Browsing Tag

train

ଦୁନିଆର ସବୁଠୁ ଲମ୍ବା ଟ୍ରାନ୍ସ- ସାଇବେରିଆନ ଟ୍ରେନ

ଦୁନିଆର ସବୁଠୁ ଲମ୍ବା ଯାତ୍ରା କରୁଥିବା ଟ୍ରେନ, ଯାହାକି ୭ ଦିନରେ ଅତିକ୍ରମ କରେ ୮୬ ଟି ସହର। ଏହାକୁ Longest Train Route in the World ମଧ୍ୟ କୁହାଯାଏ। ଏହାର ନାମ ହେଉଛି ଟ୍ରାନ୍ସ ସାଇବେରିଆନ ଟ୍ରେନ। ଇତିହାସକୁ ଦେଖିଲେ ଏହି ଟ୍ରେନର ଆରମ୍ଭ ୧୯୧୬ ମସିହାରେ ହୋଇଥିଲା। ଟ୍ରାନ୍ସ…

ଲିଟର ତେଲରେ କେତେ କିମି. ପର୍ଯ୍ୟନ୍ତ ଯାତ୍ରା କରେ ଟ୍ରେନ୍‌? କେବେ ଭାବିଛନ୍ତି କେତେ ହୋଇଥିବ ମାଇଲେଜ୍‌

କଣ ଆପଣ କେବେ ଭାବିଛନ୍ତି ଏକ ଲିଟର ଡିଜେଲରେ କେତେ କିଲୋମିଟର ଚାଲିଥାଏ ଟ୍ରେନ । ଏହାକୁ ନେଇ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସିଛିି ନା ନାହିଁ । ଟ୍ରେନ୍‌ ଯାତ୍ରା ଆନନ୍ଦଦାୟକ ତ ଆପଣ ଜାଣିଛନ୍ତି କିନ୍ତୁ କଣ ଏହା ଜାଣିଛନ୍ତି ଗୋଟେ ଲିଟର ଡିଜେଲରେ କେତେ କିମି ଅତିକ୍ରମ କରେ ଟ୍ରେନ୍‌ । ଯଦି…

ଟ୍ରେନ ଯାତ୍ରୀଙ୍କୁ IRCTC ଦେଉଛି ଏସବୁ ସୁବିଧା, ଯଦି ଜାଣିନାହାଁନ୍ତି ଏବେଠୁ ଜାଣିନିଅନ୍ତୁ, ଆପଣ ବି ଉଠାଇପାରିବେ…

ଭାରତୀୟ ରେଳ ବିଭାଗ ଦୁନିଆରେ ୪ର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠୁ ବଡ଼ ରେଳ ନେଟଓ୍ଵାର୍କ। ଭାରତରେ ରେଳ ଷ୍ଟେସନର ସଂଖ୍ୟା ପାଖାପାଖି ୮ହଜାର। ଅଧିକାଂଶ ଲୋକ ରେଳ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି। ଏହା ଶସ୍ତା ସହ ହୋଇଥାଏ ଆରାମଦାୟକ। ଟ୍ରେନ ଟିକେଟ ବୁକିଙ୍ଗ ଏବଂ ତାହାର ରଦ୍ଦ କରିବାର…

Whatsappରେ କରନ୍ତୁ ମେଟ୍ରୋ ବୁକ୍‌

ଏବେ ହ୍ଵାଟସଆପ୍‌ ରେ କରିପାରିବେ ଟ୍ରେନ ଟିକେଟ ବୁକ। ହ୍ଵାଟସଆପ୍‌ ଆଜିକା ଦୁନିଆର ସବୁଠୁ ଲୋକପ୍ରିୟ ଚାଟିଂ ଆପ୍‌। ସବୁ କାମ ଆପଣ ଏବେ ହ୍ଵାଟସଆପ୍‌ ରେ କରିପାରିବେ। ଟଙ୍କା ଟ୍ରାନ୍ସଫର ଠୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ। ଏମିତିକି ଗାଡ଼ି ମଧ୍ୟ ବୁକ କରିପାରିବେ। ଏବେ କିନ୍ତୁ ଏକ ନୂଆ ଖବର…

ଭାରତର ଏହି ୧୦ଟି ଟ୍ରେନ ହେଉଛି ସବୁଠୁ ଅପରିଷ୍କାର, ଭୁଲରେ ବି କରନ୍ତୁନି ଯାତ୍ରା, ନଚେତ ବଡ଼ ହଇରାଣରେ ପଡ଼ିବେ

ଆପଣ ଟ୍ରେନରେ ଯାତ୍ରା କରିଛନ୍ତି ନା ନାହିଁ। ନିଶ୍ଚୟ ଭାବେ କରିଥିବେ କାହିଁକିନା ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବାକୁ ସାଧାରଣତଃ ପସନ୍ଦ କରନ୍ତି। ଆରାମଦାୟକ ଏବଂ ଲମ୍ବା ଟ୍ରାଭେଲ ପାଇଁ ଲୋକମାନେ ଟ୍ରେନ ଯାତ୍ରାକୁ ପ୍ରାଧାନ୍ୟ ଦିଅନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା…

