵର ୱେବସାଇଟ୍‌‌ କ୍ରାସ୍‌ ହୋଇଯାଇଛି। ତେବେ ପୁନଶ୍ଚ…

ଆଜି ରାଜ୍ୟରେ ପହଞ୍ଚିବ ଆଉ ୫ଟି ଟ୍ରେନ୍, ପ୍ରାୟ ୬ ହଜାରରୁ ଅଧିକ ପ୍ରବାସୀ ପହଞ୍ଚିବେ ଓଡ଼ିଶାରେ

ଭୁବନେଶ୍ବର: ଆଜି ପ୍ରବାସୀ ଓଡ଼ିଆଙ୍କୁ ଧରି ରାଜ୍ୟରେ ପହଞ୍ଚିବ ଆଉ ୫ଟି ଟ୍ରେନ୍‌। ପ୍ରାୟ ୬ ହଜାରରୁ ଅଧିକ ପ୍ରବାସୀ ଓଡ଼ିଶାରେ ପହଞ୍ଚିବେ। ଆନ୍ଧ୍ରପ୍ରଦେଶରୁ ଟିଟିଲାଗଡ଼ରେ ପହଞ୍ଚିବ ଗୋଟିଏ ଟ୍ରେନ୍‌। ଆଉ ୩ଟି ଟ୍ରେନ୍‌ ସୁରତରୁ ଓଡ଼ିଶା ଅଭିମୁଖେ ବାହାରିଛି। ଏହି ଟ୍ରେନ୍‌ ଗଞ୍ଜାମ ଜଗନ୍ନାଥପୁରରେ…

ଟ୍ରେନ ଚଳାଚଳ ବେଳେ ସାମାଜିକ ଦୂରତ୍ୱ ଲାଗି ତିନିଥାକିଆ ବଗି ମଝି ବର୍ଥକୁ ଫାଙ୍କା ରଖିପାରେ ରେଲୱେ

କରୋନା ଯୋଗୁ ଦେଶରେ ଜାରି ହୋଇଥିବା ଲକଡାଉନ ଉଠିବା ପରେ ଟ୍ରେନ ସେବା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି। କରୋନା ଭାଇରସ ସଂକ୍ରମିତ ସ୍ଥାନ ବା ହଟସ୍ପଟ ଘୋଷିତ ଅଞ୍ଚଳ ବ୍ୟତୀତ ଅନ୍ୟସ୍ଥାନମାନଙ୍କରେ କେତେକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ଯୋଜନା କରୁଛି ରେଳ ବିଭାଗ। ଏଥିସହ କରୋନା…

ଲକଡାଉନ ପରେ ଏପ୍ରିଲ ୧୫ରୁ ଗଡ଼ିବ ଏହି ୪୫ଟି ଟ୍ରେନ, ରେଲୱେ ଜାରି କଲା ତାଲିକା

କରୋନା ଭାଇରସ ଯୋଗୁ ଏବେ ସାରା ଦେଶକୁ ଲକଡାଉନ କରିଦିଆଯାଇଛି। ଏଣୁ ଭାରତୀୟ ରେଲୱେ ମଧ୍ୟ ନିଜ ସମସ୍ତ ଟ୍ରେନ, ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନକୁ ରଦ୍ଦ କରିଛି। ଏହି ଟ୍ରେନକୁ ଏପ୍ରିଲ ୧୪ରେ ଲକଡାଉନ ଉଠିଲା ପରେ ପୁନର୍ବାର ଏପ୍ରିଲ ୧୫, ବୁଧବାରରୁ ଆରମ୍ଭ କରିବାକୁ ଯୋଜନା ଚାଲିଛି।…

ମଣିଷ ପଣିଆର ଜ୍ୱଳନ୍ତ ଉଦାହରଣ, ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଟ୍ରେନକୁ ପଛେଇ ପଛେଇ ନେଲେ ଲୋକୋ ପାଇଲଟ୍‌,…

ମହାରାଷ୍ଟ୍ରରେ ଚଳନ୍ତା ଟ୍ରେନରୁ ଜଣେ ଯାତ୍ରୀ ଖସିପଡିଲେ, ଯାହାପରେ ସେହି ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଲୋକୋ ପାଇଲଟ୍‌ ଟ୍ରେନକୁ ପଛୁଆ ବା ଓଲଟା ଦଉଡାଇଲେ। ଲୋକୋ ପାଇଲଟ ପ୍ରାୟ ଅଧ କିମି ପର୍ଯ୍ୟନ୍ତ ଟ୍ରେନକୁ ପଛୁଆ ଚଲାଇଲେ ଏବଂ ଆହତ ବ୍ୟକ୍ତିଙ୍କୁ ଟ୍ରେନରେ ବସାଇ ହସପିଟାଲରେ ପହଁଚାଇଲେ।…

ଆପଣ ଜାଣିଛନ୍ତି କି ୧କିମି ଚାଲିବା ପାଇଁ ଟ୍ରେନକୁ କେତେ ଲିଟର ଡିଜେଲ ଆବଶ୍ୟକ ପଡିଥାଏ? ପଢନ୍ତୁ ଏହି ରିପୋର୍ଟ

ଆପଣ ଜାଣିଛନ୍ତି କି ୧ କିଲୋମିଟର ଚାଲିବା ପାଇଁ ଟ୍ରେନକୁ କେତେ ଲିଟର ଡିଜେଲ ଆବଶ୍ୟକ ପଡିଥାଏ । ହୁଏତ ଜାଣିନଥିବେ ଏବେ ଏହାର ଉତ୍ତର ଆମେ ଆପଣଙ୍କୁ ଦେବାକୁ ଯାଉଛି। ତେବେ ଯାତାୟତରେ ଟ୍ରେନ ଆମ ଜୀବନରେ ଏକ ବଡ ଭୂମିକା ନେଇଥାଏ । ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବା ପାଇଁ ଏହା ସାରା ଦେଶରେ…

ବାଲେଶ୍ୱରରେ ରେଳ ଚଳାଚଳ ସ୍ୱାଭାବିକ, ୨୪ ଘଣ୍ଟା ପରେ ଗଡ଼ିଲା ଟ୍ରେନ୍‌

ବାଲେଶ୍ୱର: ବାଲେଶ୍ୱରରେ ରେଳ ଚଳାଚଳ ସ୍ୱାଭାବିକ । ଶତାବ୍ଦୀ ଏକ୍ସପ୍ରେସ୍‌ ବ୍ୟତୀତ ସମସ୍ତ ଟ୍ରେନ ସ୍ୱଭାବିକ ଭାବେ ଚାଲୁଛି । କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରଯାଇଛି । ରାତି ୧ଟା ସୁଦ୍ଧା ମରାମତି ସରିବା ପରେ ରେଳଗାଡି ଚାଲିଛି । ଗତକାଲି ସାଢ଼େ ୧୧ଟା ବେଳେ ଶୋଭାରାମପୁରରେ ନିର୍ମାଣାଧୀନ…

ପ୍ରତିକ୍ଷାର ଅନ୍ତ, ନୟାଗଡ଼ ଟାଉନରୁ ମହୀପୁର ଯାଏ ଗଡିଲା ଟ୍ରେନ୍‌

ନୟାଗଡ(କେନ୍ୟଜ୍): ପ୍ରତିକ୍ଷାର ଅନ୍ତ । ନୟାଗଡ଼ ଟାଉନରୁ ମହୀପୁର ଯାଏ ଗଡିଲା ଟ୍ରେନ୍‌ । ନୟାଗଡ଼ ଟାଉନ୍‌ ରେଳ ଷ୍ଟେସନ୍‌ରେ ନୟାଗଡ଼ ଟାଉନ୍‌ ଓ ମହିପୁର ନୂଆ ରେଳ ଲାଇନ୍‌ର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ଠାରୁ ନିଦ୍ଧାରିତ ସମୟରେ ଟ୍ରେନ ଚଳାଚଳ…