ଭାରତରେ ସବୁଠାରୁ ସ୍ଲୋ ଚାଲୁଥିବା ଟ୍ରେନ୍‌, ୫ ଘଣ୍ଟାରେ ଚାଲିଥାଏ ମାତ୍ର ଏତିକି କିଲୋମିଟର

ଆଜିର ବ୍ୟସ୍ତବହୁତ ଯୁଗରେ ଯେଉଁଠି ଦୁନିଆ ଦିନକୁ ଦିନ ପରିବର୍ତ୍ତନ ହେଉଛି ଏବଂ ପ୍ରତି କାମ ବହୁତ ଜଲଦି ହୋଇପାରୁଛି। ସେହିପରି ରେଳ ବି ତାର କ୍ଷୀପ୍ର ଗତିକୁ ମଧ୍ୟ ଆଗକୁ ବଢ଼ାଇ ଚାଲିଛି। ଭାରତରେ ଅନେକ ରେଲେଓ୍ଵ ପ୍ରୋଜେକ୍ଟ ରହିଛି, ଯାହା ନିଜର ସ୍ପିଡ୍‌କୁ ଆହୁରି ଦୃତ କରିବାକୁ କାମ ଚଳାଇଛି।…

୭ ପ୍ରକାରର ଥାଏ ୱେଟିଙ୍ଗ୍‌ ଲିଷ୍ଟ, ଏହି ଲିଷ୍ଟରେ ଥିଲେ ତୁରନ୍ତ କନଫର୍ମ ହୁଏ ଆପଣଙ୍କ ଟିକେଟ୍‌

ଆପଣ ଟ୍ରେନରେ ଯାତ୍ରା କରିଛନ୍ତି ନା ନାହିଁ। ନିଶ୍ଚୟ ଭାବେ କରିଥିବେ କାହିଁକିନା ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବାକୁ ସାଧାରଣତଃ ପସନ୍ଦ କରନ୍ତି। ଆରାମଦାୟକ ଏବଂ ଲମ୍ବା ଟ୍ରାଭେଲ ପାଇଁ ଲୋକମାନେ ଟ୍ରେନ ଯାତ୍ରାକୁ ପ୍ରାଧାନ୍ୟ ଦିଅନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା…

ଜରିମାନା ସହ ଯିବାକୁ ପଡ଼ିବ ଜେଲ୍, ଯଦି ଟ୍ରେନ୍‌ ଯାତ୍ରା ବେଳେ କରନ୍ତି ଏହି ୫ ଭୁଲ୍‌

ଦୂର ଯାତ୍ରା ପାଇଁ ଟ୍ରେନ୍ ଯାତ୍ରାକୁ ସମସ୍ତେ ପ୍ରାଧାନ୍ୟ ଦିଅନ୍ତି। ଆପଣ ମଧ୍ୟ ଅନେକ ଥର ଟ୍ରେନରେ ଯାତ୍ରା କରିଥିବେ । କିନ୍ତୁ ଆପଣ ଜାଣନ୍ତି କି ଟ୍ରେନରେ ଯାତ୍ରା ସମୟରେ ଏପରି ୫ ଟି ବଡ଼ ଅପରାଧ ଅଛି ଯାହାକୁ ଭୁଲରେ କେବେବି କରିବା ଉଚିତ୍ ନୁହେଁ, ନଚେତ୍ ଜରିମାନା ସହିତ ଆପଣଙ୍କୁ ଜେଲ୍…

ବରିଷ୍ଠ ନାଗରିକଙ୍କୁ ଏବେ ଆଉ ଟ୍ରେନରେ ମିଳିବନି ରିହାତି, ଜାଣନ୍ତୁ କଣ କହିଛନ୍ତି ରେଳମନ୍ତ୍ରୀ

ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖବର। ଟ୍ରେନ୍ ଟିକଟରେ ବରିଷ୍ଠ ନାଗରିକମାନଙ୍କୁ ଯେଉଁ ରିହାତି ମିଳୁଥିଲା ତାହା ଏବେ ଲାଗୁ ହେବ ନାହିଁ ବୋଲି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ରେଳବାଇରେ ବରିଷ୍ଠ ନାଗରିକଙ୍କୁ ମିଳୁଥିବା ରିହାତିକୁ ନେଇ ପରିବର୍ତ୍ତନ ହୋଇଛି।…

ପୁରୀ: ଟ୍ରେନ ଆଗକୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା, ମୃତଙ୍କ ମିଳିନି ପରିଚୟ

ପୁରୀ (କେନ୍ୟୁଜ): ଟ୍ରେନ ଆଗକୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା। ମୃତ ବୃଦ୍ଧଙ୍କ ପରିଚୟ ମିଳିପାରିନାହିଁ। ଗୁଣୁପୁର - ପୁରୀ ପାସେଞ୍ଜର ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା ସୂଚନା।ଜିଆରପି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଦେବଦୂତ ସାଜିଲେ RPF ଓ GRPs ଷ୍ଟାଫ୍‌: ଚଳନ୍ତା ଟ୍ରେନ୍‌କୁ ଖସି ପଡିଥିବା ବ୍ୟକ୍ତିଙ୍କୁ କଲେ ଉଦ୍ଧାର

କଟକ(କେନ୍ୟୁଜ୍): ସାହାସିକତା ଦେଖାଇଲେ ଆର୍‌ପିଏଫ ଓ ଜିଆରପି ଷ୍ଟାଫ୍‌। ଜଣେ ରେଳ ଯାତ୍ରୀଙ୍କୁ ମୃତ୍ୟୁ ପଥରୁ ଫେରାଇ ଆଣିଲେ। ଗତକାଲି କଟକ ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। ଯାତ୍ରୀ ଜଣକ ପ୍ଲାଟଫର୍ମ ୧ରେ ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପ୍ଲାଟଫର୍ମ ଓ…